ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ: ଜଣେ ମୃତ
ବଡ଼ଗାଁ,୩।୧୦(ଅଶୋକ ଷଡ଼ଙ୍ଗୀ): ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଧୀନ ଜରଙ୍ଗଲୋଇ ଗ୍ରାମରେ ରହୁଥିବା କୁରୁନାଥ କଣ୍ଟାଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଛି। ଫଳରେ କାନ୍ଥ ତଳେ ଚାପି ହୋଇ କୁରୁନାଥଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ସମ୍ପର୍କୀୟ...