ସମ୍ପାଦକୀୟ

ବିପ୍ଳବ ବୈଦୂର୍ଯ୍ୟ ଭଗବତୀ ଚରଣ

ଡ. ପ୍ରଫୁଲ୍ଲ କୁମାର ସାହୁ ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ଯେତେବେଳେ ସାମ୍ୟବାଦୀ ଆନ୍ଦୋଳନର ନାଁ ଶୁଣିବା ମାତ୍ରେ ଭୟରେ ଥରିଉଠୁଥିଲା ଆଭିଜାତ୍ୟ ବର୍ଗ ତଥା ଶୋଷକମାନଙ୍କ…

3 years ago

ପୁଣି ପେଗାସସ୍‌

ଗୋଟିଏ ଗଣତାନ୍ତ୍ରିକ ଦେଶରେ କ୍ଷମତାସୀନ ବ୍ୟକ୍ତି ଯେତେବେଳେ ନିଜକୁ ଅସୁରକ୍ଷିତ ମନେକରନ୍ତି, ସେତେବେଳେ ନିଜ ଦେଶର ନାଗରିକଙ୍କ ଉପରେ କୋପଦୃଷ୍ଟି ରଖିବା ସହିତ ଦାଉ ସାଧିବା ହୋଇଥାଏ…

3 years ago

ଜିନ୍‌ ବିବର୍ତ୍ତିତ ଖାଦ୍ୟ କାହା ସ୍ବାର୍ଥରେ

ପ୍ରତ୍ୟେକ ମଣିଷ ପାଇଁ ଖାଦ୍ୟ ଏକ ଗୁରୁତ୍ୱପୂଣର୍ର୍ ଆବଶ୍ୟକତା। ଖାଦ୍ୟ ମଣିଷ ପାଇଁ ସବୁବେଳେ ଏକ ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ ହୋଇ ରହିଆସିଛି। ଖାଦ୍ୟ ସହିତ…

3 years ago

ଭୁଲ୍‌କୁ ଭୁଲ୍‌ କହିବା

କିଛିଦିନ ତଳେ ଆମେ ଜଣେ ନିକଟ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥାଉ। ସମସ୍ତେ ବସି କଥାଭାଷା ହେବା ଭିତରେ ସମ୍ପର୍କୀୟଙ୍କ ବାର ତେର ବର୍ଷର ପୁଅ କୌଣସି…

3 years ago

ଏଇ ଭାରତରେ

କୁଷ୍ଠରୋଗୀ ଓ ସେମାନଙ୍କ ପରିବାର ପ୍ରତି ଏବେ ମଧ୍ୟ ସମାଜରେ ଭିନ୍ନ ଚିନ୍ତାଧାରା ବଳବତ୍ତର ରହିଛି। ସେମାନଙ୍କୁ ସାମାଜିକ ସ୍ତରରେ ବହୁ ସମସ୍ୟାର ସାମ୍ନା କରିବାକୁ ପଡୁଛି।…

3 years ago

ଅତୀତରୁ ଆକଳନ

ୟା ଭିତରେ ମୁଁ କେବେ ଉତ୍ତରପ୍ରଦେଶ ଯାଇନାହିଁ ଏବଂ ସେଠାରେ ହେଉଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ମଁୁ ଯାହା କହୁଛି ତାହା ଏବକାର ତଥ୍ୟ କିମ୍ବା ମୁଁ…

3 years ago

ପାରଦର୍ଶୀ ଉପଦେଷ୍ଟା

ଭାରତର ଅର୍ଥନୀତି ୨୦୧୬ର ବିମୁଦ୍ରୀକରଣ ଓ ଏହାର ୪ ବର୍ଷ ପରେ କରୋନା ମହାମାରୀ ଯୋଗୁ ଦୁର୍ବଳ ହୋଇପଡ଼ିଛି। ଇନ୍ଧନଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ…

3 years ago

ଧଳା ବଦଳରେ…

ମହାଭାରତ ଯୁଦ୍ଧ ସରିଗଲା। ରାଜଗାଦିରେ ଅଧିଷ୍ଠିତ ହେବାକୁ ଥିବା ଧର୍ମାମତ୍ା ଯୁଧିଷ୍ଠିର କିନ୍ତୁ ଅତ୍ୟନ୍ତ ବିମର୍ଷ ଥାଇ ଚିନ୍ତା କରୁଥାନ୍ତି ”ଭାଇ, ବନ୍ଧୁ, ଗୁରୁ ଓ ଦୁଇପଟରୁ…

3 years ago

ବଜେଟକୁ ନେଇ ଆଶା

ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସିତାରାମନ ଫେବୃୟାରୀ ୧ରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ବିଭିନ୍ନ ସଂସ୍ଥା, ଯୋଜନା ପ୍ରଣୟନକାରୀ, ନୀତି ନିର୍ଦ୍ଧାରକ ଏବଂ…

3 years ago

ଏଇ ଭାରତରେ

କୃଷିର ମୋହ ଆଗରେ ପିଏଚ୍‌ଡିର ଆକର୍ଷଣ ଫିକା ପଡ଼ିଛି ଇନ୍‌ଶାହା ରସୁଲଙ୍କ ଜୀବନରେ। କଶ୍ମୀରର ଏହି ମହିଳା ବେଙ୍ଗାଲୁରୁର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସରେ ଶିକ୍ଷା ଶେଷ କରି…

3 years ago