ସମ୍ପାଦକୀୟ

ଅଧିକ ଶୋଷିତ ହେବେ କୃଷକ

ଡ. ସନ୍ତୋଷ କୁମାର ମହାପାତ୍ର ନିକଟରେ ମୋସୁମୀ ଅଧିବେଶନରେ ସଂସଦର ଉଭୟ ଗୃହରେ ପାରିତ ହୋଇଥିବା ତିନୋଟି ବିବାଦୀୟ ଫାର୍ମ ବା କୃଷି ବିଲ୍‌ ୨୭ ସେପ୍ଟେମ୍ବର…

4 years ago

ଏଇ ଭାରତରେ

ସ୍କୁଲରେ ପଢ଼ି ଭଲ ମଣିଷ ହୋଇ ପୁରାତନ ଛାତ୍ରମାନେ ଶିକ୍ଷାନୁଷ୍ଠାନର ବିକାଶ ଲାଗି ସମୟ ଦେବା ସହ ଆର୍ଥିକ ସହଯୋଗ କରୁଥିବା ଘଟଣା ସାମନାକୁ ଆସେ। କିନ୍ତୁ…

4 years ago

ବଦଳି ଦୁଃଖ

ସରକାରରେ ଜଣେ ଅଫିସରଙ୍କୁ ବାରମ୍ବାର ବଦଳି କରାଯିବା କିଛି ନୂଆ କଥା ନୁହେଁ। ପୂର୍ବେ ଏହା ଯେମିତି ହେଉଥିତ୍ଲା ଏବେ ବି ସେହି ଧାରା ଚାଲୁରହିଛି। ଏଥିତ୍ରେ…

4 years ago

ସାନ କୁହାଙ୍କ ବଡ଼ କଥା

ଦ୍ୱିତୀ ଚନ୍ଦ୍ର ସାହୁ ରାଜା ଥିଲେ ଲୋକପ୍ରିୟ। ସେ ଯାହା ଚାହୁଁଥିଲେ ତାହା କରୁଥିଲେ। ଅବଶ୍ୟ ଲୋକଙ୍କ ହିତରେ। ପୂର୍ବରୁ ରାଜାମାନଙ୍କ ଅତ୍ୟାଚାର, ଆଳସ୍ୟ ଓ ବିଳାସମୟ…

4 years ago

ପୁରାଣରେ ବିଜ୍ଞାନ: ବିଶ୍ୱାସରୁ ଅନ୍ଧବିଶ୍ୱାସ

ପ୍ର. ରମେଶ ଚନ୍ଦ୍ର ପରିଡ଼ା ନିକଟରେ ଲୋକ ସଭାର ଦୁଇଜଣ ମହିଳା ସଦସ୍ୟ ସୁପ୍ରିୟା ସୁଲେ (ମହାରାଷ୍ଟ୍ର) ଏବଂ ଥାମିଝାଚି ଥାଗାପାଣ୍ଡିଆନ୍‌ (ତାମିଲନାଡୁ) ଦେଶର ଏକ ପ୍ରମୁଖ…

4 years ago

ଏଇ ଭାରତରେ

ପୁଣେର ସିଷ୍ଟେମା ବାୟୋ ଷ୍ଟାର୍ଟଅପ୍‌ ବାୟୋଡାଇଜେଷ୍ଟର ମାଧ୍ୟମରେ କୃଷକମାନଙ୍କୁ ଜାଳେଣି ଗ୍ୟାସ ଯୋଗାଇ ଦେବା ସହ ପରିବେଶ ସୁରକ୍ଷାରେ ପ୍ରମୁଖ ଭୂମିକା ନେଉଛି। ଏହି ଅଭିଯାନରେ ୫,୦୦୦…

4 years ago

ସଚ୍ଚୋଟଙ୍କୁ ଠକ ନାହିଁ

କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ବ୍ୟାପିବା ପରେ ଋଣ କିସ୍ତି ପଇଠ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ମୋରାଟୋରିୟମ୍‌ ଘୋଷଣା କରିଥିଲେ। ଏହି ସମୟରେ ବ୍ୟାଙ୍କଗୁଡ଼ିକ…

4 years ago

ପ୍ରାଣୀ ହିଂସାର ନିଚ୍ଛକ ଛବି

ମାନେକା ଗାନ୍ଧୀ ଇୟାନ କ୍ରଫ୍ଟନ୍‌ଙ୍କ ‘ଏ କ୍ୟୁରିୟସ୍‌ ହିଷ୍ଟ୍ରି ଅଫ୍‌ ଫୁଡ୍‌ ଆଣ୍ଡ୍‌ ଡ୍ରିଙ୍କ୍‌’ ବହି ମୁଁ ପଢୁଛି। ଏହାକୁ ଯେତେ ଅଧିକ ପଢୁଛି ମୋ ମନ…

4 years ago

ସାଂଖ୍ୟ ଦର୍ଶନର ମୂଳତତ୍ତ୍ୱ

ଡା. ଗୋପାଳ ଚନ୍ଦ୍ର ଦାଶ ସାଂଖ୍ୟ ଦର୍ଶନର ରଚୟିତା ମହର୍ଷି କପିଳ। ଭାରତୀୟ ଦର୍ଶନରେ ସାଂଖ୍ୟ ଦର୍ଶନ ସବୁଠାରୁ ପ୍ରାଚୀନତମ। କର୍ଦ୍ଦମ ମୁନୀ ଓ ଦେବହୁତିଙ୍କ ଗର୍ଭରୁ…

4 years ago

କୃଷ୍ଣଗହ୍ବର ଗବେଷଣାକୁ ନୋବେଲ

ଡ. ଗୌରୀଶଙ୍କର ସାହୁ ଅକ୍ଟୋବର ୬ ତାରିଖରେ ରୟାଲ ସ୍ବିଡିସ ଏକାଡେମୀ ଅଫ୍‌ ସାଇନ୍ସର ମହାସଚିବ ପ୍ରଫେସର ଗୋରାନ ହାନ୍‌ସନ୍‌ ଏ ବର୍ଷ ପଦାର୍ଥ ବିଜ୍ଞାନ ପାଇଁ…

4 years ago