ଦୁର୍ଗା ପୂଜା

ବର୍ଷାରେ ମା’ଙ୍କୁ ମେଲାଣି

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଭକ୍ତଙ୍କୁ ଦର୍ଶନ ଦେବା ସହ ମହିଷାସୁର ରୂପକ ପାପୀଙ୍କୁ ସଂହାର କରି ମେଲାଣି ନେଇଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ମା’ଙ୍କ ଆଶିଷ ନେଇ ଭକ୍ତମାନେ ଜଗତ୍‌ଜନନୀଙ୍କୁ ଭକ୍ତିପୂତ ବିଦାୟ ଦେଇଛନ୍ତି। କରୋନା ମହାମାରୀ ପାଇଁ ୨ବର୍ଷ ପରେ ଚଳିତବର୍ଷ...

ଦେବୀଗଡ଼ାରେ ମା’ଙ୍କୁ ମେଲାଣି

କଟକ ଅଫିସ,୭ା୧୦: ଶେଷ ହୋଇଛି ଦୁର୍ଗାପୂଜା। ଗୁରୁବାର ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ଚଳିତବର୍ଷ କଟକ ସହରର ୧୭୨ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଥିଲା। ୨ ବର୍ଷର କୋଭିଡ୍‌ କଟକଣା ପରେ ଏବର୍ଷ ପୁଣି ଭସାଣି ଉତ୍ସବ...

୧୪ ବର୍ଷରେ ତୁଳସୀନଗରପଡ଼ା ଦୁର୍ଗାପୂଜା

ବଲାଙ୍ଗୀର ଅଫିସ, ୩ା୧୦: ବଲାଙ୍ଗୀର ତୁଳସୀନଗରପଡା ସାର୍ବଜନୀନ ଦୁର୍ଗାପୂଜା ଚଳିତବର୍ଷ ୧୪ ବର୍ଷରେ ପଦାର୍ପଣ କରିଛି। ତୁଳସୀନଗର ଦୁର୍ଗାପୂଜା କମିଟି ପକ୍ଷରୁ ତିନିଦିନାତ୍ମକ ଦୁର୍ଗାପୂଜା ଆରମ୍ଭ ହୋଇଛି। ଶନିବାର କମିଟି ପକ୍ଷରୁ କଳସ ଶୋଭାଯାତ୍ରା କରାଯାଇଥିଲା। କମିଟି ପକ୍ଷରୁ ନାରାୟଣ...

ମନ ମୋହୁଛି ‘ଥାଇଲାଣ୍ଡ ବୁଦ୍ଧ ମନ୍ଦିର’ ତୋରଣ

ମୋରଡ଼ା,୩ା୧୦(ଡି.ଏନ୍‌.ଏ): ପାର୍ବଣ ଋତୁ ଆରମ୍ଭ ହୋଇସାରିଛି। ସାରା ରାଜ୍ୟରେ ଏବେ ଉତ୍ସବର ମାହୋଲ। ଏଥିରୁ ବାଦ ପଡ଼ି ନାହାନ୍ତି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ବିଭିନ୍ନ ପୂଜା କିମିଟି। କରୋନା ପାଇଁ ଦୁଇ ବର୍ଷ ଧରି ପୂଜା କଟକଣାରେ ପାଳନ...

ଦଶହରାରେ ଦହିପଖାଳ, ଶାଗଭଜା

ଭଦ୍ରକ ଅଫିସ,୩।୧୦: ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସବମୁଖର। କୋଭିଡ୍‌ ପାଇଁ ଦୁଇବର୍ଷ ଧରି ବନ୍ଦ ରହିବା ପରେ ଏଥର ପୂଜା ଧୁମ୍‌ଧାମ୍‌ରେ ପାଳନକୁ ନେଇ ସମସ୍ତେ ବେଶ୍‌ ଉତ୍ସାହ ଅଛନ୍ତି। ଭଦ୍ରକ ସହରର ସାଳନ୍ଦୀ ବାଇପାସ୍‌ଠାରେ ସାର୍ବଜନୀନ ଦୁର୍ଗାପୂଜା...

ପୂଜା ମଣ୍ଡପରେ ବିଜେ ହେଲେ ଦେବୀ

ହିଞ୍ଜିଳିକାଟୁ,୨ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସମେତ ବ୍ଲକର ସମରଝୋଳ ପୂଜା ମଣ୍ଡପରେ ରବିବାରଠାରୁ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଛି। ହିଞ୍ଜିଳିକାଟୁ ବଜାର ବଣିକ ସଂଘ ପୂଜା କମିଟି, ବଇଁଚବଣିଆ ପୂଜା କମିଟି ଓ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଚଳିତ...

ରାବଣ ପୋଡ଼ି ଚଳିତବର୍ଷର ମୁଖ୍ୟ ଆକର୍ଷଣ

ନୂଆପଡ଼ା ଅଫିସ,୩୦।୯: ଚଳିତବର୍ଷ କରୋନା କଟକଣା ନ ଥିବାରୁ ନୂଆପଡ଼ା ଜିଲାର କୋଣଅନୁକୋଣରେ ସାରଦୀୟ ଦୁର୍ଗାପୂଜା ହର୍ଷଉଲ୍ଲାସ ସହିତ ପାଳନ କରାଯାଉଛି। ନବରାତ୍ର ପାଇଁ ଜିଲାର ପୁରପଲ୍ଲୀ ଚଳଞ୍ଚଳ ଦେଖାଦେଇଛି। ପ୍ରତିଦିନ ସନ୍ଧ୍ୟାରେ ଭିଡ ଜମୁଛି। ଦର୍ଶକଙ୍କ ମନୋରଞ୍ଜନ ପାଇଁ...

ରୌପ୍ୟ ଅଳଙ୍କାରରେ ଆଭୂଷିତ ହେବେ ଦେବଦେବୀ

ସମ୍ବଲପୁର,୩୦ା୯(ବ୍ୟୁରୋ): ହାଟପଡ଼ା ସାର୍ବଜନୀନ ଦୁର୍ଗାପୂଜା ବହୁ ପୁରାତନ। ସମ୍ବଲପୁର ସହର ବଡ଼ସଡ଼କରୁ ବଡ଼ବଜାରରେ ସୀମିତ ଥିବା ସମୟରୁ ହାଟପଡ଼ାଠାରେ କଳସପୂଜାରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଦୁର୍ଗାଙ୍କ ଫଟୋଚିତ୍ର ପୂଜା ପାଉଥିବା ବେଳେ ସମ୍ପ୍ରତି ଏହା ଆକର୍ଷଣୀୟ ମେଢ଼ରେ...

୬୧ ବର୍ଷରେ ବ୍ରାହ୍ମଣସାହି ପୂଜା

ରାୟଗଡ଼ା ଅଫିସ,୩୦ା୯: ରାୟଗଡ଼ା ସହରରେ ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଧୂମଧାମରେ ପାଳନ ହେବ। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆଗେଇ ଚାଲିଛି। କରୋନା ଯୋଗୁ ୨ ବର୍ଷ ପରେ ପୂଜା ଅନୁଷ୍ଠିତ ହେଉଥିବାରୁ ସହର ଏବେ...

କୋଟପାଡ଼ରେ ରାଜ ରାଜୁଡ଼ା ସମୟର ଦୁର୍ଗାପୂଜା

କୋଟପାଡ଼,୩୦ା୯(ଡି.ଏନ.ଏ.): କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳ ଦଶହରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ରାଜା ରାଜୁଡା ସମୟରୁ ପାଳିତ ହେଇ ଆସୁଥିବା ଏହି ଦଶହରାରେ ନିକଟସ୍ଥ ଛତିଶଗଡର ଜଗଦଲପୁର, ବସ୍ତର ଜିଲାରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଦୋନ୍ତେୱାଡ଼ାର ଦାନ୍ତେଶ୍ୱରୀ ଠାକୁରାଣୀଙ୍କ ପୂଜା...

ଚମକ ଭରିବ ଚୁମୁକି

ବଅଁରପାଳ, ୩୦ା୯ (ଡି.ଏନ.ଏ.): ଶେଷ ସୋପାନରେ ପହଞ୍ଚିଲାଣି ଶାରଦୀୟ ପୂଜା ଆୟୋଜନ। ମଣ୍ଡପ ସାଜସଜ୍ଜା ସମ୍ପୂର୍ଣ୍ଣ ହେବାକୁ ଆଉ ଅଧିକ କାର୍ଯ୍ୟ ନାହିଁ। ଝଲମଲ କଲାଣି ରଙ୍ଗବେରଙ୍ଗର ଆଲୋକମାଳା। ଜାଗା ମାଡ଼ି ପସରା ମେଲାଇଲେଣି ମିନାବଜାର, ଖାଦ୍ୟ ଷ୍ଟଲ। ଗହଳିଚଳହଳି...

ଏଥର ଲଣ୍ଡନର ଐତିହାସିକ ମ୍ୟୁଜିୟମ୍‌

ବାରିପଦା ଅଫିସ,୩୦ା୯: ପୂଜାପାର୍ବଣ ସମୟରେ ବିଭିନ୍ନ ରାଜ୍ୟ ଓ ବିଦେଶର କଳାକୃତି ତୋରଣ ମାଧ୍ୟମରେ ଦେଖିବାକୁ ମିଳିଥାଏ। ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ତୁଳସୀ ଚଉରା ପୂଜା କମିଟି ଚଳିତ ବର୍ଷ ଲଣ୍ଡନର ନାଚୁରାଲ ହିଷ୍ଟରିକାଲ ମ୍ୟୁଜିୟମ ସଦୃଶ ତୋରଣ ନିର୍ମାଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri