ସମ୍ପାଦକୀୟ

ମୁଣ୍ଡକୋପନିଷଦ୍‌ର ପ୍ରତିପାଦ୍ୟ ସିଦ୍ଧାନ୍ତ

ଡା. ଗୋପାଳ ଚନ୍ଦ୍ର ଦାଶ   ଅଥର୍ବ ବେଦର ଶୌନକ ଶାଖାରୁ ଆନୀତ ତିନି ଅଧ୍ୟାୟ ବିଶିଷ୍ଟ ମୁଣ୍ଡକ ଉପନିଷଦର ମନ୍ତ୍ରସଂଖ୍ୟା ଚଉଷଠି। ଗୁରୁଶିଷ୍ୟ ପରମ୍ପରାରେ ଆଧାରିତ ଋଷି ଅଙ୍ଗିରା ଶିଷ୍ୟ ଶୌନକଙ୍କୁ ପ୍ରଦାନ କରିଥିବା ବ୍ରହ୍ମବିଦ୍ୟା ସମ୍ବନ୍ଧୀୟ ଜ୍ଞାନ...

ଉତ୍ତରଦାୟିତ୍ୱକୁ ଅସ୍ବୀକାର

ଅରବିନ୍ଦ ସୁବ୍ରମଣ୍ୟନ   ବିଶ୍ୱ ଅର୍ଥନୈତିକ ମଞ୍ଚ (ଓ୍ବାଲର୍‌ଡ ଇକୋନୋମିକ ଫୋରମ)ର ବାର୍ଷିକ ସମ୍ମିଳନୀ ମୁଖ୍ୟତଃ ଡାଭୋସରେ ହୋଇ ଆସୁଛି। ଏଠାରେ ପ୍ରତିଷ୍ଠିତ ଶିକ୍ଷାବିତ ଏବଂ ଖ୍ୟାତନାମା ବ୍ୟକ୍ତିତ୍ୱ ଏକାଠି ହୋଇ ବିଶ୍ୱର ସ୍ଥିତି ସମ୍ପର୍କରେ ମତ ଦେଇଥାନ୍ତି। କିନ୍ତୁ...

ପ୍ରେମଦେବଙ୍କ ପ୍ରତ୍ୟାବର୍ତ୍ତନ

ଭାରତୀୟ ଏବଂ ପୃଥିବୀର ଅନେକ ନାଗରିକ ଏକ ଅଜବ ପ୍ରେମର ଅପ୍ରୀତିକର ତଥା ଅସ୍ବୀକୃତ ବିଚାର ସହ ଅତିଶୟ ଆସକ୍ତ ବୋଲି ମୁଁ ମନେକରେ। ଭାରତୀୟ ସମାଜରେ ପ୍ରେମକୁ ଯଦି ଦେଖିବା ତେବେ ଏଠାରେ ଏମିତି ହୁଏ ଯେଉଁଠି ଜଣେ...

ବିହନ ବୁଣାରୁ ଅମଳଯାଏ ସଂଘର୍ଷ

ପ୍ରତ୍ୟେକ ବର୍ଷ ଧାନ ବିକ୍ରି ପାଇଁ ଚାଷୀଙ୍କ ସମସ୍ୟା ବଢ଼ିଯାଉଛି। ଧାନକିଣା ସମୟରେ ଚାଷୀଙ୍କୁ ଯେଭଳି ହଇରାଣ ହରକତ ହେବାକୁ ପଡ଼ିଥାଏ, ତାହା ନୂଆ କଥା କିଛି ନ ହେଲେ ବି କିଣା ପୂର୍ବରୁ ଯେଉଁ ନୀତି ନିୟମ ନିର୍ଦ୍ଧାରଣ...

ଋତୁସ୍ରାବ ଛୁଟି

ସମ୍ପ୍ରତି କେରଳ ସରକାର ମହିଳାଙ୍କୁ ମାସିକ କିଛି ଦିନ ପାଉଣାଯୁକ୍ତ ଅବକାଶ ଦେବାର ବ୍ୟବସ୍ଥା ନିମନ୍ତେ ଯୋଜନା କରିଛନ୍ତି। ନାରୀକୁ ଅବଳା, ଦୁର୍ବଳା ବୋଲି ସମ୍ବୋଧନ କରାଗଲେ ମଧ୍ୟ ସେ ଯେଉଁ କାର୍ଯ୍ୟ କରିପାରେ ସେୟା ପୁରୁଷ ଏବଂ ତୃତୀୟ...

ଏଇ ଭାରତରେ

ପତିଙ୍କ ମୃତ୍ୟୁ ପରେ ପତ୍ନୀ ତାଙ୍କୁ ମନେରଖିବା ଲାଗି ଆମ୍ବୁଲାନ୍ସ ସେବା ଚଲାଇବା ନିଶ୍ଚିତ ଭାବେ ପ୍ରେରଣାଦାୟକ। ରାଜକୋଟର ସଙ୍ଗୀତା ହରେଶ ଶାହା ଉକ୍ତ ସେବା ଚଲାଇଛନ୍ତି। ସହରରେ ଯେକୌଣସି ଗରିବ ତଥା ଅସହାୟ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ...

ଏଇ ଭାରତରେ

ନିଜ ଭବିଷ୍ୟତ କଥା ଚିନ୍ତା ନ କରି ପିଲାଙ୍କ ଶିକ୍ଷା ଲାଗି ସବୁ କିଛି ଦାନ କରିଦେଇ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ହୁଚ୍ଚାମ୍ମା ଚୌଦ୍ରି। କର୍ନାଟକ ହାଭେରି ଜିଲା କୁନିକେରି ଗାଁରେ ରହନ୍ତି ହୁଚ୍ଚାମ୍ମା। ସେ ଓ ତାଙ୍କ...

ଶ୍ରେଣୀ ସଂଘର୍ଷର ନିଶାଣ ଭଗବତୀ ଚରଣ

ଡ. ପ୍ରଫୁଲ୍ଲ କୁମାର ସାହୁ ମହାନ୍‌ ସ୍ବାଧୀନତା ସଂଗ୍ରାମୀ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ, ମୂଲିଆ, ଗରିବ ଓ ଅସହାୟ ମଣିଷର ଅସଲ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ଯେତେବେଳେ ସାମ୍ୟବାଦୀ ଆନ୍ଦୋଳନର ନାଁ ଶୁଣିବା ମାତ୍ରେ ଭୟରେ...

ଆବାସ: ଅନୁକମ୍ପା ନା ଅଧିକାର

ଅକ୍ଷୟ କୁମାର ମିଶ୍ର ମଣିଷ ସାଧାରଣ ଭାବରେ ବଞ୍ଚି ରହିବା ପାଇଁ ତିନୋଟି ମୌଳିକ ଆବଶ୍ୟକତା ଲୋଡ଼ା। ସେଗୁଡ଼ିକ ହେଲା ଖାଦ୍ୟ, ବସ୍ତ୍ର, ବାସଗୃହ। ପରିବର୍ତ୍ତିତ ସମୟରେ ଶିକ୍ଷା ଓ ସ୍ବାସ୍ଥ୍ୟ ମଧ୍ୟ ମୌଳିକ ଅଧିକାର ବୋଲି ଗ୍ରହଣ କରାଗଲାଣି।...

୧୫% ଡିସ୍‌କାଉଣ୍ଟ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଫେବୃୟାରୀ ୧ରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିବେ। ତା’ ପୂର୍ବରୁ ୩୧ ଜାନୁୟାରୀରେ ସେ ଅର୍ଥନୈତିକ ସର୍ଭେ ୨୦୨୨-୨୩ ଉପସ୍ଥାପନ କରି ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)...

ଏଇ ଭାରତରେ

ଇଞ୍ଜିନିୟରିଂ ପଢ଼ା ଛାଡ଼ି ପ୍ରବୀଣ ନାୟକ ବର୍ଜ୍ୟ ଦାଉରୁ ଦିଲ୍ଲୀକୁ ସୁରକ୍ଷିତ ରଖିବା ପାଇଁ ଅଭିଯାନ ଚଳାଇଛନ୍ତି। ସେ ୨୦୧୮ରେ ଏଥିପାଇଁ ‘ଗାର୍ବେଜ କ୍ଲିନିକ୍‌’ ପ୍ରତିଷ୍ଠା କରି ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ବର୍ଜ୍ୟ ସଂଗ୍ରହ ପାଇଁ ଏକ ଆମ୍ବୁଲାନ୍ସ ସିଷ୍ଟମ...

ଖେଳାଳିଙ୍କ ପ୍ରତି କେତେ ସମ୍ବେଦନ

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ ସପ୍ତାହରେ ପ୍ରବଳ ଶୀତରେ ସମଗ୍ର ଉତ୍ତର ଭାରତ ଥରୁଥିବା ବେଳେ ଦିଲ୍ଲୀର ଯନ୍ତରମନ୍ତରଠାରେ ଦେଶର ପ୍ରମୁଖ କୁସ୍ତି ଖେଳାଳିମାନେ ଭିନ୍ନ ଏକ କୁସ୍ତିରେ ବ୍ୟସ୍ତ ଥିଲେ। ଦେଶର ପ୍ରମୁଖ କୁସ୍ତିଯୋଦ୍ଧାମାନଙ୍କ ଏହି କୁସ୍ତିଟି କୌଣସି ବିଦେଶୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri