ବିନା ଏନ୍ଓସିରେ ଚାଲିଛି ବେସରକାରୀ ସ୍କୁଲ
ରାଉରକେଲା,୯।୨(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ବେସରକାରୀ ବିଦ୍ୟାଳୟ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି। ତେବେ ଉକ୍ତ ସ୍କୁଲଗୁଡିକ ଆବଶ୍ୟକ ସରକାରୀ ମାନଦଣ୍ଡ ପୂରଣ କରୁ ନ ଥିବାରୁ ସେମାନଙ୍କୁ ଏନ୍ଓସି ମିଳିପାରୁନାହିଁ। ଫଳରେ...
ରାଉରକେଲା,୯।୨(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ବେସରକାରୀ ବିଦ୍ୟାଳୟ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି। ତେବେ ଉକ୍ତ ସ୍କୁଲଗୁଡିକ ଆବଶ୍ୟକ ସରକାରୀ ମାନଦଣ୍ଡ ପୂରଣ କରୁ ନ ଥିବାରୁ ସେମାନଙ୍କୁ ଏନ୍ଓସି ମିଳିପାରୁନାହିଁ। ଫଳରେ...
ଭୁବନେଶ୍ୱର/ କୁଆଁରମୁଣ୍ଡା/ ସୁନ୍ଦରଗଡ଼, ୭ା୨(ସୁନିତ୍ ମିଶ୍ର/ ମହେନ୍ଦ୍ର କୁମାର ସାହୁ/ ଜୟନାରାୟଣ ମେଣ୍ଡୁଳି): ପୂର୍ବ କାର୍ଯ୍ୟସୂଚୀ ମୁତାବକ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ମଙ୍ଗଳବାର ଅପରାହ୍ନରେ ସୁନ୍ଦରଗଡ଼ ଜିଲାର ବୀରମିତ୍ରପୁରରେ ପହଞ୍ଚିଛି। ତାଙ୍କୁ ଭବ୍ୟ...
ସୁନ୍ଦରଗଡ,୬ା୨(ଜୟ ନାରାୟଣ ମେଣ୍ଡୁଳି): ମୋଦି ସରକାରଙ୍କ ବିରୋଧରେ ଲଢ଼େଇ କରି ଗରିବ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରା ଝାଡ଼ଖଣ୍ଡ ଅତିକ୍ରମ କରି ମଙ୍ଗଳବାର...
ସୁନ୍ଦରଗଡ,୬ା୨ଜୟ ନାରାୟଣ ମେଣ୍ଡୁଳି): ମୋଦି ସରକାରଙ୍କ ବିରୋଧରେ ଲଢ଼େଇ କରି ଗରିବ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଗତ ମାସ ୧୪ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁରରୁ ୨ୟ ପର୍ଯ୍ୟାୟ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ...
ରାଉରକେଲା,୨।୨(ଦିନେଶ ମିଶ୍ର): ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଖାଲି ପଡିଥିବା ଜାଗାଗୁଡିକୁ ଆରଏମ୍ସି ପକ୍ଷରୁ ସ୍ଥାନୀୟ ଲୋକଙ୍କ ମନୋରଞ୍ଜନ ପାଇଁ ପାର୍କ ତିଆରି କରାଯାଇଛି। କିନ୍ତୁ ରାତି ପାହିଲେ ଏହି ପାର୍କ ଗୁଡିକରେ ଅସାମାଜିକ ଯୁବକ ଆଡ୍ଡା ଜମାଉଛନ୍ତି। ସେହିପରି...
ରାଉରକେଲା,୩୧।୧(ସଙ୍ଗୀତା ଜେନା): ରାଉରକେଲା-କୋଲକାତା ବିମାନ ସେବା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଅପରାହ୍ନ ୨ଟାରେ କୋଲକାତାରୁ ଉକ୍ତ ବିମାନ ଆସି ରାଉରକେଲାରେ ଅବତରଣ କରିଥିଲା। ଏଥିରେ ୩୩ଜଣ ଯାତ୍ରୀ ଆସିଥିଲେ। ଏହାପରେ ବିମାନଟି ଭୁବନେଶ୍ୱର ଯାଇଥିଲା। ସେଠାରୁ ପୁଣି ରାଉରକେଲା ଆସି...
ହେମଗିର,୨୮।୧(ଚୈତନ୍ୟ ପଟେଲ: ସୁନ୍ଦରଗଡଡ଼ ଜିଲା ହେମଗିର ଥାନା ଅଧୀନ ଛତାବର ଡୁଙ୍ଗୁରିପଡା ନିକଟ ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ରବିବାର ଉଦ୍ଧାର କରିଛି। ମୃତକ ହେଲେ ଛତାବର ଗ୍ରାମର ହୃଷୀକେଶ ମାଝି(୪୮)। ତେବେ ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତିରୁ...
କୁଆଁରମୁଣ୍ଡା,୨୬।୧(ମହେନ୍ଦ୍ର କୁମାର ସାହୁ): ୭୫ ତମ ସାଧାରତନ୍ତ୍ର ଦିବସ ଅବସରରେ ବୀରମିତ୍ରପୁର ନିର୍ବାଚନମଣ୍ଡଳୀରେ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି। ଏହାର ଝଲକ ଦେଖିବାକୁ ମିଳିଛି ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୁରୁଣାପାଣିରେ। ୪ ଥରର କୁଆଁରମୁଣ୍ଡା ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଜୟଶଙ୍କର...
ରାଉରକେଲା,୨୬।୧(ଦିନେଶ ମିଶ୍ର): ରାଉରକେଲା ଉଦିତନଗରସ୍ଥିତ ଶୀତଳପଡା ବସ୍ତିରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ତାର ଝୁଲୁଛି। ଫଳରେ ବସ୍ତିବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏହାର ପ୍ରତିକାର ପାଇଁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ବସ୍ତିବାସୀ ଅଭିଯୋଗ...
ରାଉରକେଲା,୨୬।୧(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ୮କୋଟି ଟଙ୍କା ବ୍ୟୟବରାଦରେ ୩୦ମେଟ୍ରିକ ଟନ୍ ବିଶିଷ୍ଟ ୪ଟି ବୃହତ୍ ଶୀତଳଭଣ୍ଡାର ନିର୍ମାଣରେ ଅହେତୁକ ବିଳମ୍ବ ହେଉଛି। ଫଳରେ ପରିବା ଚାଷୀମାନଙ୍କ ମହଲରେ ଅସନ୍ତୋଷ ବଢୁଛି। ୨୦୨୨ରେ ସହରର ୪ସ୍ଥାନରେ ୪ଟି ଶୀତଳଭଣ୍ଡାର...
ସୁନ୍ଦରଗଡ଼,୨୫ା୧: ଗୁରୁବାର ରାଉରକେଲାରେ ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲା ବେଳେ ବରିଷ୍ଠ ବସ୍ତୁ ଓ ସେବା କର (ଜିଏସଟି) ଅଧିକାରୀଙ୍କୁ ରେଡ୍ ହ୍ୟାଣ୍ଡେଡ ଧରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଅମର କାନ୍ତ କୁମାର ନାମକ ଅଧିକାରୀଙ୍କୁ ସିବିଆଇ ଗିରଫ...
ରାଉରକେଲା, ୨୩।୧: ରାଉରକେଲା ସହରର ନାଲା ରୋଡ଼ ଅଞ୍ଚଳରୁ ଏକ ଘରେ ବେଆଇନ ଶୁଆ ରଖି ବିଭିନ୍ନ ଜାଗାକୁ ବସ ଯୋଗେ ଚାଲାଣ ହେଉଥିବା ବେଳେ ବନ ବିଭାଗ ବହୁ ପରିମାଣର ଶୁଆ ଉଦ୍ଧାର କରିଛି । ଏହି ମାମଲାରେ...