କୁଲର ମରାମତି ବେଳେ କରେଣ୍ଟ ଲାଗି ଚାଲିଗଲା ଜୀବନ
ରାଉରକେଲା ଅଫିସ,୧୪।୪: ବ୍ରାହ୍ମଣୀତରଙ୍ଗ ଥାନା ଅଧୀନ ବୁଚାହଣ୍ଡା ଗ୍ରାମରେ ବିଦ୍ୟୁତ୍ କରେଣ୍ଟ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅମ୍ରିତ ଇକା(୨୩)। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୨୭।୨୩) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ...
ରାଉରକେଲା ଅଫିସ,୧୪।୪: ବ୍ରାହ୍ମଣୀତରଙ୍ଗ ଥାନା ଅଧୀନ ବୁଚାହଣ୍ଡା ଗ୍ରାମରେ ବିଦ୍ୟୁତ୍ କରେଣ୍ଟ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅମ୍ରିତ ଇକା(୨୩)। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୨୭।୨୩) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ...
ରାଉରକେଲା ଅଫିସ,୧୪।୪: ରାଉରକେଲା ସହରକୁ ବିଦ୍ୟୁତ୍ ଯୋଗାଣକୁ ସୁଗମ କରିବା ପାଇଁ ବିଭିନ୍ନ ସ୍ଥାନରେ ଟ୍ରାନ୍ସଫର୍ମର ଲାଗିଛି। କିନ୍ତୁ ଏହି ଟ୍ରାନ୍ସଫର୍ମର ଗୁଡିକ ମୁକୁଳା ପଡିଥିବାରୁ ବିପଦ ଆଶଙ୍କା ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ରାଉରକେଲାର ପିସିଆଇ ଛକ ନିକଟବର୍ତ୍ତୀ...
ସୁନ୍ଦରଗଡ,୧୩।୪(ଡି.ଏନ.ଏ.): ଛେଳି ବେପାରୀଙ୍କୁ ଗୁଳିକରି ହତ୍ୟା କରିବା ପରେ ଲୁଟିନେଲେ ୯ ଲକ୍ଷ ଟଙ୍କା। ଏମସିଏଲ ରାସ୍ତାର ଲେଫ୍ରିପଡା ଥାନା ଅନ୍ତର୍ଗତ ଛଟେନପାଲି ତାରିଣୀ ମନ୍ଦିର ନିକଟରେ ଗୁରୁବାର ସକାଳେ ଏହି ଘଟଣା ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ, ସୁନ୍ଦରଗଡ ଭଷ୍ମା...
ରାଉରକେଲା ଅଫିସ,୧୧।୪: ଆର୍ଏସ୍ପି ପ୍ରମୁଖ ଉତ୍ପାଦନ କ୍ଷେତ୍ରରେ ବିବିଧ ରେକର୍ଡ ସହ ୨୦୨୨-୨୩ ଆର୍ଥତ୍କ ବର୍ଷ ଶେଷ ହୋଇଛି। ଗତ ଆର୍ଥତ୍କ ବର୍ଷରେ ଇସ୍ପାତ କାରଖାନାର ଇତିହାସରେ ପ୍ରଥମ ଥର ପାଇଁ ୪ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ...
ସୁନ୍ଦରଗଡ଼/ହେମଗିରି,୧୧।୪(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ମହାନଦୀ କୋଇଲା ଖଣି ଲିମିଟେଡ଼(ଏମସିଏଲ)ର ଗର୍ଜନବାହାଲ କୋଇଲା ଖଣିରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ କର୍ମଚାରୀ ଆହତ ହୋଇଛନ୍ତି। ଖଣି...
ଟେନସା,୧୦।୪(ଡି. ଏନ. ଏ.): ସୁନ୍ଦରଗଡ଼ ଜିଲା କୋଇଡା ବନାଞ୍ଚଳର କୁଶୁମୁଣ୍ଡି ଜଙ୍ଗଲରେ ଏକ ହାତୀ ଛୁଆର ମୃତଦେହ ପଡିରହିଛି। ମୃତ ହାତୀ ଛୁଆର ବୟସ ତିନିରୁ ଚାରି ବର୍ଷ ବୋଲି ଜଣାପଡିଛି। ଘଟଣାସ୍ଥଳରେ ମା’ ହାତୀ ଜଗି ରହିଥିବା...
ବଡ଼ଗାଁ, ୧୦।୪(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲାକୁ ଗସ୍ତରେ ଆସିଥିବା ଜାତୀୟ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକ ରାଉରକେଲାରେ ଶନିବାର ଆୟୋଜିତ ଆଦିବାସୀ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲାବେଳେ ରବିବାର ବଡ଼ଗାଁ ବ୍ଲକର ଭୋଇପାଲି ଗ୍ରାମକୁ ଆସି ଲୋକଙ୍କ ସମସ୍ୟା ଓ...
ରାଉରକେଲା ଅଫିସ,୧୦।୪: ରାଉରକେଲା ସରକାରୀ ହସ୍ପିଟାଲ(ଆର୍ଜିଏଚ୍)ରେ ୨ବର୍ଷ ହେଲା ଅଲଟ୍ରାସାଉଣ୍ଡ ମେଶିନ ଅଚଳ ହୋଇପଡିଛି। ଫଳରେ ଏହି ହସ୍ପିଟାଲ ଉପରେ ନିର୍ଭର କରୁଥିବା ସୁନ୍ଦରଗଡ ସମେତ ପଡୋଶୀ ଜିଲା ଓ ସୀମାନ୍ତ ଝାଡ଼ଖଣ୍ଡର ହଜାର ହଜାର ଗରିବ ରୋଗୀ ଖର୍ଚ୍ଚାନ୍ତ...
କୁତ୍ରା, ୮।୪(ଡି.ଏନ.ଏ.); ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ଖତକୁରବାହାଲସ୍ଥିତ ଜେଏସ୍ଡବ୍ଲ୍ୟୁ ଚୂନ ପଥର ଖଣିକୁ ନେଇ ଦୁଇଦିନ ହେଲାଣି ଖତକୁରବାହାଲ ଅଶାନ୍ତ ହୋଇପଡିଛି। ଗୁରୁବାର ଖଣି ପରିସରରେ ମାଲ ଲୋଡିଙ୍ଗକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା।...
ସୁନ୍ଦରଗଡ଼,୭।୪(ଡି.ଏନ.ଏ.): ପରିବେଶ ଅନୁକୂଳ କୃଷି ଏବଂ ରାସାୟନିକ ସାର ମୁକ୍ତ ଖାଦ୍ୟଶସ୍ୟ ଉତ୍ପାଦନ ହେଉଛି ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା। ତେଣୁ ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ନାଚୁରାଲ ଫାର୍ମିଂ ବା...
ରାଉରକେଲା ଅଫିସ,୫ା୪: ବର୍ତ୍ତମାନ ଓଡ଼ିଶାରେ ଆମ୍ବ କଞ୍ଚାାଳିଆ ଅବସ୍ଥାରେ ରହିଛି। ଆମ୍ବ ସମ୍ପୂର୍ଣ୍ଣ ପାକଳ ହୋଇନାହିଁ। ମାତ୍ର ରାଉରକେଲା ସହରରେ ବିଭିନ୍ନ ପ୍ରକାରର ଫଳ ସହ ପାଚିଲା ଆମ୍ବ ବିକ୍ରି ହେଲାଣି। ଏବେ ରାଉରକେଲା ବଜାରରେ ମିଳୁଥିବା ସିନ୍ଦୁରୀ, ଲଗଡା...
ରାଉରକେଲା ଅଫିସ,୫ା୪: ସ୍ମାର୍ଟସିଟି ରାଉରକେଲାରେ ଏପ୍ରିଲ ମାସ ଆରମ୍ଭରୁ ପ୍ରବଳ ଖରା ହେଲାଣି। ସକାଳ ୯ଟା ହୋଇଗଲେ ଖରାର ପ୍ରକୋପ ଅନୁଭୂତ ହେଉଛି। ଲୋକେ ବିନା କାମରେ ଘରୁ ବାହାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ରାଉରକେଲା ଯୁଗ୍ମ ଶ୍ରମ...