ସମ୍ପାଦକୀୟ

ଏଇ ଭାରତରେ

ଲକ୍‌ଡାଉନ୍‌ ସମୟରେ ଅନେକ ବ୍ୟକ୍ତି ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଇବାଠାରୁ ଆରମ୍ଭ କରି ଘରେ ପହଞ୍ଚାଇବା ଯାଏ କାର୍ଯ୍ୟ କରିଛନ୍ତି। କିନ୍ତୁ ଏହି ସମୟରେ ସମ୍ପୂର୍ଣ୍ଣ କ୍ଷତି…

4 years ago

ଜଙ୍ଗଲ ନିଆଁ ଓ ଜନ ସହଭାଗିତା

ଘାସିରାମ ପଣ୍ଡା   ଖରାଦିନେ ଜଙ୍ଗଲରେ ନିଆଁ ଲାଗିବା ନୂଆ କଥା ନୁହେଁ। ପିଲାବେଳେ ରାତିରେ ଦୂର ପାହାଡ଼ର ନିଆଁ ଦେଖି କ’ଣ ବୋଲି ପଚାରିଲେ ବୟସ୍କ…

4 years ago

ଶ୍ରମିକଙ୍କୁ ଉପେକ୍ଷା କାହିଁକି

ଡ. ଅସୀମା ସାହୁ   ଆମ ଦେଶର ଅର୍ଥନୀତି ଶ୍ରମିକଙ୍କ ଶ୍ରମଦାନ ଉପରେ ବହୁ ମାତ୍ରାରେ ନିର୍ଭରଶୀଳ। ସେନ୍‌ସସ୍‌ ଆଣ୍ଡ ଇକୋନମିକ୍‌ ଇନ୍‌ଫର୍‌ମେଶନ୍‌ ସେଣ୍ଟରର ୨୦୨୦ ରିପୋର୍ଟ…

4 years ago

ନିର୍ଦ୍ଦୋଷରେ ଏତେ ବର୍ଷ

ଆମେରିକାର ଏକ ବେସରକାରୀ ସଙ୍ଗଠନ ‘ଫ୍ରିଡମ୍‌ ହାଉସ୍‌’ ନିକଟରେ ଏକ ରିପୋର୍ଟରେ ଭାରତକୁ ସ୍ବାଧୀନ ସ୍ତରରୁ ଆଂଶିକ ସ୍ବାଧୀନ ସ୍ତରକୁ ଖସାଇଦେଇଛି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱର ରାଜନୈତିକ…

4 years ago

ସାଧାରଣରୁ ଅସାଧାରଣ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ତିନି ଜଣ ବିଖ୍ୟାତ ବ୍ୟକ୍ତି। ଶକୁନ୍ତଳା ଦେବୀ (୧୯୨୯-୨୦୧୩), ଆଇନ୍‌ଷ୍ଟାଇନ (୧୮୭୯-୧୯୫୫) ଓ ଆଚାର୍ଯ୍ୟ ରଜନୀଶ (ବହୁ ପରିଚିତ ନାମ ଓଶୋ, ୧୯୩୧-୧୯୯୦)।…

4 years ago

ମୃତ୍ୟୁପଥରେ ନଦୀ

ବିଚିତ୍ର ବିଶ୍ୱାଳ ଖରାଦିନେ ଟୋପାଏ ପାଣି ପାଇଁ ବ୍ୟସ୍ତ ହେଉଥିବା ଆମ ଦେଶ ବର୍ଷାର ଆରମ୍ଭରେ ପାଣିର ବହୁଳତାରେ ଚିତ୍କାର କରୁଥିବାର ଆମେ ଦେଖୁଛେ। ଖରାଦିନେ ଶୂନ୍ୟଗର୍ଭା…

4 years ago

ଏଇ ଭାରତରେ

ବହୁ ସମୟରେ ତୃଣମୂଳ ସ୍ତରରେ କେତେକ କୃଷକ ଚାଷରେ କିଛି ଅଭିନବ ପଦ୍ଧତି ଆପଣାଇ ଫସଲ ଉପତ୍ାଦନ କରିଥାଆନ୍ତି; ଯାହା ସେମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥାଏ।…

4 years ago

ବନାଗ୍ନି

ବ୍ରାଜିଲର ଆମାଜନ ଜଙ୍ଗଲକୁ ବିଶ୍ୱର ଫୁସ୍‌ପୁସ୍‌ କୁହାଯାଇଥାଏ। ବିଡ଼ମ୍ବନାର ବିଷୟ ଯେ, ଆମାଜନରେ ଭୟଙ୍କର ନିଆଁ ଦୁଇ ବର୍ଷ ହେଲା ଲଗାତର ଜଳିଆସୁଛି। ଏହା ସେଠାକାର ବନ୍ୟପ୍ରାଣୀ…

4 years ago

କଥାରେ ଅଖଣ୍ଡତା

ହରିୟାଣା ସରକାର ଘରୋଇ କମ୍ପାନୀରେ ୭୫ ପ୍ରତିଶତ ଚାକିରି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସଂରକ୍ଷଣ କରିବା ଲାଗି ଆଣିଥିବା ବିଲ୍‌କୁ ରାଜ୍ୟପାଳ ସତ୍ୟଦେଓ ନରେନ୍‌ ଆର୍ଯ୍ୟ ନିକଟରେ…

4 years ago

ଗଣତନ୍ତ୍ରରେ ବହୁବାଦୀ ତତ୍ତ୍ୱ

ମୋହନ ଚରଣ ବିଷି ଆଜିର ଗଣତନ୍ତ୍ର ଉପରେ ଗଣଙ୍କର ଆସ୍ଥା କମିବାରେ ଲାଗିଛି। ଗଣତନ୍ତ୍ର ଶାସନ କିଛି ଗୋଷ୍ଠୀ ମଧ୍ୟରେ ସୀମିତ ହେବାରେ ଲାଗିଛି। ଗଣତନ୍ତ୍ରର ରକ୍ଷକ…

4 years ago