ସମ୍ପାଦକୀୟ

ଉପାସନା, ସାଧନା ଓ ଆରାଧନା

ଶରତ କୁମାର ମହାନ୍ତି ଜୀବନ ଧାରଣ ସକାଶେ ଅନ୍ନ, ବସ୍ତ୍ର ଓ ବାସଗୃହର ଯେପରି ଆବଶ୍ୟକତା ରହିଛି, ସେହିପରି ଆମତ୍ିକ ପ୍ରଗତି ନିମନ୍ତେ ଉପାସନା, ସାଧନା ଓ…

4 years ago

ପରିବେଶଗତ ଶିକ୍ଷା ଆବଶ୍ୟକ

ମାନେକା ଗାନ୍ଧୀ ହିମାଚଳ ପ୍ରଦେଶର ସୋଲାନସ୍ଥିତ ସାଉଥବାଲେ ସ୍କୁଲରେ ୪୦୦ ପିଲା ପଢୁଛନ୍ତି। ଏହା ଏକ ବିଶ୍ୱସ୍ତରୀୟ ସ୍କୁଲ। ଯୁବ ଏମ୍‌ବିଏ ଡିଗ୍ରୀଧାରୀ ଯୁବକମାନେ ଏହାକୁ ଚଳାଉଛନ୍ତି।…

4 years ago

ଭାରି ପଡ଼ିଲାଣି ପାନୀୟ ଜଳ ସଂକଟ

ଈପ୍ସିତା ମହାନ୍ତି ମ୍ପ୍ରତି ବାୟୁମଣ୍ଡଳ ଓ ବାରିମଣ୍ଡଳ ଦ୍ରୁତ ଗତିରେ ପ୍ରଦୂଷିତ ହୋଇଚାଲିଛି। ପରିଣାମ ସ୍ବରୂପ ଅସ୍ବାଭାବିକ ଭାବେ ଜଳବାୟୁ ଆଜି ନିଜ ରୂପ ବଦଳାଇ ଚାଲିଛି।…

4 years ago

ଏଇ ଭାରତରେ

ମୁମ୍ବାଇକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରିବା ପାଇଁ ୫ ଜଣ ସାଙ୍ଗଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ସେମାନେ ଘରେ ବ୍ୟହୃତ ବିଭିନ୍ନ ଉପତ୍ାଦର ପ୍ରାୟ ୧୦,୦୦୦…

4 years ago

ଏଇ ଭାରତରେ

କଲାନ୍ଦର ସମ୍ପ୍ରଦାୟଙ୍କ ଭାଲୁ ନାଚ ପରମ୍ପରା ଦୂର କରିବା ସହ ଭାଲୁଙ୍କୁ ଯନ୍ତ୍ରଣାରୁ ମୁକ୍ତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ଦିଲ୍ଲୀର ଗୀତା ଶେଷମାନି। କେବଳ ଏତିକି…

4 years ago

ଆସ ରାସ୍ତାରୋକୋ କରିବା

ଡ. ଚିନ୍ତାମଣି ପଣ୍ଡା   ସକାଳୁ ଉଠି ଦେଖିବାବେଳକୁ ପଞ୍ଝାଏ ତଥାକଥିତ ଅତି ସଚେତନ ନାଗରିକ ମୁଖ୍ୟ ରାସ୍ତାଟିକୁ ଅବରୋଧ କରି ସର୍ବସାଧାରଣଙ୍କ ଯାତାୟାତକୁ ସମ୍ପୂର୍ଣ୍ଣ ଠପ୍‌…

4 years ago

ଭୀମା କୋରେଗାଁଓ: ପ୍ରମାଣ ଉପରେ ପ୍ରଶ୍ନ

ଶ୍ରୀଗିରିଶ ଜଲିହାଲ   ଆମେରିକାର ଏକ ଡିଜିଟାଲ ଫୋରେନସିକ୍‌ କମ୍ପାନୀ ତା’ ରିପୋର୍ଟରେ ପ୍ରକାଶ କରିଛି ଯେ, ଜଣେ ହ୍ୟାକର ସମାଜସେବୀ ରୋନା ଓ୍ବିଲ୍‌ସନଙ୍କ କମ୍ପ୍ୟୁଟରରେ ଅପରାଧର…

4 years ago

ସୂକ୍ଷ୍ମ ତଫାତ୍‌

କରୋନା ଭୂତାଣୁର ଦ୍ୱିତୀୟ ଲହର ଦ୍ରୁତଗତିରେ ବଢ଼ୁଥିବାରୁ ତାହାକୁ ନିୟନ୍ତ୍ରଣ କରିବା ଲାଗି ଦେଶର ବିଭିନ୍ନ ପ୍ରାନ୍ତରେ ଉଦ୍ୟମ ଆରମ୍ଭ ହୋଇଛି। କେଉଁଠି ଲକ୍‌ଡାଉନ କରାଯାଉଥିବା ବେଳେ…

4 years ago

ଏଇ ଭାରତରେ

ପିଲାଦିନ ଭଲରେ କଟିଗଲା ମିନାଲ ସିଂଘଭୀଙ୍କର। ତାଙ୍କୁ ଯେତେବେଳେ ବୟସ ୨୮ ସେତେବେଳେ ତାଙ୍କ ଜୀବନରେ ସବୁ କିଛି ଓଲଟପାଲଟ ହୋଇଗଲା। ସେ ଦୃଷ୍ଟିଶକ୍ତି ହରାଇ ବସିଲେ।…

4 years ago

ଚପଲ ଚର୍ଚ୍ଚା

ଡ. କୁଳାଙ୍ଗାର ଚପଲ ସହିତ ତାଆର ସମ୍ପର୍କ ବେଶ୍‌ ନିବିଡ଼। ମାନେ ଏମିତିରେ ତ ସମସ୍ତଙ୍କ ପାଦରେ ଲାଗୁଥିବାରୁ ଏହା ନିବିଡ଼ ହେବା ସ୍ବାଭାବିକ। ତେବେ ଚପଲ…

4 years ago