ସମ୍ପାଦକୀୟ

ଏଇ ଭାରତରେ

ନିଯୁକ୍ତି ଅଭାବ ଏକ ପ୍ରମୁଖ ସମସ୍ୟା ହୋଇଥିବାବେଳେ ଏବେ ବହୁ ଉଚ୍ଚ ଡିଗ୍ରୀଧାରୀ କୃଷି କିମ୍ବା ଏହା ସମ୍ପର୍କିତ କ୍ଷେତ୍ରରେ ରୋଜଗାର ସୃଷ୍ଟି କରିବାରେ ଉଦାହରଣ ପାଲଟିଛନ୍ତି । ବେଙ୍ଗାଲୁରୁର ହାସନ ଚୈତନ୍ୟ ଏମ୍‌ବିଏରେ ଡିଗ୍ରୀ ହାସଲ କରି ଜୈବିକ...

ଏଇ ଭାରତରେ

ତିନି ବନ୍ଧୁ ଗ୍ରାମୀଣ ଅଞ୍ଚଳର ରୋଗୀମାନଙ୍କୁ ମାତ୍ର ୧ ଟଙ୍କାରେ ଇ-କ୍ଲିନିକ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବାର ବ୍ୟବସ୍ଥା କରିଛନ୍ତି। ଆଙ୍କାଶ ଟଣ୍ଡନ ଏବଂ ତାଙ୍କର ଦୁଇ ବନ୍ଧୁ ସକେତ ଆସତି ଓ ଅଙ୍କୁର ଚୌରାସିଆ ଡିଗିକ୍ୟୁରେ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ବିଦ୍ୟାଳୟ ଶିକ୍ଷାର ସ୍ଥିତି

ରବିନାରାୟଣ ସାମଲ   ଦେଶର ସରକାରୀ ବିଦ୍ୟାଳୟରେ ୨୦୧୮-୧୯ରେ୧୦ଲକ୍ଷ୮୩ହଜାର ଛାତ୍ରୀଛାତ୍ର ଥିଲା ବେଳେ ୨୦୨୦-୨୧ରେ ଏହା ହ୍ରାସ ପାଇ୧୦ ଲକ୍ଷ ୩୨ ହଜାରରେ ପହଁଞ୍ଚିଛି । ଅନ୍ୟ ପକ୍ଷରେ ଘରୋଇ ବିଦ୍ୟାଳୟରେ ୨୦୧୮-୧୯ରେ ୩ ଲକ୍ଷ ୨୫ ହଜାର ଛାତ୍ରୀଛାତ୍ର...

ସହାସ୍ୟ ଜୀବନ

ଇଂ. ସଚ୍ଚିଦାନନ୍ଦ ନନ୍ଦ   ବିରସ ବଦନ ରହିବା ବା ଦେଖିବାକୁ କେହି ପ୍ରାୟ ଭଲ ପାଆନ୍ତି ନାହିଁ। ମାତୃଗର୍ଭରୁ ଯିଏ ଯେତିକି ସୁନ୍ଦର ହୋଇ ଜନ୍ମ ହୋଇଛି ତା’ ସୌନ୍ଦର୍ଯ୍ୟ କିଛି ମାତ୍ରାରେ ବଢ଼ି ଯାଏ ସହାସ୍ୟ ଜୀବନଯାପନ...

ଇଏସ୍‌ଜି ରେଟିଂର ଆବଶ୍ୟକତା

ହାଜେଲ ଇଲାଙ୍ଗୋ   ମୋର୍ଗାନ ଷ୍ଟାନ୍‌ଲେ କ୍ୟାପିଟାଲ ଇଣ୍ଟରନ୍ୟାଶନାଲ ବା ଏମ୍‌ଏସ୍‌ସିଆଇ ଏକ ଫାର୍ମ ଯାହା ନିବେଶ ତଥ୍ୟ ଏବଂ ଆନାଲିଟିକ ସର୍ଭିସ ନିବେଶକଙ୍କୁ ଯୋଗାଇଦିଏ। ଏହା ପରିବେଶ, ସାମାଜିକ ଓ ଶାସନ ରେଟିଂ(ଇଏସ୍‌ଜି ରେଟିଂ)ର ସବୁଠୁ ପ୍ରଭାବଶାଳୀ ନିୟନ୍ତ୍ରକ।...

କଳା ପାଇଁ ବିପତ୍ତି

କଶ୍ମୀର ପଣ୍ଡିତମାନଙ୍କ ନିର୍ଯାତନା ଏବଂ ସେମାନଙ୍କ ସଂଘର୍ଷକୁ ନେଇ କଶ୍ମୀର ଫାଇଲ୍ସ ସିନେମା ପ୍ରସ୍ତୁତ ହୋଇଥିଲା ବୋଲି କୁହାଯାଉଛି। ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ସିନେମା ଅତ୍ୟନ୍ତ ବିବାଦୀୟ ହୋଇଯାଇଥିଲା। ସମାଲୋଚକଙ୍କ ଅନୁସାରେ ଏହି ସିନେମା ଜନମତକୁ ପ୍ରଭାବିତ...

ସମୁଦ୍ର ମାଡ଼ିଆସିବ

‘ବାଇଶି ପାହାଚେ ଖେଳିବ ମୀନ’ ଏକଥା ମାଳିକାରେ ଲେଖା ଅଛି। ଅର୍ଥାତ୍‌ ଶ୍ରୀମନ୍ଦିର ଭିତର ଯାଏ ସମୁଦ୍ର ପାଣି ମାଡ଼ି ଆସିବ ବୋଲି ମାଳିକାରେ ବର୍ଣ୍ଣନା ଅଛି। ଏହା ଏକ ଭବିଷ୍ୟତ ବାଣୀ ହୋଇପାରେ। ପାଞ୍ଚଶହ ବର୍ଷ ପୂର୍ବରୁ ଏପରି...

କୃତ୍ରିମ ବୁଦ୍ଧିର ଆତଙ୍କ ଅଯୌକ୍ତିକ

ଲୋକେ କହୁଛନ୍ତି କୃତ୍ରିମ ବୁଦ୍ଧି (କୃବୁ) (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା ଏଆଇ) ମଣିଷକୁ ଖତମ କରିଦେବ। କୃବୁ ଗବେଷଣାରେ ଲାଗିଥିବା କେତେକ ବୈଜ୍ଞାନିକ ବି ଏ ଆଶଙ୍କା କରୁଛନ୍ତି। ୧୯୫୦ ଦଶକରେ ଏ ପଦ ବା ଶବ୍ଦର ସୃଷ୍ଟି, ସେତେବେଳେ...

ଏଇ ଭାରତରେ

ବିହାରର ସମସ୍ତିପୁରରେ ଭାଇ ଏବଂ ଭଉଣୀ ମଧ୍ୟରେ ଥିବା ନିବିଡ଼ ସ୍ନେହର ଏହା ଏକ ଉଦାହରଣ ପାଲଟିଛି। ସାତ ଫେରା ନେବା ପରେ ମଧ୍ୟ ଭଉଣୀ ଶାଶୁ ଘରକୁ ଯିବାକୁ ମନା କରିଦେଇଛନ୍ତି। ଏହି ଘଟଣା ସମସ୍ତିପୁର ଜିଲାର ମୁଫାସିଲ...

ଏଇ ଭାରତରେ

ଦସ୍ୟୁ ରତ୍ନାକର ବାଲ୍ମୀକି ହେବା ଭଳି ନାଗାଲାଣ୍ଡର ରୁଭୁତୋ ବେଲ୍‌ହୋ ଶିକାର ଛାଡ଼ି ପ୍ରାଣୀ ସଂରକ୍ଷକ ପାଲଟିିଯାଇଛନ୍ତି। ପିଲାଟି ଦିନରୁ ଶିକାର ସହ ଅଭ୍ୟସ୍ତ ରହି ବହୁ ଜୀବଙ୍କୁ ହତ୍ୟା କରିଥିବା ବେଲ୍‌ହୋ ପ୍ରାଣୀ ଉଦ୍ଧାର କାର୍ଯ୍ୟରେ ଲିପ୍ତ ରହିଛନ୍ତି।...

ରାଷ୍ଟ୍ର ଉତ୍ଥାନର ମନ୍ତ୍ର

ଉପେନ୍ଦ୍ର ବିଶ୍ୱାଳ   ଅନେକ ସମୟରେ ଆନ୍ଦୋଳିତ ହୋଇଉଠେ ମନ। ପ୍ରଶ୍ନ ଆସେ ମନରେ। କ୍ଷୁଦ୍ରାତି-କ୍ଷୁଦ୍ର ପିମ୍ପୁଡ଼ି ପରି ଦେଶ ହସ୍ତୀସମ ବିଶାଳ ଆମ ଭାରତ ଅପେକ୍ଷା କିପରି ଏତେ ଅଗ୍ରଣୀ। ବୈଭବରେ ଭରା ଥିବା ଭୂଖଣ୍ଡ, ଯିଏକି ସମୃଦ୍ଧିର...

ଓଡ଼ିଶାରେ ଶ୍ରମିକ ଆନ୍ଦୋଳନ

ଡ. ସମୀର କୁମାର ନନ୍ଦ   ବିଶ୍ୱରେ ସମସ୍ତ ଖଟିଖିଆ ଶ୍ରମିକଙ୍କୁ ଏକଜୁଟ ହୋଇ ଅଧିକାର ପାଇଁ ଲଢ଼ିବା ଲାଗି ସର୍ବପ୍ରଥମେ ଜର୍ମାନୀର ବିଶିଷ୍ଟ ଦାର୍ଶନିକ ମହାମନୀଷୀ କାର୍ଲମାର୍କ୍ସ (୧୮୧୮-୧୮୮୩) ଆହ୍ବାନ କରିଥିଲେ। ଆଜି ଯଦି ଭାରତରେ ଶ୍ରମିକଗୋଷ୍ଠୀ ବଳଶାଳୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri