ସମ୍ପାଦକୀୟ

ଆଇନ ପେସାର ସ୍ୱାଧୀନତା

ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୨ତମ ବାର୍ଷିକ ଅଧିବେଶ ପାଳନ ଅବସରରେ ଆଇନ ପେସାର ସ୍ବାଧୀନତା ପ୍ରସଙ୍ଗଟି ଗୁରୁତ୍ୱପୂର୍ଣ୍ଣ ବୋଲି ସାମ୍ପ୍ରତିକ ପରିସ୍ଥିତିରେ ଉପଲବ୍ଧି ହେଉଛି। ଅଷ୍ଟ୍ରେଲିଆର…

9 months ago

ପ୍ରାଚୀନ ମୁଦ୍ରା

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଡିସେମ୍ବର ୨୯ରେ ୯୦ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ୧୯୩୨ରେ ଏହି ସଂଗ୍ରହାଳୟ ରେଭେନ୍‌ଶା ମହାବିଦ୍ୟାଳୟରେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା…

9 months ago

ଏଇ ଭାରତରେ

ଦୁର୍ଘଟଣା ରୋକିବା ଲାଗି ସଚେତନତା କାର୍ଯ୍ୟକ୍ରମ ପ୍ରାୟତଃ ସବୁ ସମୟରେ କରାଯାଉଛି। ହେଲେ ଏହା ଉପରେ ଅଙ୍କୁଶ ଲଗାଯାଇପାରୁନାହିଁ। ଦେଖାଯାଏ, ଅଧିକାଂଶ କ୍ଷେତ୍ରରେ ସାଇକେଲ ଆରୋହୀମାନେ ରାତିରେ…

9 months ago

କେଉଁ ନାମରେ ପରିଚିତ ହେବା

ଏକଦା ଇନ୍ଦୁ (ଚନ୍ଦ୍ର) ବା ଇନ୍ଦୁମତି (ପୂର୍ଣ୍ଣଚନ୍ଦ୍ର) ନାମକ ଜଣେ ରାଜକୁମାରୀ ଥିଲେ । ତାଙ୍କ ଭାଇ ଥିଲେ ବିଦର୍ଭର ରାଜା ଭୋଜ । ଇନ୍ଦୁ ଅଯୋଧ୍ୟା…

9 months ago

ଏଇ ଭାରତରେ

ସେବାର ଇଚ୍ଛାଶକ୍ତିକୁ ବୟସ ଅଟକାଇପାରେନାହିଁ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ୩୦ ବର୍ଷୀୟା ଆଶା ରାଜପୁରୋହିତଙ୍କ ଜୀବନରେ। ଆଶା ଏବେ ଅସହାୟ ବୃଦ୍ଧାମାନଙ୍କ ଆଶାବାଡ଼ି…

9 months ago

ସୁଶାସନର ଏକ ନମୁନା

ଡ. ସନ୍ତୋଷ କୁମାର ମହାପାତ୍ର   ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ୨୦୨୩ ବର୍ଷ ପାଇଁ ‘ଗଭର୍ନର ଅଫ ଦ ଇୟର’…

9 months ago

ଗତାନୁଗତିକ ନୂଆବର୍ଷ ପାଳନ

ଡ. ମନୋରଞ୍ଜନ ପ୍ରଧାନ     ଜାନୁୟାରୀ ପହିଲା ଇଂରାଜୀ ନବ ବର୍ଷ। କେବଳ କ୍ୟାଲେଣ୍ଡର ବଦଳାଇବା ଦିନଟିଏ ବିଶେଷକରି ଭାରତୀୟମାନଙ୍କ ପାଇଁ। କାରଣ ଏ ନୂଆବର୍ଷ…

9 months ago

ଏଆଇ: ନିୟନ୍ତ୍ରଣ ଲୋଡ଼ା

ଅତ୍ୟାଧୁନିକ ଯୁଗରେ ବିଜ୍ଞାନର ବଡ଼ ସଫଳତା ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)। ଏହି କ୍ରମରେ ନିକଟରେ ଗବେଷକମାନେ ଏକ ନୂଆ ଏଆଇ ବିକାଶ କରିଛନ୍ତି,…

9 months ago

କରୋନାର ସମ୍ଭାବ୍ୟ ପୁନରାଗମନ

୨୦୨୩ ନଭେମ୍ବରରେ ଗୋଟିଏ ଉଦ୍‌ବେଗଜନକ ଖବର ଲୋକଲୋଚନକୁ ଆସିଲା। ବିଷୟଟି ଚାଇନାରେ ଦେଖାଦେଇଥିବା ଏକ ଅଜଣା ସଂକ୍ରାମକ ରୋଗ। ଏଥିରେ ମୁଖ୍ୟତଃ ଶିଶୁମାନେ ପୀଡ଼ିତ ହୋଇଥାନ୍ତି। ଏହାର…

9 months ago

ପିଲାଙ୍କ ପିକ୍‌ନିକ୍‌

ସମ୍ପ୍ରତି ଶୀତର ପ୍ରକୋପ ଟିକିଏ ବଢ଼ୁଥିବା ବେଳେ ଖ୍ରୀଷ୍ଟମାସ ଛୁଟି ପାଳନ ଅବସରରେ ମା’ବାପାଙ୍କ ସହ ପିଲାଙ୍କ ବୁଲାବୁଲି ଆରମ୍ଭ ହୋଇଯାଇଛି। ପିଲାଙ୍କ ବିଦ୍ୟାଳୟ ଛୁଟି ରହୁଥିବାରୁ…

9 months ago