ସମ୍ପାଦକୀୟ

ଏଇ ଭାରତରେ

‘ଜୟ ଜବାନ, ଜୟ କିଷାନ’ ସ୍ଲୋଗାନ୍‌ର ଗଭୀରତାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଛନ୍ତି ରାଜସ୍ଥାନର କୃଷକ ବବ୍‌ଲୁ ଚୌଧୁରୀ। ଏହାର ଗୁରୁତ୍ୱକୁ ସେ ସାଧାରଣରେ ପ୍ରତିପାଦିତ କରିଛନ୍ତି।…

5 years ago

ସମ୍ପାଦକୀୟ/ ବାଉଳା ବିକାଶ

ନୀତି ଆୟୋଗ ପକ୍ଷରୁ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ସୂଚକାଙ୍କ ୨୦୧୯-୨୦କୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅମିତାଭ କାନ୍ତ ୩୦ ଡିସେମ୍ବରରେ ଉନ୍ମୋଚନ କରିଛନ୍ତି।…

5 years ago

ଏସିଆର ଆଗାମୀ ଦଶନ୍ଧି

ଶରତ ଚନ୍ଦ୍ର ମିଶ୍ର ଗତ କେତେବର୍ଷ ହେଲା ଏସିଆରେ ଅଭୂତପୂର୍ବ ପ୍ରଗତି ଘଟିଛି। ପ୍ରାୟ ୬୦୦ ନିୟୁତ ବ୍ୟକ୍ତିଙ୍କୁ ଗୋଟିଏ ପିଢ଼ିରେ ଦାରିଦ୍ର୍ୟରୁ ରକ୍ଷା କରିବାରେ ଚାଇନାର…

5 years ago

ମୁଁ ଓଡ଼ିଶାକୁ ଜଗିଛି

ଦିଲୀପ ଦାଶଶର୍ମା ୧୯୦୩ ମସିହା ଆଜିର ଦିନରେ ମୋର ଜନ୍ମ ହୋଇଥିଲା। ମୋ ଜନ୍ମର ମୁଖ୍ୟ କାରଣ ଥିଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରି ଏକ…

5 years ago

ଏଇ ଭାରତରେ

ସମାଜରେ କିଛି ଲୋକ ସାମାନ୍ୟ ବିଫଳତାରେ ଭାଙ୍ଗି ପଡୁଥିବାବେଳେ କିଛି ଲୋକ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଉଦାହରଣ ସୃଷ୍ଟି କରିଥାନ୍ତି। ସେମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର…

5 years ago

ଅବସର ପରେ

ଭାରତବର୍ଷରେ କୌଣସି ବ୍ୟକ୍ତି ପଦପଦବୀ ହାସଲ କଲା ପରେ ତାଙ୍କ ଦୃଷ୍ଟି ଅବସର ପରବର୍ତ୍ତୀ ସମୟ ଉପରେ ପଡ଼ିଥାଏ। ସେଥିପାଇଁ ଅନେକ ନ୍ୟାୟାଧୀଶ ନିଜ କର୍ମମୟ ଜୀବନ…

5 years ago

ଝିଅର ନଖ ଓ ଦାନ୍ତ

ସୌମ୍ୟା ସାରସ୍ବତା ପଣ୍ଡା ଝିଅଟା ଏତେ ବେଳ ଯାଏ ଆସିନି! କହୁଥିଲି, ତାକୁ ଜୁଡୋ-କରାଟେ ଶିଖେଇବା। ଦରକାର ବେଳେ କାମରେ ଆସିବ। ବ୍ୟସ୍ତ ହୋଇ ସୁମତି ଦାଣ୍ଡବାରି…

5 years ago

ଶୀତ ଆମ ମିତ

ଡା. ବାସୁଦେବ ପ୍ରଧାନ ଆମ ଦେଶରେ ବାର ମାସରେ ଛଅ ଋତୁ ଦେଖିବାକୁ ମିଳେ। ଜଳବାୟୁର ପରିବର୍ତ୍ତନ କାରଣରୁ ଋତୁମାନେ ନିଜ ନିଜର ଚରିତ୍ର ବଦଳେଇଲେଣି। ତେଣୁ…

5 years ago

ଏଇ ଭାରତରେ

ତାମିଲନାଡୁ ଥୁଥିକୋଡିର ‘ସୁଶୀଲ କୁମାର ବ୍ୟୁଟି ହେୟାର ସେଲୁନ’ ଦେଶର ସବୁ ସହରରେ ଥିବା ସେଲୁନଠାରୁ ଟିକେ ଭିନ୍ନ। ଗ୍ରାହକମାନଙ୍କୁ ସ୍ମାର୍ଟଫୋନଠାରୁ ଦୂରେଇ ରଖିବାରେ ଏହି ସେଲୁନ୍‌ର…

5 years ago

ଇତିହାସରୁ ଶିଖିଲୁ ନାହିଁ

ଆକାର ପଟେଲ ଭାରତରେ ଆଜିକାର ଦିନଗୁଡ଼ିକ ଆମକୁ ବିଭାଜନ ପର୍ଯ୍ୟନ୍ତ ନେଇଯାଇଥିବା ଦିନଗୁଡ଼ିକ କିପରି ଥିଲା ତାହା ଜଣାଇ ଦେଉଛି। ଲୋକମାନେ ଧର୍ମ ଭିତ୍ତିରେ ସେମାନଙ୍କ ରାଜନୀତି…

5 years ago