ସମ୍ପାଦକୀୟ

ଅସାମାନ୍ୟଙ୍କ ସମ୍ପର୍କରେ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ସାମାନ୍ୟଙ୍କ ଦୁନିଆରେ ଏମାନେ ଅସାମାନ୍ୟ। ସାଧାରଣଙ୍କ ଭିଡ଼ ଭିତରେ ଏମାନେ ଅସାଧାରଣ। ଏ ସମାଜରେ ସଚରାଚର ଆତଯାତ ହେଉଥିବା ମଣିଷଙ୍କ…

4 years ago

ଶୁଗି ସ୍ରଷ୍ଟା

ସ୍ରଷ୍ଟା ଅହରହ ସୃଷ୍ଟିଟିଏ ଲାଗି ଲଢ଼ୁଥାଏ। ଲେଖକ ହୋଇଥିଲେ ଚରିତ୍ର, ସ୍ଥିତି ଓ ଶବ୍ଦଗୁଡ଼ିକ ତା’ ମୁଣ୍ଡରେ ଲହରି ପିଟୁଥାଆନ୍ତି। କିନ୍ତୁ ସେ ତା’ ଇପ୍ସିତ ଲକ୍ଷ୍ୟ…

4 years ago

ଏଇ ଭାରତରେ

ଦୁଇ ସନ୍ତାନର ମା’ ନିଜର ପ୍ରଚେଷ୍ଟାରେ ୫୦ରୁ ଊର୍ଦ୍ଧ୍ୱ ଦୁର୍ଗମ ଗାଁକୁ ଆଲୋକିତ କରିବା କିଛି କମ୍‌ କଥା ନୁହେଁ। ଲଦାଖର ମରଖା ଭ୍ୟାଲି ଅନ୍ତର୍ଗତ ସମୁଡା…

4 years ago

ଗଡ଼କରୀ କାହିଁକି ରାଗିଛନ୍ତି

ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ମୁଖ୍ୟାଳୟ ନିର୍ମାଣରେ ବିଳମ୍ବ ହୋଇଥିବା ଯୋଗୁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନିକଟରେ ଏନ୍‌ଏଚ୍‌ଏଆଇ ଅଧିକାରୀମାନଙ୍କୁ…

4 years ago

ବଞ୍ଚିବା ମୋର ଅଧିକାର

ମୀରା ବେଉରା ଯଦି କୁକୁରଟିଏ ମଣିଷକୁ କାମୁଡ଼େ, ତେବେ କିଛିଦିନ ଚିକିତ୍ସା ପରେ ମଣିଷ ବିଷମୁକ୍ତ ହୋଇଯାଏ। ଯଦି ବିଷଧର ସର୍ପଟିଏ ବା ବିଛାଟିଏ ମଣିଷକୁ ଦଂଶନ…

4 years ago

ଆର୍ଥତ୍କ ଅଭିବୃଦ୍ଧିରେ ମତ୍ସ୍ୟ ସମ୍ପଦ

ପ୍ରକାଶ ତ୍ରିପାଠୀ ବିଶ୍ୱ ମତ୍ସ୍ୟ ଦିବସ ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ପାଳନ କରାଯାଏ। ମତ୍ସ୍ୟ ଚାଷୀ, ମତ୍ସ୍ୟଜୀବୀ, ମତ୍ସ୍ୟ ବ୍ୟବସାୟୀ ଓ ମାଛ ସହ ପ୍ରତ୍ୟକ୍ଷ…

4 years ago

ଏଇ ଭାରତରେ

ସ୍କ୍ରାପରୁ ନୂଆଯନ୍ତ୍ର ତିଆରି କରି ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି ତେଲଙ୍ଗାନାର ଅଶୋକ ଗୋରେ। ଯେଉଁ ସମୟରେ ପଢ଼ା ଉପରେ ଧ୍ୟାନଦେବା କଥା ସେ ସମୟରେ ଅଶୋକ କୃଷି…

4 years ago

ଓଡ଼ିଶା ଓ ତାରକସୀ ଶିଳ୍ପ

ରମେଶ ଚନ୍ଦ୍ର ସାହୁ ଭାରତ ଭଳି ଗୋଟିଏ ଅର୍ଥନୈତିକ ବିକାଶଶୀଳ ରାଷ୍ଟ୍ରରେ ହାରାହାରି ପ୍ରାୟ ୮୦ପ୍ରତିଶତ ଲୋକ ସାଧାରଣ ସୁଖ ସୁବିଧାରୁ ବଞ୍ଚତ୍ତ ହୋଇ ଦାରିଦ୍ର୍ୟ ସୀମାରେଖା…

4 years ago

କୂଅର ଜଳ

ଅଞ୍ଜନ ଚାନ୍ଦ ଅନେକ ଦିନ ତଳର କଥା। ଥରେ ଜଣେ ବଣିକ ତୀର୍ଥ ଯାତ୍ରାରେ ବାହାରିଲେ। ଯିବା ଆଗରୁ ସେ ବାଡ଼ିରେ ଦୁଇଟି କୂଅ ଖୋଳାଇଲେ। ନିଜ…

4 years ago

ଏଇ ଭାରତରେ

ଟ୍ରାନ୍ସଜେଣ୍ଡରଙ୍କ ଜୀବନ ଜୀବିକା ଉପରେ ଯେଉଁ କେତେଜଣ ଚିନ୍ତା କରୁଛନ୍ତି, ସେମାନଙ୍କ ମଧ୍ୟରେ ରହିଛନ୍ତି ତାମିଲନାଡୁର ଆଇଏଏସ୍‌ ଅଧିକାରୀ ସନ୍ଦିପ ନନ୍ଦୁରି। ସେ ୩୦ ଜଣ ଟ୍ରାନ୍ସଜେଣ୍ଡରଙ୍କୁ…

4 years ago