ସୁନ୍ଦରଗଡ଼

ଖେଳୁ ଖେଳୁ ଷ୍ଟିଲ ଗରାରେ ପଶିଲା ୪ ବର୍ଷ ଶିଶୁର ମୁଣ୍ଡ, କଟର୍‌ରେ କାଟି ଉଦ୍ଧାର କଲେ ଡାକ୍ତର

ବଣାଇଁ,୯।୩(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଜାଙ୍ଗଳା ଗ୍ରାମରେ ଜଣେ ୪ ବର୍ଷର ଶିଶୁ ପୁତ୍ର ଖେଳୁ ଖେଳୁ ମୁଣ୍ଡରେ ଷ୍ଟିଲ ଗରା ପଶିଯିବା ଭଳି ଏକ ଦୁଃଖଦ ଘଟଣା ଲୋକଲୋଚନକୁ ଆସିଛି। ଶୁକ୍ରବାର ସା ସମୟରେ...

ନିଆଁ ଲାଗି ଜଳିଗଲା ଘର: ୩ ଆହତ

ସୁନ୍ଦରଗଡ଼,୩।୮: ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲାରେ ଶନିବାର ଏକ ଅଗ୍ନିକାଣ୍ଡ ଘଟିଛି। ଶର୍ଟ ସର୍କିଟରୁ ଘରେ ନିଆଁ ଲାଗିଥିବା ଜଣାପଡିଛି। ଅଗ୍ନିକାଣ୍ଡରେ ଘରେ ଉପସ୍ଥିତ ଥିବା ୩ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

ସ୍ତ୍ରୀ’ଙ୍କ ଚରିତ୍ରକୁ ସନ୍ଦେହ କରି ଇଟାରେ ପିଟି ପିଟି ହତ୍ୟା କଲେ ସ୍ୱାମୀ

ସୁନ୍ଦରଗଡ଼, ୭।୩: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ, ସୁନ୍ଦରଗଡ଼ ଟାଉନ୍ ପୋଲିସ ଥାନା ଅନ୍ତର୍ଗତ ରାଜାମୁଣ୍ଡାରେ ଜଣେ ବ୍ୟକ୍ତି ପରକୀୟା ପ୍ରୀତି ସନ୍ଦେହରେ ତାଙ୍କ ପତ୍ନୀଙ୍କୁ ଇଟାରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ମଙ୍ଗଲ ଓରାମଙ୍କୁ ପୋଲିସ ଗିରଫ...

OSSC ୨୫ କିଲୋମିଟର ଦୌଡ଼ ପରୀକ୍ଷା ବେଳେ ଅଘଟଣ: ଚାକିରି ଅଶାୟୀଙ୍କ ମୃତ୍ୟ

ସୁନ୍ଦରଗଡ,୪।୩(ଜୟ ନାରାୟଣ ମେଣ୍ଡୁଳି): ଓଏସ୍‌ଏସ୍‌ସି ଦ୍ୱାରା ଆୟୋଜିତ ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରୀକ୍ଷକ ପଦବୀ ପାଇଁ ଶାରୀରିକ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଘଟିଛି ଦୁଃଖଦ ଘଟଣା। ଏହି ପରୀକ୍ଷା ଦୌଡ଼ ବେଳେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ...

ପୃଥକ ଦୁର୍ଘଟଣାରେ ୬ ମୃତ: ମେଳା ଦେଖି ଫେରିବା ବେଳେ ତିନି ବନ୍ଧୁଙ୍କ ମୃତ୍ୟୁ

କୁଆଁରମୁଣ୍ଡା(ମହେନ୍ଦ୍ର କୁମାର ସାହୁ)/କରଞ୍ଜିଆ,୨।୩: ସୁନ୍ଦରଗଡ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଚୁଙ୍ଗିଗେଟ ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ଶନିବାର ଅଜଣା ଗାଡ଼ି ଧକ୍କାରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଜଲଙ୍ଗବିରା ଗ୍ରାମ ଘାସିଟୋଲାର...

ଜେଲ୍‌ ଫେରନ୍ତା ବଳାତ୍କାର ଅଭିଯୁକ୍ତଙ୍କୁ ତୀରମାଡ଼ କରି ହତ୍ୟା

କୁଆଁରମୁଣ୍ଡା,୨ା୩(ମହେନ୍ଦ୍ର କୁମାର ସାହୁ): ଜଣେ କାମାନ୍ଧ ଯୁବକଙ୍କୁ ଜେଲ ଦଣ୍ଡ ପରେ ମଧ୍ୟ ତାଙ୍କର ଚରିତ୍ରରେ କୌଣସି ଫରକ ନ ପଡ଼ିବା ଯୋଗୁ ତାଙ୍କୁ ତୀର ବିନ୍ଧି ହତ୍ୟା କରାଯିବା ଭଳି ନିନ୍ଦନୀୟ ଘଟଣା ଘଟିଛି ବୀରମିତ୍ରପୁର ଥାନା ଅଞ୍ଚଳରେ।...

ଅନ୍ଧବିଶ୍ୱାସ: ମହିଳାଙ୍କୁ ଗୁଣିଆଙ୍କ ଚାବୁକ ପ୍ରହାର

ସୁନ୍ଦରଗଡ଼/ବଡ଼ଗାଁ,୧ା୩(ଜୟନାରାୟଣ ମେଣ୍ଡୁଳୀ/ଅଶୋକ ଷଡ଼ଙ୍ଗୀ): ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ମହିଳାଙ୍କୁ ୨ ଜଣ ଗୁଣିଆ ଚାବୁକରେ ନିସ୍ତୁକ ପିଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ୍‌ ଲିଟିପଡ଼ାରେ। ଘଟଣା ପରେ ଚାପା ଉତ୍ତେଜନା ଦେଖାଦେଇଛି।...

ଅଫିମ ଫସଲ ନଷ୍ଟ କଲେ ସୁରକ୍ଷାକର୍ମୀ

ରାଉରକେଲା,୨୭ା୨(ସଙ୍ଗୀତା ଜେନା): ଝାଡଖଣ୍ଡ ଓ ଓଡ଼ିଶା ସୀମାନ୍ତରେ ମାଓବାଦୀ ସମସ୍ୟା ବ୍ୟତୀତ ନିଶା କାରବାର ବୃଦ୍ଧି ହେବାରେ ଲାଗିଛି। ଅଫିମ ଓ ଅନ୍ୟ ନିଶାଚାଲାଣ ପାଇଁ ଏହାକୁ ଅଧିକ ପରିମାଣରେ ଚାଷ ମଧ୍ୟ କରାଯାଉଛି। ବଣପାହାଡ ଘେରା ସୀମାନ୍ତ ଅଞ୍ଚଳରେ...

କାମ କରିବା ବେଳେ ଧସିଲା ମାଟି ଅତଡ଼ା, ଚାପି ହୋଇଗଲେ ୩ ଶ୍ରମିକ

ବଣାଇଁ,୨୫ା୨(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଖଣି ନିଗମ କୁର୍ମିତାର ଲୌହ ଖଣିରେ ଖଣି ଖନନ ପାଇଁ ନୂଆ ଠିକା ପାଇଥିବା କମ୍ପାନୀ ଏବେ ଖଣି ଖନନ ପରେ ଉତ୍ତୋଳିତ ଲୁହାପଥରକୁ କନଭେୟର ବେଲ୍ଟ ସାହାଯ୍ୟରେ ରପ୍ତାନୀ ପାଇଁ କାମ ଚଳାଇଛି। ଏହି...

ଜଙ୍ଗଲରେ ମୟୂର ଶିକାର: ଜଣଙ୍କୁ ମାଡ଼ିବସିଲା ବନବିଭାଗ

ବଣାଇଁ,୨୪ା୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡ ଅନ୍ତର୍ଗତ ତାମଡା ରେଞ୍ଜର ରୁଷିମଠ ସଂରକ୍ଷିତ ଜଙ୍ଗଲରେ ସୋମବାର ମୟୂର ଶିକାର କରୁଥିବା ସମ୍ପର୍କରେ ଖବର ପାଇ ବନ ବିଭାଗ ଚଢାଉ କରିଥିଲା। ତାମଡା ରେଞ୍ଜ କଣ୍ଟାପାଲି ବିଟର କର୍ମଚାରୀଙ୍କ ସମେତ ବନ ବିଭାଗ...

ଜାମିନ୍‌ରେ ଆସିଥିବା ପୁଅ ହତ୍ୟାକାରୀଙ୍କୁ ମରଣାନ୍ତକ ଆକ୍ରମଣ: ମା’ବାପା, ଝିଅ ଗିରଫ

ରାଉରକେଲା,୨୨ା୨(ସଙ୍ଗୀତା ଜେନା) ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଟିମ୍ବରକଲୋନୀର ଜଣେ ଯୁବକ ଶମ୍ଭୁନାଥ ଘଡେଇ(୨୭)ଙ୍କୁ ତାଙ୍କ ସାଙ୍ଗମାନେ କୋରାପୁଟ ବୁଲାଇନେଇ ହତ୍ୟା କରିଥିବା ୨୦୨୩ ନଭେମ୍ବର ମାସରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ମୃତକଙ୍କ ୩ ସାଙ୍ଗ ଗିରଫ ହୋଇ...

ଠିକାଦାରଙ୍କୁ ଗୁଳିମାଡ଼

ରାଉରକେଲା,୨୨।୨(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା ସେକ୍ଟର-୩ ଥାନା ଅଧୀନ ସେକ୍ଟର-୪ ପୋଷ୍ଟ ଅଫିସ ନିକଟରେ ଶନିବାର ଜଣେ ଠିକାଦାରଙ୍କୁ ଗୁଳିମାଡ଼ ହୋଇଛି। ସେ ହେଲେ ବିଜୟ ଲାକ୍ରା। ବିଜୟଙ୍କ ବେକରେ ଗୁଳି ବାଜିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଇସ୍ପାତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image