ସମ୍ପାଦକୀୟ

ଏଇ ଭାରତରେ

ମାନବ-ଦେବତା ଭିତରେ ବାହାଘର, ଏକଥା ବିଶ୍ୱାସ କରି ହେଉ ନ ଥିଲେ ବି ସତ। ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ଓରେୟା ଜିଲା ବିଧୁନାରେ। ସେଠାରେ ୩୦ ବର୍ଷୀୟା ରକ୍ଷା ଶ୍ରୀକୃଷ୍ଣ ଭଗବାନ୍‌ଙ୍କୁ ବିବାହ କରିଛନ୍ତି। ରକ୍ଷା ସ୍ନାତକୋତ୍ତର...

ଓଡ଼ିଆଙ୍କ ଅଭିଧାନରେ ଇଗୋ

ଅରୁଣ କୁମାର ତ୍ରିପାଠୀ ଗୋଟିଏ ଜାତିର ଉତ୍ଥାନ ନିମିତ୍ତ ସମସ୍ତଙ୍କ ଦୟାର୍ଦ୍ର ହୃଦୟ ତଥା ସମ୍ବେଦନଶୀଳତା ରହିବା ଅପରିହାର୍ଯ୍ୟ। ଉତ୍କଳମଣି ଲେଖିଥିଲେ, ‘ସ୍ବଦେଶ ମମତା ବିଶ୍ୱ ଜନପ୍ରୀତି, ଉତ୍କଳ ବାସୀର ହେଉ ଏହା ନୀତି’। ଅନେକେ ନିଜର ପୈତୃକ ପ୍ରାଣକୁ...

ରାହୁରୂପୀ କପି

ଅକ୍ଷୟ କୁମାର ମିଶ୍ର ଅଧୁନା କପି ହେବା, ପ୍ରଶ୍ନପତ୍ର ପ୍ରଘଟ ହେବା ସାଧାରଣ ଘଟଣାରେ ପରିଣତ ହେଲାଣି। ପରୀକ୍ଷାରେ କପି କାହିଁକି ହେଉଛି, କାରଣ କ’ଣ, ଏହା ପଛରେ ଦାୟୀ କେଉଁମାନେ, ଏସବୁ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବା ଏବଂ ପ୍ରତିକାର...

ଅର୍ଥକରୀ ଫସଲ ଅଫିମ

ଅଫିମ ଓ ଗଞ୍ଜେଇ ଚାଷ କରିବା ଲାଗି ବହୁ ସରକାରୀ କଟକଣା ରହିଛି। ଏଗୁଡ଼ିକରେ ଔଷଧୀୟ ଗୁଣ ଥିଲେ ମଧ୍ୟ ମାଦକଦ୍ରବ୍ୟ ଭାବେ ଏହାର ବହୁଳ ଅପବ୍ୟବହାର କରାଯାଉଥିବାରୁ ଏଭଳି ପ୍ରତିବନ୍ଧକ ଲଗାଯାଇଛି। ବେଆଇନ ଭାବେ ଯେଉଁଠାରେ ଏହି ଚାଷ...

ଏଇ ଭାରତରେ

ଡାକ୍ତର ହେବ ତ ଏମିତି, ଯାହା କରୁଛନ୍ତି ଆନ୍ଧ୍ର ପ୍ରଦେଶର ବିନ୍ଦୁ ମେନନ । ଗୋଟିଏ ପଟେ ଚାକିରି ଓ ଅନ୍ୟ ପକ୍ଷରେ ମାଗଣା ରୋଗୀସେବା କରୁଛନ୍ତି ଡା.ବିନ୍ଦୁ। ସେ ନେଲୋରର ନାରାୟଣ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ନ୍ୟୁରୋଲୋଜି...

ଗଣତନ୍ତ୍ରରେ କିଏ ମାଲିକ, କିଏ ସେବକ

ଈପ୍ସିତା ମହାନ୍ତି   ୱିନ୍‌ଷ୍ଟନ ଚର୍ଚ୍ଚିଲଙ୍କ ଏକ ପ୍ରସିଦ୍ଧ ବାଣୀ ଥିଲା- ”ଗଣତନ୍ତ୍ର ହେଉଛି ସବୁଠାରୁ ନିକୃଷ୍ଟ ଶାସନ ପଦ୍ଧତି, ଯାହା ପୂର୍ବରୁ ଅନେକ ଥର ପରୀକ୍ଷିତ ହୋଇସାରିଛି।“ ଚର୍ଚ୍ଚିଲ ଏହା ମଧ୍ୟ କହିଥିଲେ ଯେ, ଅତି ସାଧାରଣ ମଣିଷଟିଏ...

ପଢ଼ିବା ମଣିଷତ୍ୱ ଆଣେ

ସହଦେବ ସାହୁ   ଆମେ ସମସ୍ତେ ଜାଣିଛୁ, ଯୁକ୍ତରାଷ୍ଟ୍ର ଆମେରିକାର ୧୬ଶ ରାଷ୍ଟ୍ରପତି ଆବ୍ରାହମ୍‌ ଲିଙ୍କନ୍‌ (ଜନ୍ମ ୧୨.୦୨.୧୮୦୯-ନିହତ ୧୫.୦୪.୧୮୬୫) ତାଙ୍କ ଦେଶରେ ପ୍ରଚଳିତ କ୍ରୀତଦାସ ପ୍ରଥାର ଅନ୍ତ କରିଥିଲେ। କାରଣ ଆମେରିକାନ୍‌ମାନଙ୍କ କିଣା ଚାକର ଭାବେ ଆଫ୍ରିକୀୟ କୃଷ୍ଣକାୟମାନେ...

ନିର୍ବାଚନ ପାଇଁ ଚଢ଼ାଉ

ନୂଆ ଯୁଗ ବାସ୍ତବରେ ଆରମ୍ଭ ହୋଇଛି। ଭାରତୀୟ ଜନତା ପାର୍ଟି (ଭାଜପା) ସାଂସଦ ସଞ୍ଜୟ କାକାପାଟିଲ୍‌ କହିଥିଲେ, ‘ଯେହେତୁ ମୁଁ ଭାଜପାର ଏମ୍‌ପି, ସେଥିପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୋ ପଛରେ ଧାଇଁବ ନାହିଁ’। ସେହିଭଳି ଭାବରେ କଂଗ୍ରେସ ଛାଡ଼ି...

ଏଇ ଭାରତରେ

ବିଭିନ୍ନ ବ୍ୟାଙ୍କ ବିଷୟରେ ଶୁଣିଛନ୍ତି, ହେଲେ ଅସ୍ଥି ବ୍ୟାଙ୍କ କଥା ଜାଣିଛନ୍ତି କି? ଉତ୍ତରପ୍ରଦେଶରେ ପ୍ରତିଷ୍ଠା ହେଉଛି ଏଭଳି ଏକ ବ୍ୟାଙ୍କ, ଯେଉଁଥିରେ ଅସ୍ଥି ସଂରକ୍ଷିତ ରହିବ। ଯୋଗୀ ଆଦିତ୍ୟନାଥ ସରକାର କରିଥିବା ମୋକ୍ଷ ଯୋଜନାରେ ବାରାଣସୀର ମଣିକର୍ଣ୍ଣିକା ଘାଟରେ...

ଲଢ଼ୁଆ ନାୟିକା

ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସରେ ଚର୍ଚ୍ଚିତ ଖବର ମଧ୍ୟରେ ସ୍ଥାନ ପାଇଥିଲେ ଗ୍ରୁପ୍‌ କ୍ୟାପଟେନ୍‌ ଶାଲିଜା ଧାମି। ସେ ଓ୍ବେଷ୍ଟର୍ନ ସେକ୍ଟରର ଛାମୁଆ ଯୁଦ୍ଧ ୟୁନିଟ୍‌ର ନେତୃତ୍ୱ ନେବାରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ପ୍ରଥମ ମହିଳା ଅଧିକାରୀ ହୋଇପାରିଛନ୍ତି।...

ପଛକୁ ଫେରିବାର ସୁଖ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   କିଏ ଜଣେ କହିଥିଲେ ପରା, ”ଜୀବନ ଆଗକୁ ବଞ୍ଚାଯାଏ ସିନା, ପଛକୁ ଫେରି ଚାହିଁଲେ ଜୀବନକୁ ବୁଝିହୁଏ।“ ତେବେ ଏହି ଭୋଗବାଦୀ ଆଧୁନିକ ସମାଜରେ ସଭିଏ ଯେତେବେଳେ ଜଣେ ଅନ୍ୟ ଜଣଙ୍କର ପ୍ରତିଯୋଗୀ ସାଜି...

ବିଭାଜନ ରାଜନୀତି

ଭାରତରେ ଗୋଟିଏ ରାଜନୈତିକ ଦଳ ଏକଚାଟିଆ ଭାବେ ଧର୍ମାନ୍ଧତା ଓ ପକ୍ଷପାତକୁ ପ୍ରଶ୍ରୟ ଦେଇଛି। ଯଦି ତୁମ ସାଥୀ ଭାରତୀୟମାନଙ୍କ ଉପରେ ହେଉଥିବା ଉତ୍ପୀଡନ ଓ କ୍ରୂରତାକୁ ସମର୍ଥନ କରିବାକୁ ଇଚ୍ଛୁକ ନୁହଁ, ତେବେ ଏହି ଗୋଟିଏ ଦଳକୁ ଛାଡ଼ି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri