ସୁନ୍ଦରଗଡ଼

ବୁଲା କୁକୁରଙ୍କ ପାଇଁ ଦରଦ

ରାଉରକେଲା ଅଫିସ,୧୧ା୪: ପେଶାରେ ସେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ହେଲେ ମନରେ ତାଙ୍କର ଜୀବେ ଦୟା ନୀତି ଭରି ରହିଛି। କରୋନା ପାଇଁ ଲକ୍‌ ଡାଉନ୍‌ ଚାଲିଥିବା ବେଳେ ରାଉରକେଲା ସହରର ବୁଲା ପଶୁପକ୍ଷୀଙ୍କ ଅବସ୍ଥା ସଂଗୀନ ହୋଇ...

ରାଉରକେଲାରେ ନିୟମ ମାନୁ ନାହାନ୍ତି ବାଇକ୍‌ ଚାଳକ

ରାଉରକେଲା ଅଫିସ,୧୧ା ୪-ରାଉରକେଲାରେ ଅମାନିଆ ବାଇକ ଚାଳକ ବାଟକୁ ଆସୁ ନାହାନ୍ତି। ଘର ପାଖରେ ସମସ୍ତ ସୁବିଧା ସତ୍ତ୍ୱେ ରାସ୍ତାରେ ମାଳ ମାଳ ବାଇକ୍‌ ବୁଲୁଛି। ଇସ୍ପାତ ସହରର ଶିକ୍ଷିତ ଯୁବ ବର୍ଗଙ୍କ ମତି ଗତିରେ ଆଜି ପର୍ଯ୍ୟନ୍ତ ପରିବର୍ତ୍ତନ...

ସଙ୍ଗରୋଧ କେନ୍ଦ୍ରରେ ସନ୍ଦିଗ୍ଧ ଯୁବକଙ୍କ ଆତ୍ମହତ୍ୟା

ସୁନ୍ଦରଗଡ, ୮ା୪(ଡି.ଏନ୍‌.ଏ.): ସୁନ୍ଦରଗଡ ଜିଲା ଗୁରୁଣ୍ଡିଆ ବ୍ଲକର ଏକ ସଙ୍ଗରୋଧ କେନ୍ଦ୍ର ପରିସରରେ ଜଣେ କରୋନା ସନ୍ଦିଗ୍ଧ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ଗୁରୁଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ବଡଗାଁ ମାତାଲଗଡା ବସ୍ତିର ଆନନ୍ଦ କୁମାର ଲାକ୍ରା(୩୦)। ସମ୍ପୃକ୍ତ...

ସଙ୍ଗରୋଧ ଗୃହକୁ ଗଲେ ୧୦ ଟ୍ରକ୍‌ ଚାଳକ

କୁଆଁରମୁଣ୍ଡା,୮।୪ (ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥର ଯମୁନାନାକି ଛକରେ ୨ ଦିନ ଧରି ଅଟକି ରହିଥିବା ଟ୍ରକ୍‌ ଚାଳକମାନଙ୍କୁ ସଙ୍ଗରୋଧ ଗୃହକୁ ପଠା ଯାଇଛି। ସ୍ଥାନୀୟ ପଦ୍ମପୁର ପଞ୍ଚାୟତ ସରପଞ୍ଚ ବିଜୟଲକ୍ଷ୍ମୀ କାଲୋ...

ଲୋକଙ୍କୁ ମାସ୍କ ବାଣ୍ଟିଲା ବଡ଼ଗାଁ ଆଇଟିଆଇ

ବଡ଼ଗାଁ,୮।୪(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଆଇଟିଆଇ ପକ୍ଷରୁ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ କରିଯାଇଛି। ସେହିଭଳି ବଡ଼ଗାଁ ଡାକ୍ତରଖାନାରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ରନ୍ଧା ଖାଦ୍ୟ ଦେଉଛନ୍ତି। ଅନ୍ୟପକ୍ଷେ କର୍ମଚାରୀମାନେ...

ନିଜକୁ ଖବରଦାତା କହି ଠକୁଥିବା ବ୍ୟକ୍ତି ଗିରଫ

ବଡ଼ଗାଁ,୮।୪ (ଡି.ଏନ.ଏ.): ସୁନ୍ଦରଗଡ଼ ଜ଼ିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ବରଙ୍ଗକଛାର ଗାଁରେ ନିଜକୁ ଖବରଦାତା ବୋଲି ପରିଚୟ ଦେଇ ଲୋକଙ୍କୁ ଠକୁଥିବାବେଳେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ସେ ହେଲେ ସୁନ୍ଦରଗଡ଼ର ସୀତାରାମ ବେହେରା। ସେ ଚାକିରି କରାଇ ଦେବାକୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସୁନ୍ଦରଗଡ ଜିଲା କେନ୍ଦ୍ରସମବାୟ ବ୍ୟାଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ପ୍ରଦାନ

ସୁୁନ୍ଦରଗଡ, ୮ା୪ (ଡି.ଏନ୍‌.ଏ)- କରୋନା ମୁକାବିଲା ପାଇଁ ସୁନ୍ଦରଗଡ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବ୍ୟାଙ୍କର ସଭାପତି ଭବାନୀ ପ୍ରସାଦ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର...

ନିୟମ ଫାଙ୍କି ଠିକାଦାର ଗିରଫ

ନୂଆଗାଁ, ୬।୪ (ଡି.ଏନ.ଏ.) ଦେଶରେ ଲକ୍‌ ଡାଉନ ଯୋଗୁ କଟକଣା ଲାଗିଛି। ଏହି ସମୟରେ ନିର୍ମାଣ କାମ ମଧ୍ୟ ବନ୍ଦ ରହିଛି। ହେଲେ ସୁନ୍ଦରଗଡ଼ ଜିଲା ନୂଆଗାଁରେ ରବିବାର ରାତିରେ ଜଣେ ଠିକାଦାର ଏହି ନିୟମ ନ ମାନିବା ତାଙ୍କ...

ସଙ୍ଗରୋଧ କେନ୍ଦ୍ରରୁ ଲୁଚି ପଳାଇଲେ ଯୁବକ

ବଡଗାଁ, ୬।୪ (ଡି.ଏନ.ଏ.)-ସୁନ୍ଦରଗଡ ଜିଲା ବଡଗାଁ ବ୍ଲକ ଅନ୍ତର୍ଗତ ବରଙ୍ଗାକଛାର ଗ୍ରାମର ସ୍କୁଲରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରରୁ ରବିବାର ସନ୍ଧ୍ୟାରେ ଜଣେ ଯୁବକ ପାଚେରୀ ଡେଇଁ ପଳାଇଛନ୍ତି। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଜନପ୍ରତିନିଧିମାନେ ତାଙ୍କୁ ପୁଣି କେନ୍ଦ୍ରକୁ...

ସୁନ୍ଦରଗଡ଼ର ୭୧ ନମୁନାରୁ ୫୬ ନେଗେଟିଭ୍

ସୁନ୍ଦରଗଡ଼, ୫।୪(ଡି.ଏନ.ଏ.) କରୋନା ସଂକ୍ରମଣ କୁ ରୋକିବା ନିମନ୍ତେ ଜିଲା ପ୍ରଶାସନ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡାକଡି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲାରେ କେବଳ ସକାଳ ୬ ଟା ରୁ ଦିନ ୧୧ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ...

କରୋନା ମୁକାବିଲା ଅଭିଯାନରେ ସାମିଲ ହେଲେ ବିଧାୟିକା

ସୁନ୍ଦରଗଡ, ୨ା୪ (ଡି.ଏନ୍‌.ଏ) : କରୋନା ସଚେତନତା ଅଭିଯାନରେ ସାମିଲ ହୋଇଛନ୍ତି ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ। ସୁନ୍ଦରଗଡ ପୌରାଞ୍ଚଳ ଓ ସଦର ବ୍ଲକର ବିଭିନ୍ନ ଅଞ୍ଚଳକୁ ଯାଇ ସେ ଲୋକଙ୍କୁ ସଚେତନ କରୁଛନ୍ତି। ବିଧାୟିକା ସୁନ୍ଦରଗଡ ନାରୀ କଲ୍ୟାଣ...

ରାଉରକେଲା ହାଇଟେକ ମେଡିକାଲ କଲେଜ ହେବ କରୋନା ହସ୍ପିଟାଲ

କଟକ ଅଫିସ, ୧।୪: କୋଭିଡ-୧୯ ଭୂତାଣୁ ଏବେ ଷ୍ଟେଜ-୨ରେ ଥିବାବେଳେ କାଳେ ଗୋଷ୍ଠୀ ସଂକ୍ରମଣ ହେବ ଆଶଙ୍କା କରି ରାଜ୍ୟ ସରକାରଙ୍କ ତରଫରୁ ଗୋଟିଏ ପରେ ଗୋଟିଏ ସ୍ବତନ୍ତ୍ର କରୋନା ହସ୍ପିଟାଲ ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ (ପିପିପି) ମୋଡ୍‌ରେ କାର୍ଯ୍ୟକ୍ଷମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri