ସମ୍ପାଦକୀୟ

ଏଇ ଭାରତରେ

କର୍ନାଟକର ୪୧ ବର୍ଷୀୟ ମଞ୍ଜୁନାଥ ନିଙ୍ଗାପ୍ପା ପୂଜାରୀ ଯାହା କରୁଛନ୍ତି ତାହା ଦେଖିବାର ବିଷୟ। ସେ ଏକସାଙ୍ଗରେ ତିନୋଟି କାମ କରି ଯାହା ରୋଜଗାର କରନ୍ତି ସେଥିରେ…

4 years ago

କର୍ମକ୍ଷେତ୍ରରେ ମହିଳାଙ୍କୁ ସୁରକ୍ଷା

ଘାସିରାମ ପଣ୍ଡା ଅଗଷ୍ଟ ୧୨ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ‘ଗୁଞ୍ଜନ ସାକ୍ସେନା’ ଅନେକ ବିତର୍କ ସୃଷ୍ଟି କରିଛି। ୧୯୯୬ରେ ଗୁଞ୍ଜନ ଭାରତୀୟ ବାୟୁ ସେନାରେ ପାଇଲଟ…

4 years ago

ଭାରତୀୟ ଅର୍ଥନୀତି କାହିଁକି ପ୍ରଭାବିତ

ଡ. ସନ୍ତୋଷ କୁମାର ମହାପାତ୍ର ଅନେକ ସମୟରେ ଅଧିକାଂଶ ଲୋକ ବଡ଼ ପଦପଦବୀରେ ଥିବା ଲୋକଙ୍କ କଥାକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି। ସେମାନେ ମଧ୍ୟ ଜ୍ଞାନକୁ ପଦବୀ…

4 years ago

ଗୋଟିଏ ପଦବୀରେ ପୁରୁଣା ନୂଆ

ଅନେକ ସମୟରେ ଅବସର ପରେ ବରିଷ୍ଠ ଅମଲାତନ୍ତ୍ରୀମାନଙ୍କୁ ସରକାର ପୁଣି ନିଯୁକ୍ତି ଦେଇଥାନ୍ତି। କିନ୍ତୁ ଏବେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଦୁଇ ବର୍ଷ ପୂର୍ବେ…

4 years ago

ହସ୍ପିଟାଲକୁ ଡରିଲେ କ’ଣ କରୋନା ଯିବ

ସହଦେବ ସାହୁ ମହିନ୍ଦ୍ରା ବୋଲେରୋ ୬ ନମ୍ବର ହସ୍ପିଟାଲ୍‌ ସାମ୍‌ନାରେ ଅଟକିଗଲା, ଧଁ ସଁ ହେଉଥିବା ଗୋବିନ୍ଦ ଭଣ୍ଡାରିକୁ ଦୁଆର ମୁହଁରେ ଭୂଇଁରେ ଥୋଇ ଦେଲା। କେଇ…

4 years ago

ଆସିବ ସାମୁଦ୍ରିକ ପ୍ରଳୟ

ଶେଖ୍‌ ଫରିଦ୍‌ଉଦ୍ଦିନ ପୃଥିବୀର ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଜନିତ ବିବିଧ ସମସ୍ୟା ମଣିଷ ପାଇଁ ଉଦ୍‌ବେଗର କାରଣ ହେଲାଣି। ଶିଳ୍ପ, କଳକାରଖାନା ଓ ଗାଡ଼ିମୋଟର…

4 years ago

ଏଇ ଭାରତରେ

କୃଷକମାନେ କିଭଳି କମ୍‌ ଜମିରେ କମ୍‌ ଖର୍ଚ୍ଚରେ ଅଧିକ ଲାଭ ପାଇପାରିବେ ସେଥିପାଇଁ ନିଷ୍ଠାର ସହ ଅଭିଯାନ ଚଳାଇଛନ୍ତି ଉତ୍ତରାଖଣ୍ଡର ବିଜୟ ଜର୍‌ଦାରୀ। ସେ ‘ବିଜ୍‌ ବଚାଓ…

4 years ago

ଏକ ସମାନ୍ତରାଳ ଜିଏସ୍‌ଟି

ଆମ ଦେଶରେ ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ ଦୃଷ୍ଟିକୋଣରୁ କୃଷକମାନଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି। ରାଜନୈତିକ ଦଳ ଏମାନଙ୍କର ବିରୋଧୀ ମଧ୍ୟ ହେବାକୁ ଚାହାନ୍ତିନି। ଏମାନଙ୍କୁ ସପକ୍ଷକୁ…

4 years ago

ଅଜବ ଆହାର

ମାନେକା ଗାନ୍ଧୀ ଭାରତ ଓ ଆଫ୍ରିକାର ହାତୀମାନେ ଯେତେବେଳେ ସାକ୍ଷାତ ହୁଅନ୍ତି ସେମାନେ ଉଭୟେ ହାତୀ ବୋଲି ଚିହ୍ନାଚିହ୍ନି ହୁଅନ୍ତି, ନିଜର ପରିଚୟକୁ ସ୍ବୀକାର କରିଥାନ୍ତି॥ ଭାରତୀୟ…

4 years ago

ବିଦ୍ୟାଳୟ ଓ ଆମ ଶିକ୍ଷା ବ୍ୟବସ୍ଥା

ପ୍ରଦୀପ୍ତ ଆଚାର୍ଯ୍ୟ ୨୦୨୦ ମସିହା ମାଟ୍ରିକ ଫଳ ପ୍ରକାଶ ପାଇବା ପରେ ଖବରକାଗଜରେ ଦେଖିବାକୁ ମିଳିଲା ଆକ୍ସନ ମୁଡ୍‌ରେ ଗଣଶିକ୍ଷା ବିଭାଗ। ଯେଉଁ ସବୁ ବିଦ୍ୟାଳୟ ଖରାପ…

4 years ago