ଦୀପାବଳି

ସନ୍ଧ୍ୟା ୬ଟା ୧୫ରେ ‘ମୁହୂର୍ତ୍ତ ଟ୍ରେଡିଂ’, ୭ଟା ୧୫ରେ ହେବ ବନ୍ଦ…

ମୁମ୍ବାଇ,୪।୧୧: ଆଲୋକର ପର୍ବ ଦୀପାବଳି ଅବସରରେ ଗୁରୁବାର, ପ୍ରତିବର୍ଷ ଭଳି ପରମ୍ପରା ଅନୁସାରେ ଷ୍ଟକ ମାର୍କେଟରେ ଏକ ଭିନ୍ନ ବ୍ୟବସାୟ ହେବ। ପାରମ୍ପାରିକ ‘ମୁହୂର୍ତ୍ତ ଟ୍ରେଡିଂ’ ପାଇଁ ଷ୍ଟକ ଏକ୍ସଚେଞ୍ଜ ସନ୍ଧ୍ୟାରେ ଘଣ୍ଟାଏ ପାଇଁ ଖୋଲିବ। ସନ୍ଧ୍ୟା ୬ଟା ୧୫ରେ...

ବିଦେଶରେ ଥାଇ ବି ଦୀପାବଳିକୁ ଭୁଲିନାହାନ୍ତି ପ୍ରିୟଙ୍କା, ପ୍ରଶଂସକଙ୍କ ପାଇଁ ଲେଖିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସଙ୍କ ସହ ଲସ୍‌ଏଞ୍ଜେଲସରେ ରହୁଛନ୍ତି। କିନ୍ତୁ ଏହି ଅଭିନେତ୍ରୀ ଭାରତୀୟ ସଂସ୍କୃତିକୁ ଆଦୌ ଭୁଲିନାହାନ୍ତି। ଅନେକ ଥର ପ୍ରିୟଙ୍କା ପ୍ରମାଣ କରିଛନ୍ତି ଦେଖାଇଛନ୍ତି, ସେ ହୁଏତ ବିଦେଶରେ ରହୁଥାଇପାରନ୍ତି ମାତ୍ର...

ସବୁଜ ଦୀପାବଳି

ବୌଦିକ  କାଳରୁ ପାଳିତ ହେଉଥିବା ଦୀପାବଳି ଆମ ଭାରତୀୟ ସାଂସ୍କୃତିକ ପରମ୍ପରାର ଏକ ଅନନ୍ୟ ପର୍ବ। କାର୍ତ୍ତିକ ମାସରେ ଏହା ପଡ଼ୁଥିବାରୁ ଲୋକଙ୍କ ପ୍ରାତଃସ୍ନାନ ସାଙ୍ଗକୁ ସାତ୍ତ୍ୱିକ ଆହାର, ଠାକୁର ଦର୍ଶନ, ଭଜନ, କୀର୍ତ୍ତନ ଇତ୍ୟାଦି ଧାର୍ମିକ ଭାବନାକୁ ଆହୁରି...

ଦୀପ ଜଳାନ୍ତୁ

ବିଭିନ୍ନ ପର୍ବପର୍ବାଣି, ବିଶେଷ କରି ଦୀପାବଳି ପାଳନ ଅବସରରେ ଆମେ ବାଣ ଫୁଟାଇଥାଉ, ଯାହାକି ଅତ୍ୟନ୍ତ ବାୟୁ ପ୍ରଦୂଷଣକାରୀ ବୋଲି ପ୍ରମାଣିତ ହେବାରୁ ବିଗତ ବର୍ଷଠାରୁ ଏହା ବଦଳରେ ତଥାକଥିତ ସବୁଜବାଣ ବ୍ୟବହାର କରାଯାଉଛି। କୁହାଯାଉଛିି ଯେ, ଏହା ୩୦%...

ଆମେରିକାରେ ହେବ ଦୀପାବଳି ଛୁଟି…

ଓ୍ବାଶିଂଟନ,୪।୧୧: ଆଲୋକର ପର୍ବ ଦୀପାବଳି ଅବସରରେ ଏବେ ଆମେରିକାରେ ବି ଛୁଟି ହେବ। ନ୍ୟୁୟର୍କ ସାଂସଦ କାରୋଲିନ ବି ମାଲୋନିଙ୍କ ନେତୃତ୍ୱରେ ସଦସ୍ୟମାନେ କହିଛନ୍ତି ଯେ ଦୀପାବଳି ଅବସରରେ ସଂଘୀୟ ଅବକାଶ ଘୋଷଣା କରାଯାଉ। ଏନେଇ ପ୍ରତିନିଧି ସଭାରେ ଏକ...

ଦୀପାବଳିର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି, ପରିବେଶ ସୁରକ୍ଷା ପ୍ରତି ସଚେତନ ରହିବାକୁ ଦେଲେ ପରାମର୍ଶ…

ନୂଆଦିଲ୍ଲୀ,୪।୧୧: ଆଲୋକର ପର୍ବ ଦୀପାବଳି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଆଲୋକର ପର୍ବ ସୁଖ ଶାନ୍ତି ଏବଂ ସମୃଦ୍ଧି ଆଣୁ ବୋଲି ସେ କହିଛନ୍ତି। କଳୁଷିତ ଅନ୍ଧକାର ଦୂରେଇ ଯାଇ ସବୁଠାରେ ପବିତ୍ର ପ୍ରକାଶ...

ପ୍ରଥମେ ସୁରକ୍ଷା

ସୋସିଆଲ୍‌ ସାଇଟ୍‌ରେ ଅପ୍‌ଡେଟ୍‌ ରହି ଅଧିକ ଲୋକପ୍ରିୟତା ସାଉଁଟିବାର କ୍ରେଜ୍‌ ଯୁବପିଢ଼ିଙ୍କଠାରେ କେତେ ଅଧିକ ତାହା କେବଳ କହିବାବାହୁଲ୍ୟ। ଏଥିପାଇଁ ସେମାନେ ପ୍ରତିଟି ଅବସର ଅନୁସାରେ ଗେଟ୍‌ଅପ୍‌ ନେବା ସହ ବିଭିନ୍ନ ପୋଜ୍‌ରେ ଫଟୋ ଏବଂ ଭିଡିଓ ନେବାକୁ ପଛାଉନାହାନ୍ତି।...

ରାଜ୍ୟବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ଆଜି ଆଲୋକ ଏବଂ ଆନନ୍ଦର ପର୍ବ ଦୀପାବଳି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ଲେଖିଛନ୍ତି ଯେ, ପବିତ୍ର କାଳୀପୂଜା ଏବଂ ଦୀପାବଳି ଉପଲକ୍ଷେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ...

ଧନ ପ୍ରାପ୍ତି ପାଇଁ ଦୀପାବଳୀରେ ପର୍ସରେ ରଖନ୍ତୁ ଗୋମତୀ ଚକ୍ର…

ଧନ ପ୍ରାପ୍ତି ପାଇଁ ଗୋମତୀ ଚକ୍ରର ଉପଯୋଗ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏସମ୍ପର୍କରେ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମାତା ଲକ୍ଷ୍ମୀ ସମୁଦ୍ରରୁ ଜାତ ହୋଇଥିବାରୁ ଶଙ୍ଖ, ଗୋମତୀ ଚକ୍ର, କଉଡ଼ି ଆଦି ମାତାଙ୍କର ଅତିପ୍ରିୟ। ଦୀପାବଳି ଅମାବାସ୍ୟାରେ ଗୋମତୀ ଚକ୍ରକୁ ମାତା...

ଜାଣନ୍ତୁ ଦୀପାବଳିରେ କାହିଁକି କରାଯାଏ ମା’ ଲକ୍ଷ୍ମୀ ଏବଂ ଗଣେଶଙ୍କ ପୂଜା

କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ ଆନନ୍ଦ ଉଲ୍ଲାସର ପର୍ବ ଦୀପାବଳି। ଏହି ରାତିଟି ଅମା ଅନ୍ଧାକାର ହୋଇଥିଲେ ମଧ୍ୟ ଦୀପ ଆଲୋକରେ ସମଗ୍ର ଅଞ୍ଚଳ ହୋଇଥାଏ ଆଲୋକିତ। ପୌରାଣିକ କଥା ଅନୁସାରେ, ଦୀପାବଳିରେ ଧନ ସମ୍ପଦ...

ଦୀପାବଳିରେ ଫୁଟିବନି ବାଣ: ବଦଳରେ ଲୋକଙ୍କ ଅଜବ ଯୋଗାଡ଼, ଦେଖନ୍ତୁ ଭିଡିଓ

କରୋନା ମହାମାରୀ ଯୋଗୁ ଭାରତର କେତେକ ରାଜ୍ୟରେ ଦୀପାବଳିରେ ବାଣ ଫୁଟାଇବା ନିଷିଦ୍ଧ କରାଯାଇଛି। ଏଥିସହିତ ଏହାର ବିକ୍ରିବଟା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି। ରାଜସ୍ଥାନ, ଦିଲ୍ଲୀ, ଓଡ଼ିଶା, ସିକିମ୍‌, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ ବାଣ ପ୍ରତି କଟକଣା ଲାଗୁ...

କେବେ ଆରମ୍ଭ ହୋଇଥିଲା ଦୀପାବଳି

ଆଲୋକର ପର୍ବ ଦୀପାବଳି। ଦୀପାବଳି ଆସିଲେ ଘରେ ଘରେ ଖୁସିର ମାହୋଲ ଦେଖାଯାଇଥିବା ବେଳେ ଭିନ୍ନ ଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ତିଆରି କରାଯାଇଥାଏ। ଲୋକେ କିଛି ଦିନ ଆଗରୁ ଘର ସଫା କାର୍ଯ୍ୟ ସାରିଦେଇଥିବା ବେଳେ ଦୀପାବଳି ଦିନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri