ସୁଖ କାହିଁ
ଜାତିସଂଘର ସ୍ଥାୟୀ ବିକାଶ ସମାଧାନ ନେଟ୍ଓ୍ବର୍କ ପକ୍ଷରୁ ପ୍ରକାଶିତ ବିଶ୍ୱ ହାପିନେସ୍ ରିପୋର୍ଟ ୨୦୨୩ରେ ଭାରତ ୧୨୬ ତମ ସ୍ଥାନରେ ଅଛି। ତାଲିକାରେ ଫିନ୍ଲାଣ୍ଡ ସବୁଠୁ ସୁଖୀ ଦେଶ ହୋଇଥିବାବେଳେ ଡେନ୍ମାର୍କ ଦ୍ୱିତୀୟ ଏବଂ ଆଇସ୍ଲାଣ୍ଡ ତୃତୀୟ ସ୍ଥାନରେ ରହିଛନ୍ତି।...
ବନ୍ଧୁତ୍ୱରେ ବ୍ୟବସାୟ ଗଣିତ
ନିଃସ୍ୱାର୍ଥପରତା, ସମର୍ପଣ ଭାବନା, ତ୍ୟାଗ ଓ ସଦା ସଦିଚ୍ଛାରେ ଭରା ବନ୍ଧୁତାରେ ଭଟ୍ଟା। କଥାଟା ଅଡୁଆ ଲାଗୁଥିଲେ ମଧ୍ୟ ସାମ୍ପ୍ରତିକ ସମାଜର ଅପ୍ରିୟ ସତ୍ୟ ହେଉଛି ବନ୍ଧୁତ୍ୱରେ ବ୍ୟବସାୟ। ବନ୍ଧୁଙ୍କୁ ନେଇ ଆଲେଖ୍ୟ, କବିତା, ଉପନ୍ୟାସର ପାହାଡ ସୃଷ୍ଟି ହୋଇଛି...
ପରିବର୍ତ୍ତନ ତ୍ୱରାନ୍ବିତ ପାଇଁ ଆହ୍ବାନ
ଆଜି ବିଶ୍ୱ ଜଳ ଦିବସ। ମିଳିତ ଜାତିସଂଘର ସାଧାରଣ ପରିଷଦ ୧୯୯୨ରେ ମାର୍ଚ୍ଚ ୨୨ ତାରିଖକୁ ପ୍ରତିବର୍ଷ ସମଗ୍ର ପୃଥିବୀରେ ବିଶ୍ୱ ଜଳ ଦିବସ ରୂପେ ପାଳନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରିଥିଲେ। ତଦନୁସାରେ ୧୯୯୩...
ଏଇ ଭାରତରେ
ତାମିଲନାଡୁର ଇଞ୍ଜିନିୟର ଅରବିନ୍ଦ ଆର.ପି. ଚାକିରି ଛାଡ଼ି କୃଷିରେ ଉନ୍ନତି ଆଣିବା ଲାଗି ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି କୋଏମ୍ବାଟୁରରେ ଏବଂ ସେ କର୍ଲସୁରହି ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ପୋଲୋଜିରେ ରିସର୍ଚ୍ଚ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ତାକୁ...
ଏଇ ଭାରତରେ
ଗରିବଙ୍କୁ ସାହାଯ୍ୟ କରିବାର ଏକ ଭିନ୍ନ ତରିକା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ସେଠାକାର ୪ ଜଣ ସାଙ୍ଗ ୧ ଟଙ୍କା ମୂଲ୍ୟରେ ଗରିବ ଲୋକଙ୍କୁ ପୋଷାକ ଯୋଗାଇ ଦେଉଛନ୍ତି। ମେଲିଶା ଜୋରା, ବିନୋଦ ଲୋବେ, ନୀତିନ କୁମାର ଏବଂ ବିଗ୍ନେଶ...
ଚାଟ୍ ଜିପିଟି
ଡ. ନରେନ୍ଦ୍ର ସେଠୀ ବିଜ୍ଞାନର ଅଭୂତପୂର୍ବ ଅଗ୍ରଗତି ବଳରେ ଗାଣିତିକ ଆଲଗୋରିଦିମ୍ ଦ୍ୱାରା ଜଣେ ମଣିଷର ଆଚାର, ବ୍ୟବହାର, ରୁଚି ପ୍ରଭୃତିକୁ ଅଧ୍ୟୟନ କରି ସେ କ’ଣ ଚାହେଁ ବା ଇଚ୍ଛା କରୁଥିବାର ଏକ ରଫ୍ ଆକଳନ କରାଯାଇପାରେ। ଏହାକୁ...
ମସ୍କୋରେ ଶି
ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ୨୦ ମାର୍ଚ୍ଚ ୨୦୨୩ରେ ତିନିଦିନିଆ ରୁଷିଆ ଗସ୍ତରେ ଯାଇ ଏହାର ରାଜଧାନୀ ମସ୍କୋରେ ପହଞ୍ଚତ୍ବା ଭୂରାଜନୈତିକ ବାତାବରଣକୁ ଚଳଚଞ୍ଚଳ କରିଦେଇଛି। ଜିନ୍ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ଭେଟଘାଟ ମସ୍କୋକୁ ଅଧିକ ଶକ୍ତି...
ସୁସ୍ଥ ଜଙ୍ଗଲ ସୁସ୍ଥ ମଣିଷ
ଡ. ଜୟକୃଷ୍ଣ ପାଣିଗ୍ରାହୀ ଜଙ୍ଗଲ ହେଉଛି ଅସୀମ ଦୟା ଏବଂ ବଦାନ୍ୟତାର ଏକ ନିଆରା ଜୀବସତ୍ତା, ଯାହା ନିଜର ରକ୍ଷଣାବେକ୍ଷଣ ନିମନ୍ତେ ଅନ୍ୟମାନଙ୍କଠାରେ କୌଣସି ଦାବି ଉପସ୍ଥାପନ କରେ ନାହିଁ ଏବଂ ଉଦାରତାର ସହ ନିଜ ଜୀବନଚର୍ଯ୍ୟାରୁ ସୃଷ୍ଟ ବିବିଧ...
ଏଇ ଭାରତରେ
ଆମ ଦେଶରେ ଏଭଳି ଗାଁ ସବୁ ଅଛି ଯାହା ସମ୍ପର୍କରେ ଏବେ ମଧ୍ୟ ଅନେକେ ଜାଣିନାହାନ୍ତି। କିଏ ସୌନ୍ଦର୍ଯ୍ୟ ପାଇଁ ତ ଆଉ କେଉଁ ଗାଁ ଭିନ୍ନ ଭିନ୍ନ ବିଶେଷତାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତେବେ ଏଭଳି ଗାଁ ମଧ୍ୟରୁ...
ଡଙ୍ଗରର ଘା
ଦ୍ୱିତୀ ଚନ୍ଦ୍ର ସାହୁ ଫଗୁଣର ରଙ୍ଗ ସରି ନ ଥିବ ଆସିଯିବ ଚୈତ୍ର। ପତ୍ର ସବୁ କଅଁଳି ସାରିଥିବେ ଗଛରେ। ଥୁଣ୍ଟା ଗଛ ନୂଆ ଜନ୍ମ ନେଇଥିବ। ଚୋରା ଚଇତିର ବାଆ ବହୁଥିବ। ଖରା ଆସ୍ତେ ଆସ୍ତେ ଜୁରୁଥିବ।...
ମ୍ୟୁନିକ୍ ପୂର୍ବାନୁମାନ ଓ ବୈଶ୍ୱିକ ପରିବର୍ତ୍ତନ
ଜର୍ଜ ସୋରୋସ ଠିକ୍ ମାସେ ପୂର୍ବେ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ ମୋ ବକ୍ତବ୍ୟ ଉପସ୍ଥାପନ କରିଥିଲି। ତା’ପରଠାରୁ ବିଶ୍ୱରେ ଅନେକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ଏସବୁ ଖୁବ୍ ଶୀଘ୍ର ଘଟିଛି ଓ ଏଗୁଡ଼ିିକର ସ୍ଥିତିର ବାସ୍ତବ ଉନ୍ନତିକୁ...
ବିପଦରେ ଗଣତନ୍ତ୍ର
ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବୃଦ୍ଧିଠାରୁ ଆରମ୍ଭ କରି ବେକାରି ସମସ୍ୟା, ଅଂଶଧନକାରୀଙ୍କ ପୁଞ୍ଜିନିବେଶରେ କ୍ଷତି, ସ୍ବାସ୍ଥ୍ୟ ସେବାର ଅଭାବ, ମହିଳାଙ୍କ ପ୍ରତି ଘଟୁଥିବା ଅପରାଧ, ପ୍ରଦୂଷଣ ଆଦି ବହୁବିଧ ସମସ୍ୟା ଦେଇ ଏବେ ଭାରତ ଗତି କରୁଛି। ଏସବୁର ସମାଧାନ...
Archives
![Why Dharitri](https://www.dharitri.com/wp-content/themes/dharitri/images/1.jpeg)