ସମ୍ପାଦକୀୟ

ଉପନିବେଶବାଦର ପ୍ରଭାବ

ନାନି ଜନ୍‌ସେନ୍‌ ରେଭେଣ୍ଟଲୋ ଶେଷରେ, ୟୁରୋପୀୟ ଦେଶଗୁଡ଼ିକ ସେମାନଙ୍କର ଉପନିବେଶିକ ଉତ୍ତରାଧିକାରୀର ଜଟିଳ ସମସ୍ୟାକୁ ହୃଦୟଙ୍ଗମ କରିବା ଆରମ୍ଭ କରିଛନ୍ତି। ନେଦରଲାଣ୍ଡରେ ସରକାର ବିଶ୍ୱସ୍ତରୀୟ କ୍ରୀତଦାସ ବେପାରରେ…

1 year ago

ଆମତ୍ପ୍ରଚାର ସର୍ବସ୍ବ ମଣିଷ

ଇବ୍ରାର ଖଁା ଆମତ୍ପ୍ରଚାରରେ ନିମଗ୍ନ ମଣିଷ ଭୁଲିଯାଉଛି ଯେ ଜୀବନର ଲକ୍ଷ୍ୟ କେବଳ ସ୍ବାର୍ଥ ସାଧନ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଅନ୍ୟର ନିଃସ୍ବାର୍ଥପର ସେବା ଏବଂ…

1 year ago

ଏଇ ଭାରତରେ

ବେଙ୍ଗାଲୁରୁର ଏକ ସ୍କୁଲର ବିଜ୍ଞାନ ଶିକ୍ଷକ ସି.ଏମ୍‌. ନାଗରାଜଙ୍କ ଅପସାଇକେଲିଂ ଚିନ୍ତାଧାରା ଅନ୍ୟମାନଙ୍କ ପାଇଁ ପ୍ରେରଣା କହିଲେ ଅତ୍ୟୁକ୍ତି ହେବନାହିଁ। ନାଗରାଜ ସ୍କୁଲରେ ବର୍ଜ୍ୟ ପରିଚାଳନା କାର୍ଯ୍ୟକ୍ରମ…

1 year ago

ଗୃହପତ୍ନୀଙ୍କ ମୂଲ୍ୟାୟନ

ପ୍ର. ରମେଶ ଚନ୍ଦ୍ର ପରିଡ଼ା ଆମ ପରମ୍ପରାରେ ଗୃହପତ୍ନୀ ଏକ ମହାନ୍‌ ଆନନ୍ଦଦାୟୀ ବ୍ୟକ୍ତିତ୍ୱ। ତହିଁରେ ପ୍ରତିଫଳିତ ହେଉଥାଏ ପତିଙ୍କ ପାଇଁ ପ୍ରେମ, ଗୁରୁଜନମାନଙ୍କ ପାଇଁ ଭକ୍ତି,…

1 year ago

ପରୀକ୍ଷାଗାରରେ ପ୍ରାଣିଜ ଉପତ୍ାଦ

ପିଟର ସିଙ୍ଗର ଖାଦ୍ୟ ପାଇଁ ପ୍ରାଣୀ ପାଳନ କରୁଥିବା ବିଶାଳ ଶିଳ୍ପ ବିଂଶଶତାବ୍ଦୀର ଅଧିକାଂଶ ଭାଗ ପ୍ରତିଛବିଗୁଡ଼ିକୁ ରେକର୍ଡ ଏବଂ ସଂରକ୍ଷଣ କରିବାରେ ପ୍ରାଧାନ୍ୟ ବିସ୍ତାର କରିଥିବା…

1 year ago

ବିଚାରରେ ବିପର୍ଯ୍ୟୟ

ସାମ୍ପ୍ରତିକ ବିଶ୍ୱରେ ଗଣତନ୍ତ୍ର ପ୍ରତି ସମସ୍ତଙ୍କର ଆଦର ରହିଛି। ରାଷ୍ଟ୍ର ଶାସନରେ ଗଣତନ୍ତ୍ର ବ୍ୟବସ୍ଥା ହିଁ ସର୍ବମାନ୍ୟ ଶାସନ ବ୍ୟବସ୍ଥା ରୂପେ ଆଦୃତ ହୋଇଛି। ଭାରତ ବିଶ୍ୱରେ…

1 year ago

ଏଇ ଭାରତରେ

ଘରୋଇ ହିଂସା ମାମଲାରେ ମୁମ୍ବାଇର ଏକ କୋର୍ଟ କହିଛନ୍ତି ଯେ, ଗୃହପାଳିତ ପ୍ରାଣୀମାନେ ଲୋକଙ୍କୁ ସୁସ୍ଥ ଜୀବନଯାପନରେ ଏବଂ ସମ୍ପର୍କର ଦ୍ୱନ୍ଦ୍ୱ କାରଣରୁ ଉପୁଜୁଥିବା ଭାବପ୍ରବଣତାକୁ ଦୂର…

1 year ago

ସୁଖର ସନ୍ଧାନରେ ବଦଳୁଥିବା ଚରିତ୍ର

ମୀରା ବେଉରା   ଥରେ ସ୍ବାମିଜୀ ନଦୀରେ ସ୍ନାନ ସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ବିଷାକ୍ତ କୀଟଟିଏ ତାଙ୍କ ପାପୁଲିକୁ କାମୁଡ଼ିଥାଏ। ଏତେ ମାତ୍ରାରେ…

1 year ago

ଧର୍ମର ପୋଷାକ

ସହଦେବ ସାହୁ   ସ୍ତନ୍ୟପାୟୀ ପ୍ରାଣୀ ଭୟାଳୁ, ତେଣୁ ନିରାପଦ ସ୍ଥାନ ଖୋଜି ପିଲା ଜନ୍ମ କରାଏ ଓ ପିଲା ସ୍ବୟଂସମ୍ପନ୍ନ ହେବାଯାଏ, ନିଜେ ଖାଦ୍ୟ ସଂଗ୍ରହ…

1 year ago

ଆଜି ସେମାନେ, କାଲି ଆମେ

କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହ ଏହାର ସ୍ବତନ୍ତ୍ର ପାହ୍ୟାକୁ ହଟାଇ ନେଇଥିଲେ। ଏହା ସହ ଭୂସ୍ବର୍ଗ କୁହାଯାଉଥିବା…

1 year ago