ସୁନ୍ଦରଗଡ଼

ଏନ୍‌କାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର

ରାଉରକେଲା, ୧୪।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅନ୍ତର୍ଗତ ବିଶ୍ରା ମଣ୍ଡପ ନିକଟରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଅପରାଧୀ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଗୁରୁବାର ଭୋର ସମୟରେ ଏହି ଘଟଣା ଘଟିଛି। ତେବେ...

ଛାତ୍ରୀଙ୍କୁ ବଳାତ୍କାର କଲେ ଶିକ୍ଷକ

ରାଉରକେଲା ଅଫିସ୍‌, ୧୨।୧୦: ଜଲଦା ଫାଣ୍ଡି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ଏ ନେଇ ପୀଡିତାଙ୍କ ପରିବାର ଲୋକେ ଜଲଦା ଫାଣ୍ଡିରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗାଁରେ ପର୍ବ ଥିବାରୁ ନାବାଳିକା ଜଣଙ୍କ...

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

ସୁନ୍ଦରଗଡ,୧୧।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ ଡିଏଫ୍‌ଓ ଅଫିସର କନିଷ୍ଠ କିରାଣୀ ଶ୍ରୀକାନ୍ତ ହୋତା ସୋମବାର ଜଣେ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ବିରେଧରେ ଦୁର୍ନୀତି ନିବାରଣ ଆଇନ...

ଡକାୟତି ଯୋଜନା ପଣ୍ଡ: ତିନି ଗିରଫ

ରାଉରକେଲା ଅଫିସ୍‌,୧୧।୧୦: ରାଉରକେଲା ସିଭିଲ ଟାଉନସିପରେ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ ହୋଇଛି । ରଘୁନାଥପାଲୀ ପୋଲିସ ଏକ ୧୦ ଜଣିଆ ଡକାୟତି ଗ୍ୟାଙ୍ଗର ତିନି ଜଣକୁ ଗିରଫ କରିଛି । ସେମାନେ ହେଲେ ବଣ୍ଟି ଓରଫ ବଶିଷ୍ଟ...

ମହୁମାଛି ଆକ୍ରମଣରେ ବାପ ଝିଅଙ୍କ ଜୀବନଗଲା

ରାଉରକେଲା,୧୧।୧୦(ଡି.ଏନ୍‌.ଏ.): ମହୁମାଛି ଆକ୍ରମଣରେ ବାପା ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ କାଂଶବାହାଲ ନିକଟ ପାନପୋଷ ଗଉତିଆପଡ଼ା ଗାଁର। ସୂଚନାଯୋଗ୍ୟ, ଗତକାଲି ବାପ ଝିଅ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲା। ସେମାନଙ୍କୁ ଗୁରୁତର...

ଗ୍ୟାସ ସିଲିଣ୍ଡର ଲିକ୍‌ : ଜଳିଲା ହୋଟେଲ

ରାଉରକେଲା,୧୧।୧୦(ଡି.ଏନ୍‌.ଏ.): ରାଉରକେଲା ରେଲୱେ ଷ୍ଟେଶନ ସମ୍ମୁଖରେ ଥିବା ଏକ ହୋଟେଲରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟଛି। ଏଥିରେ ହୋଟେଲରେ ଥିବା ଆସବାବପତ୍ର ଜଳି ଯାଇଛି। ତେବେ କ୍ଷୟକ୍ଷତି ଆକଳନ କରାଯାଇ ନାହିଁ। ଗ୍ୟାସ ସିଲିଣ୍ଡର ଲିକ୍‌ ଯୋଗୁ ଏହି ଅଗ୍ନିକାଣ୍ଡ...

ବାପାଙ୍କୁ ଆଜୀବନ କାରାଦଣ୍ଡାଦେଶ

ସୁନ୍ଦରଗଡ଼,୯।୧୦(ଡି.ଏନ୍‌.ଏ.): ନାବାଳିକା ସାବତ ଝିଅକୁ ୪ବର୍ଷ ଧରି ବଳାତ୍କାର କରିବା ମାମଲାରେ ଅଭିଯୁକ୍ତ ସାବତ ବାପାଙ୍କୁ ସୁନ୍ଦରଗଡ଼ ପକ୍‌ସୋ ଅଦାଲତ ଶୁକ୍ରବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାଉରକେଲାରେ ୨୦୧୩ ଅଗଷ୍ଟ ୬ରେ ହୋଇଥିବା ଏହି ମାମଲାର ବିଚାରକରି ସୁନ୍ଦରଗଡ଼...

ପୁଅକୁ ନିର୍ଦ୍ଦୋଷ କହିଲେ ବାପା

ରାଉରକେଲା ଅଫିସ, ୭।୧୦: ସମୁଦ୍ର ଭିତରେ କ୍ରୁଜ ଜାହାଜରେ ଚାଲିଥିବା ଡ୍ରଗ୍ସ ପାର୍ଟି ମାମଲାରେ ରାଉରକେଲାର ୨ଯୁବକଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଗିରଫ କରିଛି। ସେମାନେ ହେଲେ ସିଭିଲଟାଉନଶିପ କ୍ୱାର୍ଟର୍ସ ନଂ. ପି ୨୧ରେ ବାସ କରୁଥିବା ଅଭିନ...

ସୁଧାର ଗୃହରୁ ଚମ୍ପଟ ମାରିଲେ

ରାଉରକେଲା ଅଫିସ,୬।୧୦: ରାଉରକେଲା ବାଳ ସୁଧାର ଗୃହରୁ ୩ ଜଣ ନାବାଳକ ଫେରାର ହୋଇଯାଇଛନ୍ତି। ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ହେବ ଛେଣ୍ଡ ଟିସ୍କୋ ସ୍ଥିତ ବାଳ ସୁଧାର ଗୃହରେ ଏହି ୩ ଜଣ ନାବାଳକ ଥିଲେ। ସୋମବାର ବିଳମ୍ବିତ...

ଟ୍ରେନରେ ଯୁବତୀଙ୍କୁ ପିଟିବା ଘଟଣାର ତଦନ୍ତ ଆରମ୍ଭ

ରାଉରକେଲା ଅଫିସ, ୩।୧୦: ଗୀତାଞ୍ଜଳି ଏକ୍ସପ୍ରେସରେ ଯାଉଥିବା ବେଳେ ଜଣେ ମହିଳା ଇଞ୍ଜିନିୟରଙ୍କୁ ମାଡ଼ ଘଟଣାରେ ରାଉରକେଲା ଜିଆର୍‌ପିର ୫ଜଣିଆ ସ୍ବତନ୍ତ୍ର ଟିମ୍‌ ରବିବାର ଟାଟା ଗସ୍ତ କରିଛନ୍ତି। ଏହି ଟିମ୍‌ ଟାଟା ରେଲୱେ କଲୋନୀରେ ରହୁଥିବା ଆର୍‌ପିଏଫ୍‌ କନଷ୍ଟେବଳ...

ବନ୍ଦ ଘରୁ ମିଳିଲା ଯୁବକଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ରାଉରକେଲା ଅଫିସ,୨।୧୦: ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ରେଲୱେ କ୍ୱାଟର୍ସରେ ବନ୍ଦ ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରିଛି। ମୃତକ ହେଲେ ଯଶୋବନ୍ତ ବେହେରା(୩୫)। ସେ ବନ୍ଧମୁଣ୍ଡା ଡିଜେଲ କଲୋନୀ କ୍ୱାର୍ଟର୍ସ ନଂ ଡିଏଲ-୮/୨ରେ ରହୁଥିବା ବେଳେ...

ଯୁବତୀଙ୍କୁ ପିଟିଲେ ଆର୍‌ପିଏଫ୍‌ କନଷ୍ଟେବଳ

ରାଉରକେଲା ଅଫିସ,୨ା୧୦: ରାଉରକେଲା ପାନପୋଷ ରେଲଓ୍ବେ ଷ୍ଟେଶନରେ ଜଣେ ଯୁବତୀଙ୍କୁ ଆର୍‌ପିଏଫ୍‌ କନଷ୍ଟେବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କନଷ୍ଟେବଳଙ୍କ ମାଡ଼ରେ ଯୁବତୀ ଜଣଙ୍କ ଲହୁଲୁହାଣ ହୋଇ ଆର୍‌ଜିଏଚ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏ ନେଇ ରାଉରକେଲା ଜିଆର୍‌ପି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri