ସମ୍ପାଦକୀୟ

କୃଷି ଭିତ୍ତିଭୂମି ନିର୍ମାଣ କର

ଖାଦ୍ୟସାମଗ୍ରୀର ଆକାଶଛୁଆଁ ଦର ସାଧାରଣଲୋକଙ୍କୁ ହତାଶ କରିଚାଲିଛି। ଅଧିକାଂଶ ପରିବା ଦର ଏମିତି ବୃଦ୍ଧି ପାଇଛି ଯେ ତାହାକୁ ଗରିବ ଲୋକେ କିଣିବା ଅସମ୍ଭବ ହୋଇଯାଇଛି। ପିଆଜ…

4 years ago

ସୀମା ସଂଘର୍ଷ

ଇଂ. ମାୟାଧର ସ୍ବାଇଁ ଭାରତ ଓ ଚାଇନା ହେଉଛି ପୃଥିବୀର ଦୁଇଟି ପ୍ରାଚୀନ ସଭ୍ୟତା। ଏହି ଦୁଇଦେଶରେ ଅନେକ ଜ୍ଞାନବିଜ୍ଞାନ ବିକାଶିତ ହୋଇ ସମଗ୍ର ପୃଥିବୀକୁ ପ୍ରସାରିତ…

4 years ago

ସାଇବର ଅପରାଧର କାୟା ବିସ୍ତାର

ନଗେନ୍ଦ୍ର ନାଥ ପଟ୍ଟନାୟକ ପ୍ରଯୁକ୍ତିଗତ ଜ୍ଞାନକୌଶଳ ତଥା ବୈଷୟିକ କ୍ଷେତ୍ରରେ ଏତେ ଭୌତିକ ବିକାଶ ଘଟିଛି ଯେ ଆଜିକାଲିର ଦୁନିଆକୁ ଆମେ କମ୍ପ୍ୟୁଟର ଯୁଗ ବୋଲି ଅଭିହିତ…

4 years ago

ଏଇ ଭାରତରେ

ପିଆଜ ଦର ଏବେ ଆକାଶଛୁଆଁ। ବିଶ୍ୱରେ ଭାରତ ଦ୍ୱିତୀୟ ବୃହତ୍ତମ ପିଆଜ ଉପତ୍ାଦନକାରୀ ଦେଶ ହୋଇ ଏଭଳି ପରିସ୍ଥିତିର ସାମ୍‌ନା କରିବା ଅତ୍ୟନ୍ତ ଦୁଃଖଦାୟକ। ପ୍ରାକୃିତକ ବିପର୍ଯ୍ୟୟ…

4 years ago

ମାଂସ ଉପରେ ଟିକସ ଲଗାଅ

ମାନେକା ଗାନ୍ଧୀ ଲୋକମାନଙ୍କୁ ଗରିବ ଓ ଅସୁସ୍ଥ କରିବା ପାଇଁ ସରକାର କାହିଁକି ଏଭଳି ନୀତିମାନ ପ୍ରସ୍ତୁତ କରନ୍ତି? ସ୍ବାସ୍ଥ୍ୟ ଓ ଅର୍ଥନୀତି ଉପରେ ଏହି ନୀତିଗୁଡ଼ିକ…

4 years ago

ଅଧୁରା ସ୍ବପ୍ନ

ଦ୍ୱିତୀ ଚନ୍ଦ୍ର ସାହୁ ସ୍ବପ୍ନ କାଳେ କ୍ଷଣ ସ୍ଥାୟୀ ଠିକ୍‌ କଳାହାଣ୍ଡିଆ ମେଘ ପରି । ଆସିବ ରାଝିଯିବ । ନ ହେଲେ ପବନ ସହ ଆଉ…

4 years ago

ଅଭିଭାବକତ୍ୱରେ ଉତ୍ତରପିଢ଼ି

ଡ. ବାସନ୍ତୀ ମହାନ୍ତି ସାରା ଭାରତରେ ଧର୍ମ ସଂସ୍ଥାପନା କରି ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଦିନରାତି ଏକାକାର କରିଦେଇଥିବା ଶ୍ରୀକୃଷ୍ଣ ନିଜ ପରିବାରର ଯୁବପିଢ଼ିଙ୍କୁ ଆୟତ୍ତ…

4 years ago

ଏଇ ଭାରତରେ

ସହରରେ ରହି ୬ ବର୍ଷ ହେବ ପାଣି ବାବଦରେ ଟଙ୍କାଟିଏ ଖର୍ଚ୍ଚ ନ କରିବା କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବେଙ୍ଗାଲୁରର ସମ୍ପଥ ଏସ୍‌.ଙ୍କ…

4 years ago

ଏଇ ଭାରତରେ

କର୍ନାଟକର ଜଣେ ପୋଲିସ ଅଧିକାରୀ ଦୁଇ ଅନାଥ ଭଉଣୀଙ୍କ ଜୀବନ ଗଢିବାରେ ଲାଗିଛନ୍ତି। ସେମାନଙ୍କ ପାଇଁ ଦୈନନ୍ଦିନର ଆବଶ୍ୟକତା ପୂରଣ କରିବା ସହ ସେମାନଙ୍କ ପାଇଁ ଏକ…

4 years ago

ଝିଅ ଜନମ ପର ଘରକୁ

ଡ. ଶ୍ରୀହରି ପଣ୍ଡା   କୁହାଯାଏ ଭାଗ୍ୟବାନଙ୍କୁ କନ୍ୟା ମିଳିଥାଏ ା କାରଣ ଦୁନିଆରେ ଯେତେ ଦାନ ଅଛି ସବୁଠାରୁ ବଡ଼ ଦାନ କନ୍ୟାଦାନ ା କନ୍ୟା…

4 years ago