ସୁନ୍ଦରଗଡ଼

ଡାକ୍ତରଖାନାରେ ଗଳୁଛି ପାଣି, ନଷ୍ଟ ହେଉଛି ଔଷଧ

ଲାଠିକଟା,୯ା୯(ରାମେଶ୍ବର ଖାଡଙ୍ଗା): ସୁନ୍ଦରଗଡ଼ ଜିଲା ଲାଠିକଟା ପଶୁ ଡାକ୍ତରଖାନା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହା ଆଜବେଷ୍ଟ ଘର ହୋଇଥିବାରୁ ଚାରିଆଡେ ଫାଟି ଆଁ କରିଛି। ବର୍ଷାଦିନେ ପାଣି ଗଳିବାରୁ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହେଉଛି। ଏଥିସହ...

ପ୍ରାକ୍ତନ ବିଏସ୍‌ଏଫ୍‌ ଯବାନଙ୍କୁ ଗୁଳିକରି ହତ୍ୟା

ରାଉରକେଲା,୮।୯(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଅଧୀନ କଦମଡିହି ଅଞ୍ଚଳରେ ଜଣେ ପ୍ରାକ୍ତନ ବିଏସ୍‌ଏଫ୍‌ ଯବାନଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତକ ହେଲେ ସୁଖଲାଲ ପୂର୍ତ୍ତି। ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।...

ସିସିଟିଭି ଲାଗିଲା, ସୁବିଧା ମିଳିଲାନି

ରାଉରକେଲା,୮ା୯(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲାର ପ୍ରତ୍ୟେକ ଛକ ଓ ଜନଗହଳିପୂର୍ଣ୍ଣ ରାସ୍ତାମାନଙ୍କରେ (ସର୍ଭିଲାନ୍ସ ସିଷ୍ଟମ) ସିସିଟିଭି ଲଗାଇବା ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ସହରରେ ଟ୍ରାଫିକ ସୁପରିଚାଳନା, ଲାଲବତୀ ନିୟମ ପାଳନ ନ କରିବା, ଏମର୍ଜେନ୍ସି କଲ ବକ୍ସ ଓ...

ଶହେ ମିଟରକୁ ୪ଶହ ଟଙ୍କା ଭଡ଼ା

ରାଉରକେଲା,୮।୯(ଦିନେଶ ମିଶ୍ର): ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍‌) ସହରର ଏକ ପ୍ରମୁଖ ଡାକ୍ତରଖାନା। ରାତି ପାହିଲେ ଏଠାକୁ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ତେବେ ଜରୁରୀକାଳୀନ ପରିସ୍ଥିତିରେ କୌଣସି ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଗଲେ ସେଠାରେ...

କୁଆଁରମୁଣ୍ଡା ଡାଇରୀ ଫାର୍ମରେ ପ୍ରସ୍ତାବିତ ମେଡିକାଲ କଲେଜ ଜାଗାକୁ ଜୋର ଜବରଦସ୍ତି ଦଖଲକୁ ନେଉଛି ମହାବୀର ଫେରୋ

କୁଆଁରମୁଣ୍ଡା,୭।୯(ମହେନ୍ଦ୍ର କୁମାର ସାହୁ)ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଓଡ଼ିଶାର ୨ୟ ବୃହତ୍ତମ କୁଆଁରମୁଣ୍ଡା ସରକାରୀ ଡାଏରୀ ଫାର୍ମରେ ପ୍ରସ୍ତାବିତ ମେଡିକାଲ କଲେଜକୁ ଜୋର ଜବରଦସ୍ତି ନିଜ ଦଖଲକୁ ନେଉଛି ମହାବୀର ଫେରୋ। ମେଡିକାଲ କଲେଜ ପାଇଁ ଉଦ୍ଧିଷ୍ଟ ୨ଶହ...

ଗୁରୁ ହିଁ ମାର୍ଗଦର୍ଶକ

ସୁନ୍ଦରଗଡ,୫ା୯ (ଜୟ ନାରାୟଣ ମେଣ୍ଡୁଳି): ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକକୁ ଯିଏ ବାଟ ଦେଖାନ୍ତ ସେ ହିଁ ଗୁରୁ। ଭାରତ ବର୍ଷର ଗୁରୁ ଶିଷ୍ୟ ପରମ୍ପରା, ମୂଲ୍ୟବୋଧ ଭାରତୀୟ ସଂସ୍କୃତିକୁ ଗୌରାନିତ୍ୱ କରିପାରିଛି। ଏହି ମହାନ ପରମ୍ପରାକୁ...

ପ୍ରଦୂଷିତ ହେଉଛି ବ୍ରାହ୍ମଣୀ

ରାଉରକେଲା,୩।୯(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ରାଉରକେଲା ସହରର ୭ ହସ୍ପିଟାଲକୁ ଛାଡିଦେଲେ ଅନ୍ୟ କୌଣସି ସଂସ୍ଥା ଏବଂ ପ୍ରତିଷ୍ଠାନର ପରିତ୍ୟକ୍ତ ଜଳ ବିଶୁଦ୍ଧୀକରଣ ହେଉନାହିଁ। ଏହି ମଇଳା ପାଣି...

୬ ଦିନ ହେଲା ନିଖୋଜ ଥିଲେ: ଜଙ୍ଗଲରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

ଟେନ୍‌ସା,୨ା୯(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ମାଲଦା ପଞ୍ଚାୟତ କଳମଙ୍ଗ ଗ୍ରାମର ଦେବେନ୍ଦ୍ର ନାଏକଙ୍କ ସ୍ତ୍ରୀ ଗୁରା ନାଏକ(୪୫) ଗତ ୨୭ ତାରିଖରୁ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ ତାଙ୍କର କୌଣସି...

ଅଭାବରେ ଚାଲିଛି ଅଗ୍ନିଶମ ସେବା

ରାଉରକେଲା,୧।୯(ସଙ୍ଗୀତା ଜେନା): ଝଡ଼ବତାସ, ଅଗ୍ନିକାଣ୍ଡ, ଜଙ୍ଗଲ ନିଆଁ, ବନ୍ୟା ଓ ଅନ୍ୟ ଆପାତକାଳୀନ ପରିସ୍ଥିତିରେ ଅଗ୍ନିଶମ ବା ଦମକଳ ବାହିନୀଙ୍କୁ ଖୋଜାପଡେ। ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ କରିବା ସହ ପରିସ୍ଥିତିକୁ ଆୟତ୍ତ କରିଥାନ୍ତି। ଏପରିକି ଦମକଳ...

କାର୍ଯ୍ୟକାରୀ ହେଉନି ଉନ୍ନୟନ ବିଭାଗ ନିୟମ

ରାଉରକେଲା,୩୧ା୮(ବିପ୍ଳବ ରଞ୍ଜନ ଦାଶ)ଆର୍‌ଡିଏ ପକ୍ଷରୁ ଛେଣ୍ଡ୍‌ ଅଞ୍ଚଳସ୍ଥିତ ଆର୍‌ଡିଏ କଲୋନୀଠାରେ ୫ହଜାରରୁ ଊର୍ଦ୍ଧ୍ୱ ରହିବା ପାଇଁ ଗୃହ ଓ ବାଣିଜ୍ୟ ବ୍ୟବସାୟ ନିମେନ୍ତ ଦୋକାନ ଗୃହ ଆବଣ୍ଟିତ ହୋଇଛି। ଗୃହ ଓ ଦୋକାନ ପରିଚାଳନା ପାଇଁ ସ୍ବତନ୍ତ୍ର ନିୟମ ଉନ୍ନୟନ...

ଭଙ୍ଗା ବ୍ରିଜ୍‌, ଭୟରେ ଯାତାୟାତ

ରାଉରକେଲା,୨୮।୮(ଦିନେଶ ମିଶ୍ର): ରାଉରକେଲା ସହରର ବିଭିନ୍ନ ବସ୍ତି ଓ ତଳି ଅଞ୍ଚଳଗୁଡିକରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି। କେଉଁଠି ଗୋଷ୍ଠୀ ଶୌଚାଳୟ ତ ଆଉ କେଉଁଠି ପକ୍କା ରାସ୍ତା ତିଆରି କରାଯାଉଛି। ଏସବୁ ଉନ୍ନତୀକରଣ ସତ୍ତ୍ୱେ ଉଦିତନଗର ସ୍ଥିତ...

ଗ୍ରାମରେ ଆତଙ୍କ ଖେଳାଇଛନ୍ତି ୨ ଦନ୍ତା

ଲହୁଣୀପଡ଼ା,୨୬ା୮(ଦାଶରଥି ପଣ୍ଡା): ଲହୁଣୀପଡ଼ା ବ୍ଲକ କୁଡ଼େଇକଳା ଓ କଲେଇପୋଷ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗତ କିଛି ଦିନ ହେବ ୨ ଗୋଠଛଡ଼ା ଜଙ୍ଗଲି ହାତୀ ଘରଦ୍ୱାର ଭାଙ୍ଗି ଧାନ ଚାଉଳ ଖାଇବା ସହିତ ଆତଙ୍କ ଖେଳାଇଛନ୍ତି। ରାତରେ ଗ୍ରାମବାସୀ ଏକାଠି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri