ସୁନ୍ଦରଗଡ଼

ହକି ବିଶ୍ୱକପ୍‌: ୩ କ୍ୱାଟର ସୁଦ୍ଧା ଭାରତ ଆଗୁଆ

ରାଉରକେଲା,୨୬।୧(ଡି.ଏନ୍‌.ଏ.): ରାଉରକେଲା ବିର୍ଶାମୁଣ୍ଡା ଷ୍ଟାଡିୟମ୍‌ରେ ଗୁରୁବାର ହକି ବିଶ୍ୱକପ୍‌ର ୪ଟି ମ୍ୟାଚ୍‌ ଖେଳାଯାଇଛି। ପ୍ରଥମ ମ୍ୟାଚ୍‌ ୧୧ଟା ୩୦ରେ ଦକ୍ଷିଣ ଆଫ୍ରିକା ଓ ମାଲେସିଆ ମଧ୍ୟରେ ଖେଳାଯାଇଥିଲା। ଏଥିରେ ଦକ୍ଷିଣ ଆଫ୍ରିକା ୬.୩ ଗୋଲ୍‌ରେ ବିଜୟ ହାସଲ କରିଛି। ତେବେ...

ମନ ମୋହିଲା ଲୋକନୃତ୍ୟ

ରାଉରକେଲା ଅଫିସ, ୨୪।୧: ହକି ବିଶ୍ୱକପ୍‌କୁ ଅବସରରେ ରାଉରକେଲା ସେକ୍ଟର-୫ ଭଞ୍ଜଭବନ ସ୍ଥିତ ପ୍ରଦର୍ଶନୀ ପଡିଆରେ ଚାଲିଥିବା ସରସ ମେଳାର ମଙ୍ଗଳବାର ଦଶମ ଦିବସ ଥିଲା। ସରସ ମେଳାରେ ଖାଦ୍ୟ, ବସ୍ତ୍ର ଓ ଗୃହାଦି ଉପକରଣ ସାମଗ୍ରୀର ପସରା ଜମୁଛି।...

ଯୁବକଙ୍କୁ ଦଳିଦେଲା ହାତୀ

ହେମଗିର,୨୩।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ସୀମାନ୍ତ ଛତିଶଗଡ଼ର ଚକ୍ରଧରପୁର ଏକ ଅଘଟଣ ଘଟିଛି। ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବବାହାଲ ଗ୍ରାମର ଦୁଖିରାମ ଚୌହାନ(୩୨)। ଜଙ୍ଗଲକୁ ଯାଉଥିବା ବେଳେ ସେ ହାତୀ ହାବୁଡରେ ପଡିଯାଇଥିଲେ। ହାତୀ...

ସରସ ମେଳା: ଗ୍ରାହକଙ୍କୁ ଆକୃଷ୍ଟ କରୁଛି ମାଟି ଉପକରଣ

ରାଉରକେଲା ଅଫିସ,୨୨।୧: ହକି ବିଶ୍ୱକପ୍‌ ଅବସରରେ ରାଉରକେଲା ସେକ୍ଟର-୫ ସ୍ଥିତ ଭଞ୍ଜ ଭବନ ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ସରସ ମେଳା। ମେଳାରେ ସମୁଦାୟ ୨୫୦ଟି ଷ୍ଟଲ ପ୍ରଦର୍ଶିତ ହେଉଛି। ହେଲେ ମେଳାରେ ଗ୍ରାହକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି ମସଲା ଓ...

ହକି ସୁନ୍ଦରଗଡ଼ର ସ୍ପନ୍ଦନ

ସମୃଦ୍ଧ ଜନଜାତି ପରମ୍ପରା, ନୈସର୍ଗିକ ପ୍ରାକୃତିକ ସୌନ୍ଦଯର୍‌ୟ, ଖଣିଜ ସମ୍ପଦରେ ରତ୍ନଗର୍ଭା, ଆଦିମାନବଙ୍କ ଐତିହ୍ୟର ସ୍ବାକ୍ଷର ବହନ କରୁଥିବା ଓଡ଼ିଶାର ଉପାନ୍ତରେ ଅବସ୍ଥିତ ସୁନ୍ଦରଗଡ଼ ଜିଲା। ଜନଜାତିଙ୍କ ଜିଲା ଭାବେ ସ୍ବୀକୃତ ସୁନ୍ଦରଗଡ଼ ସମ୍ପ୍ରତି ବିଶ୍ୱ କ୍ରୀଡା ମାନଚିତ୍ରରେ ଏକ...

ପିଏଲ୍‌ଏଫ୍‌ଆଇର ପୋଡ଼ାଜଳା

ସୁନ୍ଦରଗଡ଼/ନୂଆଗାଁ,୧୯।୧(ଡି.ଏନ୍‌.ଏ.): କିଛିମାସ ବନ୍ଦ ରହିବା ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ପୁଣି ପିଏଲ୍‌ଏଫ୍‌ଆଇ (ପିପୁଲ ଲିବରେଶନ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ) ସଙ୍ଗଠନର କାର୍ଯ୍ୟକଳାପ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନାଠାରୁ ୧୦ କିଲୋମିଟର ଦୂର ଝାଡ଼ଖଣ୍ଡ ରାଜ୍ୟ...

ହକି ବିଶ୍ୱକପ ଟ୍ରଫି ଗାଡ଼ିରୁ ବିଜେଡି ନେତାଙ୍କୁ ଓହ୍ଲାଇ ଦେଲେ ଅଧିକାରୀ

ସୁନ୍ଦରଗଡ଼ ଅଫିସ, ୧୭।୧: ହକି ବିଶ୍ୱକପ ଟ୍ରଫି ପରିକ୍ରମା ବେଳେ ବିଜେଡି ନେତା ଓ କର୍ମୀଙ୍କୁ ଦୁର୍ବ୍ୟବହାର ହୋଇଛି। ଏପରିକି ଗାଡ଼ିରୁ ଓହ୍ଲାଇ ଦିଆଯାଇଛି। ସୁନ୍ଦରଗଡ଼ ପିଡିଡିଆର୍ଡିଏଙ୍କ ବିରୋଧରେ ଏପରି ଅଭିଯୋଗ ଆସିଛି। ସେ ସୁନ୍ଦରଗଡ଼ ପୂର୍ବତନ ବିଧାୟକ ଯୋଗେଶ...

ରାଜ୍ୟ ରାଜପଥରେ ଲଗାଗଲା ଚେକ୍‌ପୋଷ୍ଟ

କୁତ୍ରା,୧୬।୧(ଡି.ଏନ.ଏ): ସୁନ୍ଦରଗଡ ଜିଲା କୁତ୍ରାରେ ଟ୍ରାଫିକ ବ୍ୟବସ୍ଥାକୁ ନେଇ ଖବର ପ୍ରକାଶ ହେବା ପରେ କୁତ୍ରା ପୋଲିସର ନିଦ ଭାଙ୍ଗିଲା। ୧୦ ନମ୍ବର ରାଜ୍ୟ ରାଜପଥ ଉପରେ ନିୟମିତ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଥିଲା। ପୋଲିସ...

ଶଯ୍ୟା ଅଭାବ, ଚଟାଣରେ ରୋଗୀ ଚିକିତ୍ସା

ରାଉରକେଲା ଅଫିସ,୧୬।୧: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ରୋଗୀ ଆସି ଚିକିତ୍ସିତ ହେଉଛନ୍ତି। ଏହା ସହରର ପ୍ରମୁଖ ଡାକ୍ତରଖାନା ହୋଇଥିବାବେଳେ ପଶ୍ଚିମ ଓଡିଶା ସମେତ ପଡୋଶୀ ୩ଟି ରାଜ୍ୟର ରୋଗୀ ନିର୍ଭର କରିଥାନ୍ତି। ଡାକ୍ତରଖାନାରେ...

ନିଆଁରେ ପୋଡ଼ି ଚାଲିଗଲା ଜୀବନ

ରାଉରକେଲା ଅଫିସ,୧୫।୧: ଲହୁଣୀପଡା ଥାନା ଅନ୍ତର୍ଗତ ଘୁଷୁରୀପୋଷ ଗ୍ରାମରେ ନିଆଁରେ ପୋଡି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତା ନାବାଳିକା ଜଣଙ୍କ ହେଲେ ଲକ୍ଷ୍ମୀ ମୁଣ୍ଡା(୫)। ରଘୁନାଥପାଲି ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୩।୨୩) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ...

ବିଦେଶୀ ଖେଳାଳି ଖାଇବେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ

ରାଉରକେଲା,୧୩।୧(ଡି.ଏନ୍‌.ଏ.): ହକି ବିଶ୍ୱକପ୍‌ ପାଇଁ ଅନେକ ବିଦେଶୀ ଖେଳାଳି ଓଡ଼ିଶା ଆସିଛନ୍ତି। ଏ ନେଇ ରାଉରକେଲା ବିର୍ସାମୁଣ୍ଡା ଓ କଳିଙ୍ଗ ଷ୍ଟାଡିୟମରେ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ତେବେ ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟକୁ ସେମାନଙ୍କୁ ଉପହାର ସ୍ବରୂପ...

ଭାରତୀୟ ହକି ଦଳର ଶୁଭକାମନା କଲେ ଅମିତ୍‌ ରୋହିଦାସଙ୍କ ମାଆ

ସୁନ୍ଦରଗଡ଼,୧୩।୧(ଡି.ଏନ୍‌.ଏ.):ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ସଉନାମରା ମାଟିର ପୁଅ ଅମିତ୍‌ ରୋହିଦାସ। ୨୦୨୩ ପୁରୁଷ ହକି ବିଶ୍ବକପ୍‌ର ଭାରତୀୟ ହକି ଦଳର ସେ ଉପଅଧିନାୟକ। ରାଉରକେଲାଠାରେ ଆରମ୍ଭ ହେଉଥିବା ଏହି ହକି ବିଶ୍ବକପ୍‌ ନେଇ ସମସ୍ତଙ୍କ ମଧ୍ୟରେ ଭରି ରହିଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri