ସମ୍ପାଦକୀୟ

ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଡେମି-ଅଫିସିଆଲ(ଡିଓ) ଚିଠି ପଠାଇବାର ଅନେକ ଦଶନ୍ଧିର ପୁରୁଣା ଅଭ୍ୟାସକୁ ଉଜାଗର କରିଛନ୍ତି। ବାବୁ ସାମ୍ରାଜ୍ୟର ଆଭ୍ୟନ୍ତରୀଣ କାର୍ଯ୍ୟ ସହ ଜଡ଼ିତ ଥିବା ଭାରତୀୟମାନେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମନେକରନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ...

ଏଇ ଭାରତରେ

ପଞ୍ଜାବର ଭଟିଣ୍ଡା ଜିଲାର ବାଲୋ ଗାଁର ବୟସ୍କମାନେ ସେମାନଙ୍କ ପରିଚୟ ନିଶ୍ଚିତ କରିବାକୁ ଆଉ ଟିପଚିହ୍ନ ଦେଉନାହାନ୍ତି। ସେମାନେ ସାକ୍ଷର ହୋଇ ପଞ୍ଜାବୀ କିମ୍ବା ଇଂଲିଶରେ ଦସ୍ତଖତ କରିପାରୁଛନ୍ତି। ବୟସ୍କମାନେ ପିଲାଙ୍କ ଭଳି ପ୍ରତିଦିନ ସ୍କୁଲକୁ ଯାଉଛନ୍ତି, ଯାହାର ନାମ...

ପ୍ରଦୂଷଣ ଭୟାବହତା

ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳରେ କିଛିଦିନ ତଳେ ପ୍ରଦୂଷଣ ସାଂଘାତିକ ସ୍ଥିତିରେ ପହଞ୍ଚତ୍ବା ପରେ ଏହାର ପ୍ରତିକାର ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି। ଶୀତକାଳୀନ କୁହୁଡ଼ି ସହ ପ୍ରଦୂଷଣ ଏକ ପ୍ରକାର ଭୟଙ୍କର ପରିବେଶ ସୃଷ୍ଟି କରିଛି। ଦିଲ୍ଲୀ,...

ବିମୁଦ୍ରୀକରଣର ଆଠବର୍ଷ ପରେ

ଆଜକୁ ଠିକ୍‌ ୮ ବର୍ଷ ତଳେ ସରକାର ବିମୁଦ୍ରୀକରଣ ପଦକ୍ଷେପ ନେଇ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଥିଲେ। ଏହା ଦୁର୍ନୀତି ଓ କଳାଟଙ୍କାର ବିଲୋପ ଘଟାଇବ, ଜାଲ୍‌ ନୋଟ୍‌ କାରବାର ରୋକିବ ବୋଲି କୁହାଯାଇଥିଲା। ପରେ...

ସୌରଶକ୍ତିର ଉଜ୍ଜ୍ୱଳ ଭବିଷ୍ୟତ

ଜୈବ ଇନ୍ଧନ ଶକ୍ତିରୁ ସ୍ବଚ୍ଛ ବା ସବୁଜ ଶକ୍ତିକୁ ପରିବର୍ତ୍ତନର ଧାରାରେ ସୌରଶକ୍ତି ଆଗୁଆ ରହିଆସିଛି। ଜଳବାୟ, ଜୀବନ ଧାରଣ ଏବଂ ଶକ୍ତି ସୁରକ୍ଷା ପାଇଁ ଏହା ଅଧିକ ଲାଭଦାୟକ ହୋଇଆସିଛି। ଗତ ଦଶନ୍ଧିରେ ଏହାର ହାରାହାରି ବାର୍ଷିକ ଅଭିବୃଦ୍ଧି...

ଲକ୍ଷ୍ୟହୀନ ଯୋଜନା

୧୯୮୦ରୁ ଆମ ଦେଶରେ ଗରିବଙ୍କ ଅର୍ଥନୈତିକ ଉନ୍ନତି ଏବଂ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଶତାଧିକ ଗୋଷ୍ଠୀଗତ ଓ ବ୍ୟକ୍ତିଗତ ସହାୟତା ଯୋଜନା ହୋଇସାରିଛି। ଯୋଜନା ଆରମ୍ଭରୁ ଏ ପର୍ଯ୍ୟନ୍ତ କରାଯାଇଥିବା ସମସ୍ତ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ହିତାଧିକାରୀଙ୍କ ସଂଖ୍ୟାକୁ...

ଆନନ୍ଦ ଅନ୍ବେଷଣରେ

ଗୋଟିଏ ଫୁଲ ବଗିଚାରେ ଅନେକ ରଙ୍ଗର ବିଭିନ୍ନ ପ୍ରକାରର ଫୁଲ ଫୁଟିଥାଏ। ଗୋଲାପ, ଲିଲି, ସୂର୍ଯ୍ୟମୁଖୀ, ଚମ୍ପା ଏହିପରି ଅନେକ ଫୁଲର ବାସ୍ନାରେ ବଗିଚାଟି ହସିଉଠୁଥିଲା। ଦିନେ ଗୋଲାପ ଫୁଲଟିଏ ସୂର୍ଯ୍ୟମୁଖୀ ଫୁଲକୁ କହିଲା ଜାଣିବା ଅର୍ଥ ବଞ୍ଚତ୍ବା। ବଞ୍ଚୁଛୁ...

ଦୁଇ ବୈଦିକ ବିଦ୍ୱାନ୍‌

ହିନ୍ଦୁ ପୁରାଣ ଅନୁଯାୟୀ, ବେଦକୁ ମହିଳା ଏବଂ ନୀଚଜାତି ନିକଟରେ ପହଞ୍ଚାଇବା ପାଇଁ ସାଧୁମାନେ କାହାଣୀସବୁ କହିଥିଲେ, ଯାହା ପଞ୍ଚମ ବେଦ ଭାବେ ପରିଚିତ। ଏହି ପଞ୍ଚମ ବେଦରେ ମହାଭାରତ, ରାମାୟଣ ଏବଂ ବହୁ ଲିଖିତ ପୁରାଣ ରହିଛି। ରାମାୟଣରେ...

ବିଷାକ୍ତ କାର୍ଯ୍ୟ ସଂସ୍କୃତି

ଏକ ଘରୋଇ କମ୍ପାନୀର ଅଫିସ ଚାକିରିରେ ଅତ୍ୟଧିକ କାର୍ଯ୍ୟ କରିବା କାର୍ଯ୍ୟସ୍ଥଳର ବିଷାକ୍ତ ସଂସ୍କୃତିକୁ ପ୍ରଦର୍ଶିତ କରିଥାଏ; ଏହି ସଂସ୍କୃତି ଜଣେ ବ୍ୟକ୍ତିର ଜୀବନ ନେଇପାରେ କି ? ନିଃସନ୍ଦେହ ଏହା ଏକ ଗମ୍ଭୀର ପ୍ରଶ୍ନ? ବାସ୍ତବରେ ପୂର୍ବେ ଏହାର...

ମହାକାଶ ପର୍ଯ୍ୟଟନ

ମହାକାଶ ପର୍ଯ୍ୟଟନ ସମସ୍ତ ଦୁଃସାହସିକ ଅଭିଯାନଠାରୁ ଅନେକ ପାଦ ଆଗରେ। ମହାକାଶରେ ମହାକାଶଚାରୀଙ୍କ ଅନୁଭୂତି ସାଉଁଟିବା ପାଇଁ ଉଦ୍ଦିଷ୍ଟ। ଯଦିଓ ଏପରି ଅନୁଭୂତି ଜୀବନରେ ଏକକ ବା ଅନନ୍ୟ, କିନ୍ତୁ ଏହା ଅତ୍ୟଧିକ ବିପଦସଙ୍କୁଳ ଓ ବ୍ୟୟସାପେକ୍ଷ। ଚିତ୍ତ ବିନୋଦନ...

ଅପରାଧୀଙ୍କୁ ଘୋଡ଼ାଉଛି ଏସ୍‌ସିବି

ନିକଟରେ ଓଡ଼ିଶାର ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଏକ ରାଗିଂ ଘଟଣାରେ ୫ ଜଣ ଛାତ୍ରଙ୍କୁ ହଷ୍ଟେଲରୁ ତଡ଼ିଦିଆଯିବା ସହ ୬ ମାସ ପାଇଁ ସେମାନଙ୍କୁ କ୍ୟାମ୍ପସ ବାହାରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।...

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ ଜାଳି ଆଲୋକ ପାଇଲା। ଗୁମ୍ଫା ମୁହଁରେ ନିଆଁ ଜାଳି ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri