ସମ୍ପାଦକୀୟ

କର୍ତ୍ତବ୍ୟ ନିଷ୍ପାଦନର ନିଦର୍ଶନ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିଚୟରେ ଓଡ଼ିଶା ବିଶ୍ୱରେ ପରିଚିତ। ଶ୍ରୀଜଗନ୍ନାଥଙ୍କ ପାଖରେ ଭକ୍ତି ରଖିଥିବା ଭକ୍ତକୁ ପ୍ରଭୁ ନିଜର ବାହୁଛାୟା ତଳେ ଆଶ୍ରୟ ଦେଇଛନ୍ତି। ତେବେ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ସେବା ଏବଂ ଶ୍ରୀମନ୍ଦିରର ପରମ୍ପରାରୁ ଆମକୁ ଅନେକ କିଛି ଶିଖିବାର ଅଛି।...

ପ୍ରଳୟର ଆରମ୍ଭ ଆଶଙ୍କା

ପୃଥିବୀରେ ତାପ ବୃଦ୍ଧି ଯୋଗୁ ୨୦୨୮ ବେଳକୁ ମଣିଷ ପାଇଁ ଜୀବନ ଅସହ୍ୟ ହେବ, ତାପ ବୃଦ୍ଧି ରୋକାଯାଇ ନ ପାରିଲେ ୨୦୩୦ ବେଳକୁ ବାୟବୀୟ ପ୍ରଳୟର ସୂତ୍ରପାତ ହେବ। ‘ଜର୍ନାଲ ଅଫ୍‌ ମ୍ୟାଥ୍‌ମେଟିକାଲ୍‌ ବାୟୋଲଜି’ରେ ୨୦୧୫ରେ ଗୋଟିଏ ପ୍ରବନ୍ଧ...

ଏଇ ଭାରତରେ

ପିତାଙ୍କ ଚାକିରିରେ ବଦଳି ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ରହୁଥିଲେ ଦୁଇ ଭଉଣୀ ତନ୍ୟା ଏବଂ ସୁଜାତା। ସେମାନେ ଦେଶର ବିଭିନ୍ନ ଅଞ୍ଚଳର ସଂସ୍କୃତି, ପରମ୍ପରା ଓ ପୋଷାକ ଉପରେ ଅଭିିଜ୍ଞତା ହାସଲ କରିବାର ସୁଯୋଗ ପାଇଥିଲେ। ୨୦୧୪ରେ ତନ୍ୟା...

ଗିଗ୍‌ ଅର୍ଥନୀତିର ଆହ୍ବାନ

ଅରୁଣ କୁମାର ତ୍ରିପାଠୀ ନିକଟରେ ଖାଦ୍ୟ ଯୋଗାଣକାରୀ ସଂସ୍ଥା ଜମାଟୋ ଗୋଟିଏ ନୂତନ କାର୍ଯ୍ୟକ୍ରମ ହାତକୁ ନେଇଛି, ଯେଉଁଥିରେ ୧୦ମିନିଟ୍‌ରେ ଆଦେଶକୁ ଅନୁପାଳନ କରାଯିବ। ଗଣମାଧ୍ୟମରେ ଏହା ଶୁଣିବାକୁ ଭଲ ଲାଗୁଥିବା ସ୍ଥଳେ ସମ୍ପୃକ୍ତ ଆଦେଶକୁ ତ୍ୱରାନ୍ବିତ କରୁଥିବା କର୍ମଚାରୀଙ୍କ...

ଉପରବେଡ଼ାର ଝିଅ

ପ୍ରଫେସର ଦମୟନ୍ତୀ ବେଶ୍ରା ମୟୂରଭଞ୍ଜ ଜିଲା କୁସୁମୀ ବ୍ଲକ ଅନ୍ତର୍ଗତ ଉପରବେଡ଼ା ଗ୍ରାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ୨୦ା୦୬ା୧୯୫୮ରେ। ଶ୍ରୀମତୀ ମୁର୍ମୁ ନିଜ ଗ୍ରାମର ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିଥିଲେ। ତୁଳସୀ ଦୁଇପତ୍ରରୁ ବାସିଲା ପରି ପିଲାଦିନରୁ...

ବଞ୍ଚିବା କଷ୍ଟକର

ଗ୍ରୀଷ୍ମପ୍ରବାହ ଭାରତର ଅନେକ ରାଜ୍ୟରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବିଶେଷକରି ଉତ୍ତରପ୍ରଦେଶ, ବିହାର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ତେଲଙ୍ଗାନା ସମେତ ଅନ୍ୟ କେତେକ ରାଜ୍ୟ ଏହାଦ୍ୱାରା ଅଧିକ ଛଟପଟ ହେଉଛନ୍ତି। ମୌସୁମୀ ପ୍ରବାହରେ ବିଳମ୍ବ ଯୋଗୁ...

ଏଇ ଭାରତରେ

ଚିକିତ୍ସାରେ ସୀମିତ ରହିନାହାନ୍ତି ବିହାରର ଡାକ୍ତର ଶଙ୍କର ନାଥ। ସେ ସାମାଜିକ ସ୍ତରରେ ଅତ୍ୟନ୍ତ ପଛୁଆ ମୁଶାହାର ବର୍ଗର ଉତ୍‌ଥାନ ପାଇଁ ଦୁଇ ଦଶନ୍ଧି ହେଲା ନିରବଚ୍ଛିନ୍ନ ଚେଷ୍ଟା ଜାରି ରଖିଛନ୍ତି। ଏହି ବର୍ଗରେ ବାଲ୍ୟବିବାହ ବଳବତ୍ତର ରହିଛି। ଏହା...

ପୁଣି ମେଣ୍ଟ ପ୍ରୟାସ

ସୌଭାଗ୍ୟ ରଞ୍ଜନ ମହାନ୍ତି   ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆଉ ମାତ୍ର ୧୦ମାସରୁ କମ୍‌ ସମୟ ରହିଥିବାରୁ ଦେଶରେ ଶାସକ ଓ ବିରୋଧୀ ଦଳଗୁଡିକ ମଧ୍ୟରୁ ନିର୍ବାଚନ ପ୍ରସ୍ତୁତି ନେଇ ତପତ୍ରତା ପ୍ରକାଶ ପାଇବା ସ୍ବାଭାବିକ। ସାଧାରଣ ନିର୍ବାଚନ...

ପିଲାଙ୍କ ପାଇଁ ଆର୍ଥିକ ଶିକ୍ଷାର ମହତ୍ତ୍ୱ

ସୌରଜିତ ପ୍ରଧାନୀ   ପରିଣତ ବୟସରେ ବ୍ୟକ୍ତିଗତ ଅର୍ଥ ପରିଚାଳନା ଜୀବନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆର୍ଥିକ ଯୋଜନା ଏବଂ ଆର୍ଥିକ ଲକ୍ଷ୍ୟ ନିର୍ଦ୍ଧାରଣ ବିନା ଆମେ କେଉଁଠି ବି ପହଞ୍ଚିପାରିବୁ ନାହିଁ। ତେଣୁ ପିଲାଙ୍କ ପାଇଁ ଆର୍ଥିକ...

ଧାରଣା ସୁରକ୍ଷା, ଜୀବନ ରକ୍ଷା

ସୌଭାଗ୍ୟ ସୁନ୍ଦରରାୟ     ପୂର୍ବତଟ ରେଳପଥର ବାଲେଶ୍ୱର ନିକଟବର୍ତ୍ତୀ ବାହାନଗାଠାରେ ଘଟିଥିବା କରମଣ୍ଡଳ ଟ୍ରେନ୍‌ ଦୁର୍ଘଟଣାର ଦୁଃସ୍ମୃତି ଦୀର୍ଘଦିନ ଧରି ଜନମାନସରେ ରହିବ। ଗତ ଜୁନ୍‌ ୩ ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ୨୯୧ଯାତ୍ରୀ ପ୍ରାଣ ହରାଇଥିବାବେଳେ ବହୁ...

ଏକତରଫା ପ୍ରେମ

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ ୬ ତାରିଖରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଭାଷଣ ଦେଉଥିବା ବେଳେ ବିଦ୍ୟୁତ୍‌ ଚାଲିଯିବାରୁ ସେଠାରେ ୯ ମିନିଟ୍‌ ଅନ୍ଧାର ହୋଇଯାଇଥିଲା। ଏହା ଓଡ଼ିଶାର ବିଦ୍ୟୁତ୍‌ ସରବରାହ ସଂସ୍ଥା...

ଏଇ ଭାରତରେ

କୁହାଯାଏ ଛୋଟ ପିଲାମାନଙ୍କ ନିରୀହ ମନରେ ମିଥ୍ୟା ପ୍ରବେଶ କରି ନ ଥାଏ। ସେମାନେ ସତ୍ୟ ହିଁ କହିଥାନ୍ତି। ସେମାନଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ନ ଥାଏ। ସମସ୍ତେ ପିଲାମାନଙ୍କର ସଚ୍ଚୋଟତା ଏବଂ ସତ୍ୟତା ଉପରେ ବିଶ୍ୱାସ କରନ୍ତି। ଭାଗଲପୁର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri