ସମ୍ପାଦକୀୟ

ଖାଉଟିଙ୍କୁ ଲୁଟୁଛନ୍ତି ପରିବା ବେପାରୀ

ବର୍ତ୍ତମାନର ବଜାରକୁ ଦେଖିଲେ ପୂର୍ବପରି ପକେଟରେ ପଇସା ପୂରାଇ ବ୍ୟାଗ୍‌ରେ ଆଉ ପନିପରିବା କିଣିହେବ ନାହିଁ। ସର୍ବନିମ୍ନ ସାରୁଠାରୁ ଛଞ୍ଚିଣା, ଜହ୍ନିଠାରୁ ଲଙ୍କା, ବାଇଗଣଠାରୁ କଲରା ସବୁର ଅମୂଲ ମୂଲ ବଜାର ଚଢ଼ା ରେଟ୍‌। ବଜାର ଦରରେ ଏବେ ଯେମିତି...

ଏଇ ଭାରତରେ

ଫୁଟ୍‌ପାଥ ସ୍କୁଲ ବିଷୟରେ କେବେ ଶୁଣିଛନ୍ତି କି? ଏମିତିକା ସ୍କୁଲ ଏବେ ଚାଲିଛି ଗାଜିଆବାଦରେ। ଏନ୍‌ଟିପିସିରୁ ଅବସର ନେବା ପରେ ନିରଜା ସାକ୍‌ସେନା ଏହି ସ୍କୁଲ ଚଳାଉଛନ୍ତି। ଲକ୍‌ଡାଉନ ସମୟରେ ଏଭଳି ଫୁଟ୍‌ପାଥ ସ୍କୁଲ ଚଳାଇବା ଲାଗି ନିରଜା ନିଷ୍ପତ୍ତି...

ମଣିପୁର ଭାରତରେ ଅଛି ତ

ବିଚିତ୍ର ବିଶ୍ୱାଳ   ମଣିପୁର ହିଂସାରେ ପ୍ରତିଦିନ ଲୋକ ମରୁଛନ୍ତି। ଗତ ଦୁଇମାସରୁ ଊର୍ଦ୍ଧ୍ୱହେବ ମଣିପୁର ଜଳୁଛି। ସ୍ବାଧୀନତା ପରେ ଅଶୀ ଦଶକରେ ହୋଇଥିବା ହିନ୍ଦୁ-ଶିଖ୍‌ ଦଙ୍ଗା ପରେ ସଂପ୍ରତି ମଣିପୁରର ଦଙ୍ଗା ଦେଶ ଭିତରେ ସବୁଠୁ ବଡ଼ ହିଂସା...

ମାଗଣାରେ କିଛି ମିଳେନି

ସତ୍ୟବ୍ରତ ପାଣିଗ୍ରାହୀ   ଦୈନିକ ଇଂରାଜୀ ଖବରକାଗଜର ସମ୍ପାଦକୀୟ ପୃଷ୍ଠାରେ ‘ମାଗଣା ବଣ୍ଟନର ଅର୍ଥନୀତି’କୁ ନେଇ ଏକ ଆଲେଖ୍ୟ ପ୍ରକାଶିତ ହୋଇଥିଲା। ସେଥିରେ ଗୋଟିଏ ଗଳ୍ପ ସାହାଯ୍ୟରେ ବୁଝାଯାଇଛି ଯେ, ମାଗଣାରେ କିଛି ବି ମିଳେନି। ପ୍ରତ୍ୟେକ ଜିନିଷର କିଛି...

ବୈଦିକ ଯୁଗର ସିରିଏଲ୍‌ କିଲର

ଚାରି ବେଦ ମଧ୍ୟରେ ସାମ ବେଦ ଅନ୍ୟତମ। ଏହି ବେଦର ଗଦ୍ୟ ବିଭାଗ ହେଉଛି ଜୈମିନୀୟ ବ୍ରାହ୍ମଣ। ଆଜକୁ ୨୮୦୦ ବର୍ଷ ପୂର୍ବେ ଏହା ରଚନା କରାଯାଇଥିଲା। ଏଥିରେ ଯବକ୍ରିର କାହାଣୀ ଦେଖିବାକୁ ମିଳେ। ଯବକ୍ରି ହେଉଛି ହିନ୍ଦୁ ପୁରାଣଶାସ୍ତ୍ରରେ...

ଏଇ ଭାରତରେ

୧୨ ବର୍ଷ ବୟସରେ ବୋନ୍‌ କ୍ୟାନ୍‌ସରରେ ପୀଡ଼ିତ ହୋଇ ବି ହାର୍‌ ମାନିନାହାନ୍ତି ଉତ୍ତରପ୍ରଦେଶର ସନ୍ଦୀପ କୁମାର। ଗ୍ରାମୀଣ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ଆବଶ୍ୟକତାକୁ ଉପଲବ୍ଧି କରି ସେ ସେଠାରେ ଏହାକୁ ପହଞ୍ଚାଇବାରେ ଲାଗିଛନ୍ତି। ଏହି କାର୍ଯ୍ୟ ସେ ନିଆରା ଢଙ୍ଗରେ...

ଦୁର୍ବଳ ପୁଟିନ

ନିକଟ ଭବିଷ୍ୟତରେ ରୁଷିଆ-ୟୁକ୍ରେନ ଯୁଦ୍ଧର ଅବସାନ ଘଟିବା ଆଦୌ ସମ୍ଭାବନା ନ ଥିବାବେଳେ ରୁଷିଆର ୱାଗନର ଗ୍ରୁପ ନାମକ ଏକ ଘରୋଇ ସେନାବାହିନୀ ହଠାତ୍‌ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରି ଦକ୍ଷିଣାଞ୍ଚଳ ସହର ରୋଷ୍ଟଭଅନ-ଡନକୁ ଦଖଲ କରିବା ସହ...

ସଙ୍କଟରେ ସବୁଜିମା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ବସ୍ତୁବାଦୀ ଜୀବନଶୈଳୀ ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛି ଉଦ୍ଭିଦ ଜଗତ ବା ସବୁଜିମା। ପୃଥିବୀରେ ବାର୍ଷିକ ଲୋପପାଇବାରେ ଲାଗିଛି ହାରାହାରି ପ୍ରାୟ ଦଶ ନିୟୁତ ହେକ୍ଟର ଅରଣ୍ୟ। ଏକଥା ସତ୍ୟ ଯେ ସାମାଜିକ...

ଉପେକ୍ଷିତ ସେନା

ଆଜି ସେନାରେ ପ୍ରବଳ ମାତ୍ରାରେ ମାନବ ସମ୍ବଳର ଅଭାବ ଦେଖାଦେଲାଣି। ମନେପଡ଼େ ଅର୍ଦ୍ଧଶତାବ୍ଦୀର କିଛି ବର୍ଷ ପୂର୍ବେ ଭୁବନେଶ୍ୱର ଭଳି ଜାଗାରେ ଆର୍ମି ରିକ୍ରୁଟ୍‌ମେଣ୍ଟ ପରୀକ୍ଷା ସମୟରେ ଅନେକ ଦିନ ଧରି ଯୁବକମାନଙ୍କ ଭିଡ଼ ଲାଗି ରହୁଥିଲା। ଏପରିକି ସେହି...

ରାଜ୍ୟ କରୁ ଜନଗଣନା

ଯାହା କରିପାରିଲା ଚାଇନା, ଇଂଲଣ୍ଡ ଓ ଆମେରିକା ତାହା କରିବାରେ ଭାରତ ସକ୍ଷମ ହେଉନାହିଁ। ଏଭଳି ଅନେକ କାର୍ଯ୍ୟ ଅଛି ଯାହା ଭାରତ ସରକାର କରିବାରେ ଅକ୍ଷମ ବା ଅନିଚ୍ଛୁକ। ଉଦାହରଣ ସ୍ବରୂପ, ଜନଗଣନା ଏହି ଦେଶରେ ୨୦୨୧ ମସିହାରେ...

ଏଇ ଭାରତରେ

ସହରର ଡମ୍ପୟାର୍ଡ କଥା ଶୁଣିଲେ ଲୋକେ ନାକ ଟେକନ୍ତି। ସେହି ପୂତ୍ତିଗନ୍ଧମୟ ସ୍ଥାନ ବାଟ ଦେଇ ଯିବାକୁ ଘୃଣା କରନ୍ତି। କିନ୍ତୁ ମାଙ୍ଗାଲୋର ବାସିନ୍ଦା ଜିଥ୍‌ ମିଲାନ ରୋକେ ଡମ୍ପୟାର୍ଡକୁ ସବୁଜ ଜଙ୍ଗଲ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି।...

ଜଣେ ଖରାପ ଲେଖକର ଗପ

ଡ. ନରେନ୍ଦ୍ର ସେଠୀ   ସମାଜର ବଡ଼ବଡ଼ିଆଙ୍କ ଆଖିରେ ସେ ଥିଲେ ଜଣେ ଅଶ୍ଳୀଳ ଓ ଅଭଦ୍ର ଲେଖକ। ଯୋଉ ଶବ୍ଦକୁ ଆମେ ଉଚ୍ଚାରଣ କରିବାକୁ ସଂକୋଚ କରିଥାଉ, ସେ ତାକୁ ସହଜରେ ତାଙ୍କ ଗପରେ ଲେଖି ପାରୁଥିଲେ। ନିଜ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri