ସମ୍ପାଦକୀୟ

ଆମ ବିଦ୍ୟାଳୟ ହାଲଚାଲ

ଅକ୍ଷୟ କୁମାର ମିଶ୍ର   ଅଳ୍ପ ଦିନ ତଳେ ଊଣାଅଧିକେ ସବୁ ଖବରକାଗଜରେ ଆମ ଗଣତନ୍ତ୍ରର ଏକ ବିକଳ ଦୃଶ୍ୟ ସମ୍ପର୍କିତ ଖବର ପ୍ରକାଶ ପାଇଥିଲା। ଖବରଟି…

2 years ago

ୟୁକ୍ରେନ୍‌ ପରେ ତାଇଓ୍ବାନ୍‌

ଆମେରିକା ପାର୍ଲାମେଣ୍ଟ କଂଗ୍ରେସର ବାଚସ୍ପତି ନାନ୍ସି ପେଲୋସି ଏବେ ଏସିଆ ଗସ୍ତରେ ଅଛନ୍ତି। ଅଗଷ୍ଟ ୧ରେ ସେ ସିଙ୍ଗାପୁରରେ ପହଞ୍ଚତ୍ ସେଠାକାର ରାଷ୍ଟ୍ରପତି ହ୍ୟାଲିମାହା ୟାକୋବ, ପ୍ରଧାନମନ୍ତ୍ରୀ…

2 years ago

ଘର ଭିତରୁ

ଦରବୃଦ୍ଧି ପ୍ରସଙ୍ଗକୁ ନେଇ ଲୋକ ସଭାରେ ୧ ଅଗଷ୍ଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ, ଅନେକ ଦେଶଠାରୁ ଭାରତୀୟ ଅର୍ଥନୀତି ଭଲ ରହିଛି ଓ ଏହା ଦ୍ରୁତ…

2 years ago

ଏଇ ଭାରତରେ

ବାଉଁଶକଳାର କରିସ୍ମା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ମୀନାକ୍ଷୀ ଓ୍ବାକେଙ୍କ ହସ୍ତକଳାରେ। ତାଙ୍କ ଦ୍ୱାରା ନିର୍ମିତ ବାଉଁଶ ରାଖୀର ଆଦର କାହିଁରେ କ’ଣ। ମୀନାକ୍ଷୀ ‘ବାମ୍ବୋ ଲେଡି’ ବା…

2 years ago

ଯଶର ଫାଶ

ଯଦୁମଣି ପାଣିଗ୍ରାହୀ ଯେଉଁମାନେ ସେମାନଙ୍କ ଜୀବଦ୍ଦଶାରେ ମଣିଷ ସମାଜର ହିତ ପାଇଁ କିଛି ସୁକର୍ମ କରି ଯଶକୀର୍ତ୍ତି ଅର୍ଜନ କରି ଯାଇଥାନ୍ତି, ସେମାନଙ୍କ ମୃତ୍ୟୁ ପରେ ବି…

2 years ago

ଆହାର ଉପରେ ପାହାର

ଡ. ସନ୍ତୋଷ କୁମାର ମହାପାତ୍ର ମଣିଷ ବଞ୍ଚତ୍ବା ପାଇଁ ଆବଶ୍ୟକ ପାଣି ଓ ଖାଦ୍ୟସାମଗ୍ରୀ। କିନ୍ତୁ ଏବେ କୋଟି କୋଟି ଲୋକ ଅର୍ଥ ଅଭାବରୁ ଓଳିଏ ଖାଇଲେ…

2 years ago

ପେନ୍‌ସିଲ ନୁହେଁ ପତାକା

ଉତ୍ତରପ୍ରଦେଶ କନୌଜ ଜିଲା ଛିବ୍ରାମାଉ ସହରର ଜଣେ ୬ ବର୍ଷର ବାଳିକା କ୍ରିତି ଦୁବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖି ଦରବୃଦ୍ଧି ଯୋଗୁ…

2 years ago

କୋହ୍ଲାପୁରୀ ଚପଲ

ଭାରତରେ ରାଜ୍ୟପାଳଙ୍କ ପଦବୀ ଏକ ସାମ୍ବିଧାନିକ ମର୍ଯ୍ୟାଦା ବହନ କରୁଥିବାରୁ ତାହା ବିବାଦରୁ ଊର୍ଦ୍ଧ୍ୱରେ ରହିବା କଥା। ହେଲେ ଦେଖାଯାଉଛି, କିଛି ବର୍ଷ ହେବ ବିଭିନ୍ନ ରାଜ୍ୟରେ…

2 years ago

ସଚେତନ ହେବା ଆବଶ୍ୟକ

ଜଣେ ବ୍ୟକ୍ତିର ଅର୍ଥ ଦେବା ନେବା କଥାର ସତ୍ୟତା, ଅନ୍ୟ ପ୍ରତି ଥିବା ଦୃଷ୍ଟିଭଙ୍ଗୀ ଓ ଚିନ୍ତାଧାରାକୁ ନେଇ ତା’ର ଇଜ୍ଜତକୁ ମପାଯାଇଥାଏ। ଠିକ୍‌ ସେହିପରି ଗୋଟିଏ…

2 years ago

ଜଳବାୟୁ ସତର୍କବାଣୀ

ସମ୍ପ୍ରତି ୟୁରୋପରେ ଘାତକ ଗ୍ରୀଷ୍ମପ୍ରବାହ ଏବଂ ବନାଗ୍ନିଜନିତ ଉତ୍ତାପର ଶିକାର ହୋଇ ହଜାର ହଜାର ଲୋକ ସ୍ଥାନାନ୍ତରିତ ହେଉଛନ୍ତି, ଯାହା ହେଉଛି ଜଳବାୟୁ ପରିବର୍ତ୍ତନର ଗମ୍ଭୀର ପ୍ରଭାବର…

2 years ago