ସମ୍ପାଦକୀୟ

ଦଲାଲଙ୍କ ଶାସନ

ବିପିନ ବିହାରୀ ମିଶ୍ର ବର୍ତ୍ତମାନ ଦଲାଲଙ୍କ ଉପରେ ଚଢ଼ଉ ଚାଲିଛି। ବିଶେଷତଃ ପରିବହନ କାର୍ଯ୍ୟାଳୟ ଓ ଡାକ୍ତରଖାନାରେ। ଏ ଦୁଇଟି ସ୍ଥାନରେ ଅନେକେ ଶୋଷିତ ହୋଇଛନ୍ତି ଓ…

5 years ago

ଶିକ୍ଷକଙ୍କ ସପକ୍ଷରେ

ଡ. କୁଳାଙ୍ଗାର ସକାଳୁ ସକାଳୁ ସିଏ ହାତରେ ଠେଙ୍ଗାଟିଏ ଧରି ଦୁଇ ଅକ୍ଷରୀ ଶ୍ଲୋକ ଉଚ୍ଚାରଣ ପୂର୍ବକ ଲେଖକଙ୍କ ଘରେ ପହଞ୍ଚତ୍ଲା ଏବଂ ବିଦ୍ୟାଳୟର ନାନା ଅବ୍ୟବସ୍ଥା…

5 years ago

ଏଇ ଭାରତରେ

ପାଞ୍ଚଟି ଗାଁରେ୧୪ ବର୍ଷ ପରେ ସ୍କୁଲ ଖୋଲାଯିବା ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ରେ। ବିଜାପୁର ଜିଲାରେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳରେ ରହିଥିବା ପାଞ୍ଚଟି ଗାଁରେ ଏବେ…

5 years ago

ମଣିଷଠାରୁ ବୁଦ୍ଧିଆ ଡଲ୍‌ଫିନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଏଇ ନିକଟରେ ମୁଁ ୧୦୦ ଦୂରଦୃଷ୍ଟିସମ୍ପନ୍ନ ଜ୍ଞାନୀ, ଗବେଷକ ଓ ଉଦ୍ଭାବକମାନଙ୍କ ସମ୍ମିଳନୀରୁ ଫେରିଛି। ଡେଲ୍‌ଫି, ଗ୍ରୀସ୍‌ଠାରେ ଅନୁଷ୍ଠିତ ସମ୍ମିଳନୀକୁ ମୁଁ…

5 years ago

ଆମ ଶିଶୁ୍‌: ନା ଭାଗ୍ୟବାନ୍‌ ନା ଆୟୁଷ୍ମାନ୍‌

ଡ. ରମେଶ ଚନ୍ଦ୍ର ପରିଡ଼ା ୨୦୨୪ ମସିହା ବେଳକୁ ଭାରତ ଏକ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ଆମ ପ୍ରଧାନମନ୍ତ୍ରୀ ଆଶା ବାନ୍ଧିଛନ୍ତି।…

5 years ago

ଶିକ୍ଷା ବ୍ୟବସାୟ

ବିଚିତ୍ର ବିଶ୍ୱାଳ ଜନସାଧାରଣଙ୍କ ପାଇଁ ଉଚ୍ଚମାନର ଶିକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଇବା ଜନକଲ୍ୟାଣକାରୀ ସରକାରଙ୍କ ମୁଖ୍ୟ ଦାୟିତ୍ୱ। କିନ୍ତୁ ଆମ ଦେଶର ସରକାର ଧୀରେ ଧୀରେ ଶିକ୍ଷା…

5 years ago

ଏଇ ଭାରତରେ

ପାଞ୍ଚଶହ ବର୍ଷର ପୁରୁଣା ଅଯୋଧ୍ୟା ମାମଲାର ଏ୍ୟତିହାସିକ ରାୟ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଦାନ କରିବା ପରେ ଦେଶରେ ଭାଇଚାରାର ଛବି ପଦାକୁ ଆସିଛି। ଶାନ୍ତିପୂଣ୍ଣର୍ର୍ ଭାବେ ଦୁଇ…

5 years ago

ସମ୍ପାଦକୀୟ/ କାଗଜ ଓ କଦଳୀ ପଟୁଆ

ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ଐତିହ୍ୟ ବହନ କରୁଛି ବାଲିଯାତ୍ରା। କାର୍ତ୍ତିକ ପୂର୍ଣ୍ଣମୀରେ ନଦୀ ଓ ପୁଷ୍କରିଣୀରେ ଡଙ୍ଗା ଭସାଇ ଅତୀତର ସ୍ମୃତିକୁ ମନେପକାଯାଉଛି। ପୂର୍ବରୁ ଥର୍ମୋକୁଲ ନିର୍ମିତ…

5 years ago

ବିଚାରପତି ନିଯୁକ୍ତି ଓ କଲେଜିୟମ୍‌

ସୁରେନ୍ଦ୍ର କୁମାର ମିଶ୍ର ବର୍ତ୍ତମାନ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଉପରେ ଅନେକ ଆଲୋଚନା ବିଭିନ୍ନ ସ୍ତରରେ ହେଉଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏ ପ୍ରସଙ୍ଗକୁ ନେଇ ଅଚଳାବସ୍ଥା…

5 years ago

ଦିଲ୍ଲୀ ପ୍ରଦୂଷଣ ଓ ପ୍ରତିକାର

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା କ୍ଷେତରେ ନଡ଼ା ନ ପୋଡ଼ିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କୁଇଣ୍ଟାଲ ପ୍ରତି ୧୦୦ ଟଙ୍କା ବା କିଲୋପ୍ରତି ୧ ଟଙ୍କା ପ୍ରୋତ୍ସାହନ ରାଶି…

5 years ago