ସମ୍ପାଦକୀୟ

ଆର୍ଥିକ ଅନ୍ତର୍ଦୃଷ୍ଟି ଏବଂ ବିତ୍ତୀୟ ନିଅଣ୍ଟ

ଅମିୟ କୁମାର ମହାପାତ୍ର   ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଏବେ ତାହାର ପ୍ରାସଙ୍ଗିକତା ଏବଂ ଉପାଦେୟତା ଉପରେ ସମୀକ୍ଷା, ଆଲୋଚନା ଏବଂ ସମାଲୋଚନା ଚାଲିଛି। କୌଣସି ଦେଶର ବଜେଟ...

ଯୋଗାଡ଼ିଆ

ଭାରତ ଆଗାମୀ ଦିନରେ ବିଶ୍ୱର ନେତୃତ୍ୱ ନେବ ବୋଲି ଦେଶର ଶୀର୍ଷ ନେତା କହୁଛନ୍ତି। କହୁଛନ୍ତି ଭାରତ ହେବ ବିଶ୍ୱଗୁରୁ। ଆହୁରି ମଧ୍ୟ କୁହାଯାଉଛି ସ୍ୱାଧୀନତା ପରେ ଯାହା କରାଯାଇପାରି ନ ଥିଲା, ବିଗତ ୯ ବର୍ଷ ମଧ୍ୟରେ ତାହାଠାରୁ...

କାହା ପାଇଁ ବଜେଟ

ଡ. ସନ୍ତୋଷ କୁମାର ମହାପାତ୍ର ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୩-୨୪ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି। ଏହା ତାଙ୍କ ଜୀବନର ୫ମ ତଥା ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବର ପୂର୍ଣ୍ଣାଙ୍ଗ ବଜେଟ।...

ମହିମା ଗୋସେଇଁଙ୍କ ମହିମା ଧର୍ମ

ଡ. ଉଦ୍ଧବ ଚରଣ ନାୟକ ମହିମା ଧର୍ମ ଓଡ଼ିଶାର ନିଜସ୍ବ ଧର୍ମ। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଏକେଶ୍ୱରବାଦ ଧର୍ମ ଭାବରେ ଏହା ସୁପରିଚିତ। ମହିମା ଧର୍ମ ଏକ ସ୍ବତନ୍ତ୍ର ଧର୍ମ ନୁହେଁ। ଏହା ଏକ ରୁଚିପୂର୍ଣ୍ଣ ବିଚାର। ହିନ୍ଦୁଧର୍ମରେ ସଂସ୍କାର...

ବିଫଳ ରଣନୀତି

୨୦୧୮ରେ ଭାରତ ସରକାର ନୀତି ଆୟୋଗ ଦ୍ୱାରା ଇଣ୍ଡିଆ @୭୫ ଶୀର୍ଷକ ରିପୋର୍ଟ ପ୍ରକାଶ କରିଥିଲେ। ଏଥିରେ ସରକାର ତାଙ୍କ ନିଜର ଲକ୍ଷ୍ୟ ସ୍ଥିର କରି ୨୦୨୨ ସୁଦ୍ଧା ତାହା ହାସଲ କରିବେ ବୋଲି ଦର୍ଶାଇଥିଲେ। ୨୩୦ ପୃଷ୍ଠାର ଉକ୍ତ...

ଏଇ ଭାରତରେ

କଦଳୀ ବର୍ଜ୍ୟରୁ ଆକର୍ଷଣୀୟ ଜିନିଷ ତିଆରିକରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମଧ୍ୟପ୍ରଦେଶର ମେହୁଲ ଶ୍ରଫ୍‌। ସେ ପରିବେଶ ଉପଯୋଗୀ ଷ୍ଟାର୍ଟଅପ୍‌ ‘ମେହୁଲ ଇଣ୍ଡଷ୍ଟ୍ରିଜ୍‌’ ପ୍ରତିଷ୍ଠା କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। କଦଳୀ ବର୍ଜ୍ୟର ତନ୍ତୁରୁ ସୁନ୍ଦର...

ନୀରବତାରୁ ଅସନ୍ତୋଷ

ପୂର୍ବତନ ସାଂସଦ ଆନନ୍ଦ ମୋହନଙ୍କୁ ଜେଲରୁ ମୁକୁଳାଇବା ପାଇଁ ବିହାର ସରକାର ପ୍ରସ୍ତାବ ରଖିଛନ୍ତି। ଏହାକୁ ନେଇ ବିହାର ଆଇଏଏସ୍‌ ଅଧିକାରୀ ସଂଘ ନୀରବ ରହିଛି, ଯେଉଁଥିପାଇଁ ଅନେକ ଆଇଏଏସ୍‌ ଅଧିକାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୋପାଳଗଞ୍ଜର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌...

ନିଃସ୍ୱାର୍ଥପର ଦେଶସେବକ

ମଧୁସୂଦନ ହେଉଛନ୍ତି ଇଂରେଜମାନଙ୍କର ଶାସନାଧୀନ ଓଡ଼ିଶାର ପ୍ରଥମ ପବ୍ଲିକ୍‌ ମେନ୍‌। ତାଙ୍କର ମାନସପୁତ୍ର ଥିଲା ଉତ୍କଳ ସମ୍ମିଳନୀ। ଏହି ସମ୍ମିଳନୀ ମଣ୍ଡପରେ ଯୁଦ୍ଧଂଦେହି ଡାକରା ଦେଇ ସେ ଓଡ଼ିଶାର ନିସ୍ତରଙ୍ଗ ସାମାଜିକ ଜୀବନରେ ଜାତୀୟ ସ୍ୱାଭିମାନର ପୁନର୍ଜାଗରଣ ପାଇଁ ନେତୃତ୍ୱ...

ସାର୍‌ ମାଡାମ୍‌ ନୁହେଁ, ଟିଚର

ଭାରତର ଅନ୍ୟତମ ଆଗୁଆ ରାଜ୍ୟ କେରଳ। ଏଣିକି ସେଠାରେ ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରମାନେ ସେମାନଙ୍କର ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ମାଡାମ୍‌ କିମ୍ବା ସାର୍‌ ବଦଳରେ କେବଳ ଟିଚର ସମ୍ବୋଧନ କରିବେ। କେରଳ ରାଜ୍ୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ପକ୍ଷରୁ ଏପରି...

ଏଇ ଭାରତରେ

ବହୁ ସମୟରେ ବିଭିନ୍ନ ଅଞ୍ଚଳରେ ସାମାଜିକ କଟକଣା ମହିଳାମାନଙ୍କୁ ସେମାନଙ୍କ ଲକ୍ଷ୍ୟ ହାସଲରେ ବାଧକ ସାଜିଥାଏ; ଯାହା ଘଟିଥିଲା ସୁରଜ ବାଈଙ୍କ ଜୀବନରେ। ରାଜସ୍ଥାନର ରାନ୍ଥମ୍ବୋର ଜାତୀୟ ଉଦ୍ୟାନ ନିକଟ ଏକ ଗାଁରେ ରହନ୍ତି ସୁରଜ। ସେହି ଗାଁରେ ବାଳିକାଙ୍କୁ...

ଏଇ ଭାରତରେ

ଭାରତରେ ଶିକ୍ଷା ଓ ଶିକ୍ଷକ ସମସ୍ୟା ଲାଗିରହିଛି। ସରକାରୀ ସ୍ତରରେ ଯେତେ ଯୋଜନା କରାଯାଉଥିଲେ ମଧ୍ୟ ଆଶନୁରୂପକ ସଫଳତା ମିଳିପାରୁ ନାହିଁ। ଏଣୁ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ସହଯୋଗର ହାତ ବଢ଼ାଉଥିବା ବ୍ୟକ୍ତିଗତ ତଥା ଘରୋଇ ସଂସ୍ଥାଗୁଡ଼ିକ...

ଆମ ଚରିତ୍ର

ନାରାୟଣ ମିଶ୍ର   ଆନ୍ତର୍ଜାତିକସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଏକ ପ୍ରାଇଭେଟ୍‌ କମ୍ପାନୀର ମାଲିକ ଆମ ଦେଶକୁ ବୁଲିବାକୁ ଆସିଥିଲେ। ଗାଁଗୁଡ଼ିକର ଦୃଶ୍ୟ, କ୍ଷେତବାଡ଼ି ଓ ଲୋକଙ୍କ ଚାଲିଚଳଣ ଦେଖି ସେ ଅଭୀଭୂତ ହୋଇଯାଇଥିଲେ। ଦିନେ ଦୁଇପଟେ କ୍ଷେତ ଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri