ପ୍ରଥମ ବିଶ୍ୱଯୁଦ୍ଧର ବିଭୀଷିକା ପରେ ଗଠିତ ହୋଇଥିଲା ଜାତିସଂଘ । ତାହାର ସ୍ବଚ୍ଛତା ଏବଂ ସ୍ବାତନ୍ତ୍ର୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟିହେବା ତଥା ଅପାରଗତା ପ୍ରମାଣ ହେବାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମୁଣ୍ତଟେକିଥିଲା ମିଳିତ ଜାତିସଂଘ, ୧୯୪୫ ଅକ୍ଟୋବର ୨୪ ତାରିଖରେ।...
କଥା ପ୍ରସଙ୍ଗରେ କେଇଦିନ ତଳେ ଜଣେ ବନ୍ଧୁ କହିଲେ, ଯାହା ୧୯୯୯ ମହାବାତ୍ୟା ପରେ ପରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଲକ୍ଷ୍ୟ କରାଯାଇଥିଲା ଦୁର୍ଭାଗ୍ୟକୁ ଏବେ ତାହା ସାରା ଓଡ଼ିଶାର ଚିତ୍ର। କିଛି ସମୟ ନୀରବ ରହି ସେ ଯୋଡ଼ିଲେ...
ମହାରାଷ୍ଟ୍ରର ଛୋଟ ଆଦିବାସୀ ଗାଁ କୋଭାଁଲ୍ନେ। ଏହି ଗାଁର ରାହିବାଈ ପୋପେରି ହାଇବ୍ରିଡ ଚାଷ ବଦଳରେ ଦେଶୀ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ପୁଣେଠାରୁ ୧୨୫ କି.ମି. ଦୂର ଅହମଦାନଗରର ଅକୋଲଶ ତହସିଲ ଅନ୍ତର୍ଗତ ପାହାଡ଼ ଉପରେ...
Archives
Model This Week
ପିଲାଙ୍କ ଧରିତ୍ରୀ