ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରୁ ମାଓବାଦୀ କ୍ୟାମ୍ପ ଠାବ
ରାଉରକେଲା, ୭ା୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ଅଞ୍ଚଳରେ ମାଓବାଦୀ ଉପଦ୍ରବ ଜାରି ରହିଛି। ସୁରକ୍ଷାବଳଙ୍କୁ ଆକ୍ରମଣ କରିବା ଓ ବିସ୍ଫୋରକ ବିଛାଇବା ଆଦି ମାଓବାଦୀମାନେ କରୁଥିବା ବେଳେ ଗୁରୁବାର ସକାଳେ ସୀମାନ୍ତରୁ ଏକ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଏଥିରେ...