ସମ୍ପାଦକୀୟ

କୋସୋଭ ରାଷ୍ଟ୍ରନାୟିକା

କୋସୋଭ ଦକ୍ଷିଣପୂର୍ବ ୟୁରୋପର ଏକ ରାଷ୍ଟ୍ର। ସର୍ବିଆ ସହ ଲାଗି ରହିଥିବା ସୀମା ବିବାଦ ଦୂର ହୋଇପାରି ନାହିଁ । ୧୭ ଫେବୃୟାରୀ ୨୦୦୮ରେ ଏହା ସର୍ବିଆଠାରୁ…

3 years ago

ଏଫ୍‌ସିଆଇ ନାଁରେ ଖାଦ୍ୟ ସୁରକ୍ଷା ଉପରେ ଆକ୍ରମଣ

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ ଏପ୍ରିଲ ପାଞ୍ଚ ତାରିଖରେ ଚାଷୀମାନେ ଦେଶବ୍ୟାପୀ ‘ଏଫ୍‌ସିଆଇ ବଞ୍ଚାଓ ଦିବସ’ ପାଳନ କରିଛନ୍ତି। ଚାଷୀ ସଙ୍ଗଠନଙ୍କ ସର୍ବଭାରତୀୟ ମଞ୍ଚ, ‘ସଂଯୁକ୍ତ କିଷାନ ମୋର୍ଚ୍ଚା’ର…

3 years ago

ଏଇ ଭାରତରେ

କରୋନା ମହାମାରୀରେ ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ପ୍ରବାସୀ ଶ୍ରମିକମାନେ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି। ଏମାନଙ୍କୁ ପୁଣି ନିଯୁୁକ୍ତି ଯୋଗାଇ ଉଦାହରଣ…

3 years ago

ଆଜିର ହୋମିଓପ୍ୟାଥି ଚିକିତ୍ସା

ଡା. ରାଜେନ୍ଦ୍ର କୁମାର ଦାଶ ହୋମିଓପ୍ୟାଥି ଚିକିତ୍ସାର ସୃଷ୍ଟି ହୁଏ ୧୭୯୬ ମସିହାରେ ଡା. ସାମୁଏଲ୍‌ ହାନିମାନଙ୍କ ଦ୍ୱାରା। ଆଜି ହୋମିଓପ୍ୟାଥିର ଜନକ ମହାମତ୍ା ହାନିମାନଙ୍କ ୨୬୭ତମ…

3 years ago

ଚାଷର ଫାଶ

ବିମଳ ପାଣ୍ଡିଆ ଶନିବାର ସକାଳେ ସମ୍ବଲପୁର ସହରର ଗୋଲବଜ଼ାରରେ ବଢ଼ିଆ ଟମାଟୋକୁ କିଲୋ ଦଶ ଟଙ୍କାରେ ପାଇ ଖାଉଟି ହିସାବରେ ମୋତେ ଖୁସି ଲାଗୁଥିଲା ସତ; କିନ୍ତୁ…

3 years ago

ଏଇ ଭାରତରେ

ଚାଷୀମାନେ କେମିତି କମ୍‌ ଖର୍ଚ୍ଚରେ ଅଧିକ ଲାଭ ପାଇପାରିବେ ସେ ବିଷୟରେ ଚିନ୍ତା କରୁଛନ୍ତି ୨୨ ବର୍ଷୀୟ ଯୁବକ ଜିତେନ୍ଦ୍ର ଅତୋଦିୟା। ମଧ୍ୟପ୍ରଦେଶର ରତ୍‌ଲାମ ବାସିନ୍ଦା ଜିତେନ୍ଦ୍ର…

3 years ago

ଆମ ପାଇଁ ନୂଆ

ଜଣେ କୂଟନୀତିଜ୍ଞଙ୍କୁ ସମସ୍ତେ ଭଲ ପାଆନ୍ତି। ଗତ ମାସରେ ଇଣ୍ଟର୍ନ ବା ପ୍ରଶିକ୍ଷଣାର୍ଥୀମାନଙ୍କୁ ଆମନ୍ତ୍ରଣ କରିବାକୁ ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ) ତା’ ନୀତିର ସଂଶୋଧନ କରି ନୂଆ…

3 years ago

ଏଇ ଭାରତରେ

ଶହ ଶହ ଚାଷୀଙ୍କୁ ସଶକ୍ତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି କଶ୍ମୀରର କୃଷକ ଭରତ ଭୂଷଣ। ସେ ଡୋଡା ଜିଲାର ଲେର୍ହୋଟେ ଗାଁରେ ଜୈବିକ ପଦ୍ଧତିରେ…

3 years ago

ଜିତେଇଦେଲେ ଚନ୍ଦ୍ର ବୁଲେଇନେବି

ଇଂ. ଶକ୍ତି ପ୍ରସାଦ ଦାସ ନିକଟରେ ତାମିଲନାଡ଼ୁର ଦକ୍ଷିଣ-ମଦୁରାଇ ନିର୍ବାଚନମଣ୍ଡଳୀରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଜିତିଲେ ଭୋଟରଙ୍କୁ ମାଗଣାରେ ଚନ୍ଦ୍ର ବୁଲାଇ ନେବାର ପ୍ରତିଶ୍ରୁତି ଦେଇଛନ୍ତି। ଘର…

3 years ago

ମୃତ୍ୟୁ ପାଇଁ ଅଧିତ୍କାର

ପିଟର ସିଙ୍ଗର ମୃତ୍ୟୁ ପାଇଁ ସହାୟତାର ଅଧିକାର ଲଗାତର ମଜଭୁତ ହେବାରେ ଲାଗିଛି। ସ୍ପେନ ପାର୍ଲାମେଣ୍ଟ ଏକ ଆଇନ ପାସ୍‌ କରିଛି, ଯାହା ଜୁନ୍‌ରେ କାର୍ଯ୍ୟକାରୀ ହେବ…

3 years ago