ସମ୍ପାଦକୀୟ

ଏଇ ଭାରତରେ

ପ୍ରାଣୀଙ୍କ ପ୍ରତି ସମର୍ପିତ ମୁମ୍ବାଇର ହରସିମରନ ବାଲିଆ ଏବଂ ତାଙ୍କ ପରିବାର ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ହରସିମରନ ସଡ଼କରେ ଆହତ ପ୍ରାଣୀ ମୁଖ୍ୟତଃ କୁକୁରମାନଙ୍କୁ ଉଦ୍ଧାର କରି ଘରେ ଆଶ୍ରୟ ଦେଉଛନ୍ତି। ଏହି କାର୍ଯ୍ୟରେ ତାଙ୍କ ପରିବାର ପୂର୍ଣ୍ଣ...

ସମୟ ସ୍ରୋତରେ ସମ୍ପର୍କ

ଡ. ସୌମ୍ୟା ପରିଡ଼ା କେହି ଜଣେ ପଚାରିଲେ ବଞ୍ଚତ୍ବା ପାଇଁ କ’ଣ କର। କହିଲି ଲେଖାଲେଖି କରେ, ଗଛ ଲଗାଏ, ସାଙ୍ଗସାଥୀଙ୍କୁ ଭେଟେ। ଆଉ ଆପଣ? ସେ କହିଲେ, ମୁଁ କେବଳ କାମ କରେ। ଆଉ କିଛି କରିବାକୁ ସମୟ...

ଶାସିତର ସାହିତ୍ୟ

ମାୟାଧର ନାୟକ ଆମ ଓଡ଼ିଶାରେ ଯେଉଁ ଧରଣର ଧାରା ସାହିତ୍ୟ କ୍ଷେତ୍ରରେ ଦେଖାଦେଉଛି, ସେ ଧାରାକୁ ଆଧୁନିକ ଓ ଉତ୍ତର-ଆଧୁନିକ ବୋଲି ଡିଣ୍ଡିମ ପିଟାଯାଉଛି। ଏ ଡିଣ୍ଡିମ ପିଟୁଛନ୍ତି କେଉଁମାନେ? ବୁଦ୍ଧିଜୀବୀ ଓ ସାହିତ୍ୟର ସମୀକ୍ଷକ ବୋଲାଉଥିବା ଦଳେ ଦାୟିତ୍ୱହୀନ...

ଦୋଷାରୋପର ଖେଳ

ହାତରେ ମଳ ସଫା କରିବା ଗୁଜରାଟରେ ବେଆଇନ ହୋଇଥିଲେ ବି ଏହି କାର୍ଯ୍ୟ କରିବା ଫଳରେ ରାଜ୍ୟର ବିଭିନ୍ନ ଭାଗରେ ମାର୍ଚ୍ଚରୁ ଏପ୍ରିିଲ ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ବାସ୍ତବରେ ଏହି ସଂଖ୍ୟା ଯଥେଷ୍ଟ ବେଶି ହେବ...

ବୈଶ୍ୱିକ ଅର୍ଥ ବ୍ୟବସ୍ଥାରେ ସମସ୍ୟା

ବିକାଶଶୀଳ ଦେଶଗୁଡ଼ିକର ଲୋକଙ୍କ ଜୀବନରେ ବିକାଶ ଲାଗି ପ୍ରତିବର୍ଷ ବିଶ୍ୱ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଦ୍ୱାରା ଅନେକ ସମ୍ମିଳନୀ ଅନୁଷ୍ଠିତ ହୋଇଥାଏ। ଏହା ସାଧାରଣତଃ ବିଶ୍ୱ ଅର୍ଥ ବ୍ୟବସ୍ଥାର ବାସ୍ତବ ସ୍ଥିତିକୁ ସାମ୍‌ନାକୁ ଆଣିବା ଲାଗି ବିଭିନ୍ନ...

ସନ୍ଥସାଧକ ଭୀମ ଭୋଇ

ପୁଣ୍ୟ ଭୂମି ତଥା ଦେବଭୂମି ହେଉଛି ଉତ୍କଳ। ଏହି ପବିତ୍ର ଭୂମିରେ ଆବିର୍ଭାବ ଘଟିଛି ଅନେକ ମହାତ୍ମା ମହାପୁରୁଷ ତଥା ସନ୍ଥ ସାଧକମାନଙ୍କର ବିଭିନ୍ନ ସମୟରେ। ସେମାନଙ୍କ ମଧ୍ୟରେ ସନ୍ଥ ସାଧକ ମହାତ୍ମା ଭୀମ ଭୋଇ(୧୮୪୬-୧୮୯୫) ଅନ୍ୟତମ। ତାଙ୍କର ଶାଶ୍ୱତ...

ଅନିଶ୍ଚିତ ଓ ଅସହାୟ

ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆମ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ପରିଚାଳନା ଖୁବ୍‌ ଭଲ, ଅନାହାର ମୃତ୍ୟୁର ଖବର ବି ନାହିଁ, ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପୁଷ୍ଟିହୀନତା ସମ୍ବେଦନଶୀଳ ସ୍ଥିତିରେ। ରାତିରେ ଶୋଇଲା ବେଳେ...

ଏଇ ଭାରତରେ

ନିଯୁକ୍ତି ଅଭାବ ଏକ ପ୍ରମୁଖ ସମସ୍ୟା ହୋଇଥିବାବେଳେ ଏବେ ବହୁ ଉଚ୍ଚ ଡିଗ୍ରୀଧାରୀ କୃଷି କିମ୍ବା ଏହା ସମ୍ପର୍କିତ କ୍ଷେତ୍ରରେ ରୋଜଗାର ସୃଷ୍ଟି କରିବାରେ ଉଦାହରଣ ପାଲଟିଛନ୍ତି । ବେଙ୍ଗାଲୁରୁର ହାସନ ଚୈତନ୍ୟ ଏମ୍‌ବିଏରେ ଡିଗ୍ରୀ ହାସଲ କରି ଜୈବିକ...

ଏଇ ଭାରତରେ

ତିନି ବନ୍ଧୁ ଗ୍ରାମୀଣ ଅଞ୍ଚଳର ରୋଗୀମାନଙ୍କୁ ମାତ୍ର ୧ ଟଙ୍କାରେ ଇ-କ୍ଲିନିକ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବାର ବ୍ୟବସ୍ଥା କରିଛନ୍ତି। ଆଙ୍କାଶ ଟଣ୍ଡନ ଏବଂ ତାଙ୍କର ଦୁଇ ବନ୍ଧୁ ସକେତ ଆସତି ଓ ଅଙ୍କୁର ଚୌରାସିଆ ଡିଗିକ୍ୟୁରେ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ବିଦ୍ୟାଳୟ ଶିକ୍ଷାର ସ୍ଥିତି

ରବିନାରାୟଣ ସାମଲ   ଦେଶର ସରକାରୀ ବିଦ୍ୟାଳୟରେ ୨୦୧୮-୧୯ରେ୧୦ଲକ୍ଷ୮୩ହଜାର ଛାତ୍ରୀଛାତ୍ର ଥିଲା ବେଳେ ୨୦୨୦-୨୧ରେ ଏହା ହ୍ରାସ ପାଇ୧୦ ଲକ୍ଷ ୩୨ ହଜାରରେ ପହଁଞ୍ଚିଛି । ଅନ୍ୟ ପକ୍ଷରେ ଘରୋଇ ବିଦ୍ୟାଳୟରେ ୨୦୧୮-୧୯ରେ ୩ ଲକ୍ଷ ୨୫ ହଜାର ଛାତ୍ରୀଛାତ୍ର...

ସହାସ୍ୟ ଜୀବନ

ଇଂ. ସଚ୍ଚିଦାନନ୍ଦ ନନ୍ଦ   ବିରସ ବଦନ ରହିବା ବା ଦେଖିବାକୁ କେହି ପ୍ରାୟ ଭଲ ପାଆନ୍ତି ନାହିଁ। ମାତୃଗର୍ଭରୁ ଯିଏ ଯେତିକି ସୁନ୍ଦର ହୋଇ ଜନ୍ମ ହୋଇଛି ତା’ ସୌନ୍ଦର୍ଯ୍ୟ କିଛି ମାତ୍ରାରେ ବଢ଼ି ଯାଏ ସହାସ୍ୟ ଜୀବନଯାପନ...

ଇଏସ୍‌ଜି ରେଟିଂର ଆବଶ୍ୟକତା

ହାଜେଲ ଇଲାଙ୍ଗୋ   ମୋର୍ଗାନ ଷ୍ଟାନ୍‌ଲେ କ୍ୟାପିଟାଲ ଇଣ୍ଟରନ୍ୟାଶନାଲ ବା ଏମ୍‌ଏସ୍‌ସିଆଇ ଏକ ଫାର୍ମ ଯାହା ନିବେଶ ତଥ୍ୟ ଏବଂ ଆନାଲିଟିକ ସର୍ଭିସ ନିବେଶକଙ୍କୁ ଯୋଗାଇଦିଏ। ଏହା ପରିବେଶ, ସାମାଜିକ ଓ ଶାସନ ରେଟିଂ(ଇଏସ୍‌ଜି ରେଟିଂ)ର ସବୁଠୁ ପ୍ରଭାବଶାଳୀ ନିୟନ୍ତ୍ରକ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri