ସମ୍ପାଦକୀୟ

ଏଇ ଭାରତରେ

ଗଛର ମହତ୍ତ୍ୱ ବୁଝାଇବାକୁ ମହାରାଷ୍ଟ୍ରର ଜଣେ ଯୁବକ ତାଙ୍କ ଘରେ ଏକ ବିହନ ବ୍ୟାଙ୍କ ଖୋଲିଛନ୍ତି। ଲାଟୁର ଜିଲାର ରେନାପୁର ତହସିଲର ବାସିନ୍ଦା ୩୬ ବର୍ଷ ବୟସ୍କ ଶିବଶଙ୍କର ଚୋପାଲେ ଏହି ବିହନ ବ୍ୟାଙ୍କରୁ ଲୋକଙ୍କୁ ମାଗଣାରେ ବିହନ ଯୋଗାଉଛନ୍ତି।...

ଏଇ ଭାରତରେ

ଟେକ୍‌ନୋଲୋଜିର ଏବେ ବ୍ୟାପକ ବିକାଶ ହେଉଛି ଓ ନୂଆ ନୂଆ ଉପତ୍ାଦ ବି ସାମ୍ନାକୁ ଆସୁଛି। ଏଗୁଡ଼ିକର ବ୍ୟବହାର ଯୋଗୁ ବହୁ ବର୍ଜ୍ୟ ବହାରୁଛି, ଯାହା ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ତେବେ ଏଭଳି ସମସ୍ୟା ଦୂର କରିବା ଲାଗି...

ଜାଟି ଲୋକ

ଦ୍ୱିତୀ ଚନ୍ଦ୍ର ସାହୁ ସାବିତ୍ରୀ ଅମାବାସ୍ୟା ଦିନ ବଜାର ଟିକେ ଅଧିକ ଭିଡ଼। ଖାଲି ଭିଡ଼ ନୁହେଁ, ଦରଦାମ୍‌ ମଧ୍ୟ ଟିକେ ଚଢ଼ା। ଦର ଶୁଣି ସତ୍ୟବାନମାନେ ମୁହଁ ଚାହାଁଚାହିଁ ହେବେ ଟିକେ। ପରସ୍ପର ବାଚନିକ ବାର୍ତ୍ତାଳାପ କରିବେ ଓ...

ଗଙ୍ଗାସାଗର ଯାତ୍ରୀ

ଶୈଳେନ୍ଦ୍ର ଦ୍ୱିବେଦୀ ବନ୍ଧୁ କହିଲେ, କେବଳ ପଶ୍ଚିମବଙ୍ଗ ନୁହେଁ, ବରଂ ସାରା ଭାରତରେ ଗଙ୍ଗାସାଗର ଏକ ଅପୂର୍ବ ପର୍ଯ୍ୟଟନ ସ୍ଥଳୀ। ସେ ଯାହା କହିଲେ ସେଥିରେ ମୋର ସେଥିରେ କୌଣସି ଆପତ୍ତି ନଥିଲା। ହଁ, ଗଙ୍ଗାସାଗର କେବଳ ପଶ୍ଚିମବଙ୍ଗର ପ୍ରମୁଖ...

ଯୁବସମାଜ ଓ ସାମାଜିକ ଗଣମାଧ୍ୟମ

ଶ୍ରୁତକୀର୍ତ୍ତି ତ୍ରିପାଠୀ ଯୁବସମାଜ ସର୍ବଦା ପରିବର୍ତ୍ତନ ଏବଂ ନୂତନତାକୁ ଆପଣେଇ ନେବାରେ ସିଦ୍ଧହସ୍ତ। ବିଗତ ଦୁଇ ଦଶନ୍ଧି ଧରି ଏଭଳି ଏକ ନୂତନତା ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ପ୍ରବେଶ କରିଯାଇଛି, ଯାହାକୁ ବ୍ୟବହାର ନ କରି ଆମ ଯୁବସମାଜ...

ଏଆଇ ନେଉଛି ଚାକିରି

ଖବର ମିଳିଛି ଯେ, ଗତ ମେ’ ମାସରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଯୋଗୁ ଆମେରିକାରେ ୪ ହଜାର ଲୋକଙ୍କୁ ଛଟେଇ କରାଯାଇଛି। ମୁଖ୍ୟତଃ ସ୍ବାସ୍ଥ୍ୟସେବା , ଅର୍ଥ, ପରିବହନ ଏବଂ ଖୁଚୁରା ବ୍ୟବସାୟ କ୍ଷେତ୍ର ଏପର୍ଯ୍ୟନ୍ତ...

ଏଇ ଭାରତରେ

ଦାଦନ ଶ୍ରମିକଙ୍କ ଦୟନୀୟ ଜୀବନରେ ଯବନିକା ଆଣି ନୂଆ ଜୀବନ ଜିଇଁବାରେ ସାହାଯ୍ୟ କରୁଛନ୍ତି ଆଇଏଏସ୍‌ ଅଧିକାରୀ ଆଲ୍‌ବି ଜନ୍‌ ଭର୍ଗିସ। ସେ ତାମିଲନାଡୁର ଗ୍ରାମୀଣ ଅଞ୍ଚଳରୁ ଶତାଧିକ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ସେମାନଙ୍କୁ ଅଧିକ ରୋଜଗାର ଓ...

କ୍ୱାଣ୍ଟମ କମ୍ପ୍ୟୁଟର

ଡ.ନରେନ୍ଦ୍ର ସେଠୀ   ପାଷାଣ ଯୁଗରେ ମୁନିଆ ପଥରକୁ ବ୍ୟବହାର କରି ପେଟ ପୋଷୁଥିବା ମଣିଷ କେବେ ଭାବି ନ ଥିବ ଯେ ଦିନେ ସେ ଏତେ ବୁଦ୍ଧିମାନ ହୋଇ ସମଗ୍ର ବିଶ୍ୱ ଉପରେ ନିଜ ଆଧିପତ୍ୟ ବିସ୍ତାର କରିବ।...

ପ୍ଲାଷ୍ଟିକ୍‌କୁ ବାଏ ବାଏ

ଡ. ଜୟକୃଷ୍ଣ ପାଣିଗ୍ରାହୀ   ପ୍ଲାଷ୍ଟିକ୍‌ର ବ୍ୟାପକ ତଥା ଅନିୟନ୍ତ୍ରିତ ବ୍ୟବହାର ସମଗ୍ର ଗ୍ରହକୁ ନକାରାତ୍ମକ ଭାବେ ପ୍ରଭାବିତ କରିଚାଲିଛି। ପୃଥିବୀର କୋଣାନୁକୋଣକୁ ଏସବୁ ପ୍ରଦୂଷିତ କରୁଛି। ଚତୁର୍ଦ୍ଦିଗରେ ଦୃଶ୍ୟମାନ ହେଉଥିବା ପରିତ୍ୟକ୍ତ ପଲିଥିନ ବ୍ୟାଗ୍‌, ପାଣି ବୋତଲ ଓ...

ଦୃଷ୍ଟି ଏପଟସେପଟ

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାର୍ଚ୍ଚ ୨୦୨୨ରେ ନ୍ୟାଶନାଲ ଅଟୋମେଟିକ୍‌ ଟ୍ରେନ୍‌ ପ୍ରୋଟେକ୍‌ଶନ (ଏନ୍‌ଏଟିପି) ବା କବଚ କାର୍ଯ୍ୟକାରୀ ହେବା ଅବସରରେ କହିଥିଲେ, ସ୍ଵଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ବ୍ୟବସ୍ଥା ରେଳ ସୁରକ୍ଷା କ୍ଷେତ୍ରରେ ଅପୂର୍ବ ଉନ୍ନତି ଆଣିବ। ଦକ୍ଷିଣ କେନ୍ଦ୍ରୀୟ...

ଏଇ ଭାରତରେ

କୀଟନାଶକ, ରାସାୟନିକ ସାର ଏବଂ ପ୍ଲାଷ୍ଟିିକ୍‌ ପ୍ରଭାବରେ ମୃତ୍ତିକା ପ୍ରଦୂଷିତ ହେବାରେ ଲାଗିଛି। ଏହାର ଉର୍ବରତା ମଧ୍ୟ ହ୍ରାସ ପାଇଚାଲିଛି। କେଉଁ ମୃତ୍ତିକାରେ କି ପ୍ରକାର ଚାଷ କରାଯିବ ତାହା ଚାଷୀ ଜାଣିବାକୁ ସକ୍ଷମ ହୋଇପାରୁ ନ ଥିବାରୁ ଉପତ୍ାଦନ...

ମହାପ୍ରଭୁଙ୍କ ସ୍ନାନ

ଅଜୟ କୁମାର ବେହେରା ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ବା ଦେବସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡି ବିଜେରେ ଆନନ୍ଦ ବଜାରସ୍ଥିତ ସ୍ନାନମଣ୍ଡପ ବା ସ୍ନାନବେଦୀକୁ ଆସି ବିରାଜନ୍ତି। ଏହି ମଣ୍ଡପରେ ଠାକୁରମାନଙ୍କର ପ୍ରସିଦ୍ଧ ଗଜାନନ ବେଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri