ସମ୍ପାଦକୀୟ

ଏଇ ଭାରତରେ

ଲକ୍‌ଡାଉନରେ ପିଲାମାନେ ଅନ୍‌ଲାଇନରେ ପଢ଼ିବା ପରେ ବାକି ସମୟ କଟାଇବା ସେମାନଙ୍କ ଲାଗି କଷ୍ଟକର ହୋଇପଡୁଥିବାବେଳେ କେରଳର ୧୩ ବର୍ଷୀୟା ବନୁପ୍ରିୟାଙ୍କ ଜୀବନଶୈଳୀରେ ଭିନ୍ନତା ପରିଲକ୍ଷିତ ହୋଇଛି।…

3 years ago

କିସ କରିବା ଆଜ୍ଞା

ଦ୍ୱିତୀ ଚନ୍ଦ୍ର ସାହୁ ଡଙ୍ଗରିଆଙ୍କ ଚିତ୍ରକଳା ସମ୍ପର୍କରେ ଜାଣିବାକୁ ଆଗ୍ରହ ହେତୁ ଯିବାକୁ ପଡ଼ିଲା ଡଙ୍ଗରିଆ ଅଞ୍ଚଳ। ଅଙ୍କାବଙ୍କା ରାସ୍ତା ଦେଇ ପହଞ୍ଚତ୍ଲି ଡଙ୍ଗରିଆଙ୍କ ଅନ୍ୟତମ ପ୍ରମୁଖ…

3 years ago

ଯେଉଁ ଭାଇରସ୍‌ର ଟିକା ନାହିଁ

ରଞ୍ଜନ କୁମାର ଦାସ ପିଲାବେଳେ ଆମେ ବଡ଼ମାନଙ୍କ ମୁହଁରୁ ଶୁଣୁ ଯେ ଶାଗ ଖିଆକୁ ପେଯ ଖିଆ ଦେଖି ସହି ପାରେନି। ସେତେବେଳେ ଏ କଥାର ମର୍ମ…

3 years ago

କେନ୍ଦ୍ରକୁ ଆକଟ

ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏନ୍‌ଡିଏ ସରକାରଙ୍କ ଧ୍ୟାନ ରହିଥିତ୍ଲେ ମଧ୍ୟ ପଶ୍ଚିମବଙ୍ଗ ଉପରୁ ଏହାର ନଜର ହଟିନାହିଁ। ରାଜନୈତିକ ଶତ୍ରୁତା ବ୍ୟତୀତ ଏନ୍‌ଡିଏ ସରକାର ପଶ୍ଚିମବଙ୍ଗର…

3 years ago

ବିତର୍କ ଲୋଡ଼ା

ବେଲାବେସ ବେଙ୍କ୍ରେଡା ଡିସେମ୍ବର ୨୪ରେ ଲିବ୍ୟାରେ ପ୍ରଥମ ପର୍ଯ୍ୟାୟ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ବହୁ ଶତାବ୍ଦୀର ଏକଚ୍ଛତ୍ରବାଦ ଶାସନ, ଗୃହଯୁଦ୍ଧ ଏବଂ ଖୁବ୍‌ ନିକଟରେ ଏକ…

3 years ago

ଶୂନ୍ୟପୁରୁଷ ଶିଶୁଅନନ୍ତ

ଡ. ଭବାନୀ ଶଙ୍କର ଦାଶ ସଂସ୍କୃତ ସାହିତ୍ୟ ପ୍ରତି ନୀରବ ପ୍ରତିବାଦରେ ସେଦିନ ସାରଳା ଦାସଙ୍କ ସାହିତ୍ୟ ସୃଷ୍ଟି ଥିଲା ଏକ ବୈପ୍ଳବିକ ପଦକ୍ଷେପ। ସାରଳାଙ୍କ ପରେ…

3 years ago

ଅଣ୍ଡା ଦେଖିଲେ ଡର ମାଡୁଛି

ଲଳିତେନ୍ଦୁ ପଲାଉରୀ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସରକାରଙ୍କୁ ସମାଲୋଚନା ହେଉ କି ନେତା, ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କିମ୍ବା ଟମାଟୋ, ଆଉ ଅଣ୍ଡାମାଡ଼ ଘଟଣା କିଛି ନୂଆ…

3 years ago

ଏଇ ଭାରତରେ

ଗୋଟିଏ ଲାଇବ୍ରେରିର ଉନ୍ନତି ପାଇଁ ଜଣେ ଲାଇବ୍ରେରିଆନ୍‌ଙ୍କ ନିଷ୍ଠାପର ପ୍ରୟାସ ସଭିଙ୍କ ପାଇଁ ପ୍ରେରଣା ପାଲଟିଛି। କେରଳର ଆଲ୍‌ପୁଝା ଜିଲା କାରୁଭଟ୍ଟା ନିବାସୀ ଲାଇବ୍ରେରିଆନ୍‌ ପି. ସୁକୁମାରନ୍‌…

3 years ago

ଏଇ ଭାରତରେ

ବିଦ୍ୟୁତ୍‌ ପହଞ୍ଚି ନ ଥିବା ଗାଁର ଲୋକେ ବଲ୍‌ବଟିଏ ଜଳିବା ଦେଖିଲେ କେତେ ଖୁସି ମିିଳେ ତାହା ଅନୁଭବୀ ହିଁ କହିପାରିବେ। ଏମିତି ଏକ ଖୁସିର ମୁହୂର୍ତ୍ତ…

3 years ago

ଏଇ ଭାରତରେ

ନାଁ ଦୀପକ। ବୟସ ୧୯। କିନ୍ତୁ ଦୃଷ୍ଟାନ୍ତଯୋଗ୍ୟ କାର୍ଯ୍ୟ ତାଙ୍କୁ ଭିନ୍ନ ପରିଚୟ ପ୍ରଦାନ କରିଛି। ଲକ୍ଷ୍ନୌ ଜିଲା ହେମି ଗାଁରେ ରହନ୍ତି ଦୀପକ। ମହିଳା ବିରୋଧୀ…

3 years ago