ସମ୍ପାଦକୀୟ

ପିଏଫ୍‌ଆଇ ଭଳି ମାନସିକତାର ସମାଧାନ କ’ଣ

ଅନିଲ ବିଶ୍ୱାଳ   ଇତି ମଧ୍ୟରେ ଆତଙ୍କବାଦୀ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆକୁ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇବାର ଦୁଇ ମାସ ବିତିଗଲାଣି। ପୂର୍ବରୁ ଇସ୍‌ଲାମିକ ଆତଙ୍କବାଦୀ ସଙ୍ଗଠନ ସିମି (ଷ୍ଟୁଡେଣ୍ଟ ଇସ୍‌ଲାମିକ ମୁଭମେଣ୍ଟ ଅଫ୍‌ ଇଣ୍ଡିଆ)କୁ ମଧ୍ୟ...

ଇ-ଆବର୍ଜନା ସଙ୍କଟ

ବିପିନ ବିହାରୀ ରାଉତ   ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ମାଟି, ପାଣି ଓ ପବନ ଏହି ପ୍ରଦୂଷଣ ମଧ୍ୟରେ ଅନ୍ତର୍ଭୁକ୍ତ। ବିଭିନ୍ନ ପ୍ରକାର କୀଟନାଶକ ଦ୍ରବ୍ୟ ସାର ଆକାରରେ ମାଟିରେ ଓ କଳକାରଖାନାରୁ ବିଷାକ୍ତ ଜଳ...

ଧର୍ମୀୟ ଧାରାରେ ନୃତ୍ୟ

ହିନ୍ଦୁଧର୍ମରେ ନାଚ ବା ନୃତ୍ୟକୁ ଆମେ ଗ୍ରହଣ କରୁ। ହିନ୍ଦୁ ଦେବତାମାନେ ନାଚନ୍ତି। ଶିବ ତାଣ୍ଡବନୃତ୍ୟ କରିଥାନ୍ତି ଏବଂ ଏଥିରେ ନଟରାଜଙ୍କୁ ଗଣ ଓ ଯୋଗିନୀମାନେ ଘେରି ରହିଥାଆନ୍ତି। କୃଷ୍ଣଙ୍କ ରୂପରେ ନଟବର ଭାବେ ବିଷ୍ଣୁ ସର୍ପ ଫଣା ଉପରେ...

ଏଇ ଭାରତରେ

ଛାତ ଉପରେ ଜୈବିକ ଚାଷ କରି ମାସକୁ ହାରାହାରି ୬୦ ହଜାର ଟଙ୍କା ରୋଜଗାର କରୁଥିବା ମହିଳାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏହା ସତ। କେରଳର କୋଟାୟମ ନିବାସୀ ରେମା ଦେବୀଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି।...

ଓଡ଼ିଶାର ସନ୍ଥସଖା ଓ ଶିଶୁଅନନ୍ତ

ଡ. ଭବନୀ ଶଙ୍କର ଦାଶ ଷୋଡ଼ଶ ଶତାବ୍ଦୀବେଳକୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ସୃଷ୍ଟି ହୋଇଥିଲା ଏକ ବିରାଟ ବୈଷ୍ଣବ ମତବାଦର ମହାପ୍ଳାବନ। ଏହି ଶତାବ୍ଦୀରେ ଓଡ଼ିଶାର ଉପକୂଳ ଅଞ୍ଚଳରେ ଯେଉଁ ପାଞ୍ଚଜଣ ଅଲୌକିକ ଐଶୀଶକ୍ତିସମ୍ପନ୍ନ ସାଧକ ଜନ୍ମଲାଭ କରିଥିଲେ, ସେମାନେ...

ଶିକ୍ଷିତ ଓ ଶିକ୍ଷାପ୍ରାପ୍ତ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ସାବିଦ୍ୟା ଯା ବିମୁକ୍ତୟେ…ବିଦ୍ୟାନ୍ୟାଶିଳ୍ପ ନୈପୁଣଂ (ବିଷ୍ଣୁ ପୁରାଣ) ଅର୍ଥାତ୍‌ ଯାହା ଅବିଦ୍ୟା ବା ଅଜ୍ଞାନରୁ ମୁକ୍ତିଦିଏ ତାହା ହିଁ ପ୍ରକୃତ ବିଦ୍ୟା ଓ ଅନ୍ୟ ବିଦ୍ୟା ସବୁ କଳା କୌଶଳ ମାତ୍ର। ବୈଦିକ ଯୁଗରେ ବିଦ୍ୟାକୁ...

ଡିଜିଟାଲ ବ୍ୟବଧାନ

ଭାରତ ସରକାର ୧ ଜୁଲାଇ ୨୦୧୫ରେ ‘ଡିଜିଟାଲ ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଥିଲେ। ଜନସାଧାରଣଙ୍କୁ ପ୍ରଯୁକ୍ତି ମାଧ୍ୟମରେ ସରକାରୀ ସୁବିଧା ଯୋଗାଇ ଦେଇ ସେମାନଙ୍କୁ ଡିଜିଟାଲ ସଶକ୍ତ କରିବା ଏହାର ଲକ୍ଷ୍ୟ ଥିଲା। ଏପରିକି ଗ୍ରାମାଞ୍ଚଳକୁ ଇଣ୍ଟରନେଟ୍‌ରେ ସଂଯୋଗ କରାଯାଇ...

ଏଇ ଭାରତରେ

ପରିବେଶ ଉପଯୋଗୀ କାଫେର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ମୁମ୍ବାଇରେ। ଏହାର ନାମ ଯୋଗୀସତ୍ତ୍ୱ କାଫେ। ରବିନା ତୌରାନି ଏହାର ମାଲିକ। ଏଠାରେ ଶତ ପ୍ରତିଶତ ଉଦ୍ଭିଜ ତଥା ଶୁଦ୍ଧ ଶାକାହାରୀ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ରବିନା ଜଣେ ପୂର୍ବତନ...

ଭାରତରେ ବାର୍ଦ୍ଧକ୍ୟ ସମସ୍ୟା

ଇଂ. ମାୟାଧର ସ୍ବାଇଁ   ଭାରତରେ ହାରାହାରି ଆୟୁଷ କ୍ରମଶଃ ବୃଦ୍ଧି ପାଉଛି। ଦେଶରେ ସ୍ବାସ୍ଥ୍ୟସେବାର ଉନ୍ନତି ହେଉଛି ଏହାର ପ୍ରମୁଖ କାରଣ। ବର୍ତ୍ତମାନ ଜଣେ ଭାରତୀୟଙ୍କ ହାରାହାରି ଆୟୁଷ ହେଉଛି ୬୯.୮ ବର୍ଷ। ଅବଶ୍ୟ ଏହା ଅନ୍ୟ କେତେକ...

ସାମାଜିକ ବାସନ୍ଦ ସମାଜ ପାଇଁ କଳଙ୍କ

ଭାଲଚନ୍ଦ୍ର ଷଡ଼ଙ୍ଗୀ   ନିକଟରେ ଗଞ୍ଜାମ ଜିଲା ଆସିକା ବ୍ଲକ୍‌ ଅର୍ନ୍ତଗତ ହରିଡ଼ାପଦର ଗ୍ରାମରେ ପ୍ରାୟ ଦୁଇଶହ ଦଳିତ ପରିବାରକୁ ଗଁାର ସଂଖ୍ୟାଗରିଷ୍ଠ ସବର୍ଣ୍ଣ ଲୋକେ ସାମାଜିକ ବାସନ୍ଦ କରିବା ଅଭିଯୋଗ ହୋଇଛି। ବାସନ୍ଦର ଶିକାର ଦଳିତ ଲୋକଙ୍କୁ ଗଁା...

କର୍ମର ଫଳ

କରୋନା ଭାଇରସ୍‌ ଯୋଗୁ ସମଗ୍ର ବିଶ୍ୱ ଦୁଇବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ହନ୍ତସନ୍ତ ହୋଇଛି। ବିଭିନ୍ନ ରାଷ୍ଟ୍ରରେ ଅସଂଖ୍ୟ ଲୋକଙ୍କ ଜୀବନ ଯାଇଥିବା ବେଳେ ସବୁ ଅର୍ଥନୀତି ଦୁର୍ବଳ ହୋଇଥିବାରୁ ତାହା ଲୋକଙ୍କ ଜୀବିକା ଉପରେ ଘୋର ପ୍ରଭାବ ପକାଇଛି।...

ଏଇ ଭାରତରେ

ଖାଦ୍ୟଶସ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସବୁଜ ବିପ୍ଳବ ଜାରି ରହିଥିବାବେଳେ ବିହାରରେ ଛତୁ ବିପ୍ଳବ ଆରମ୍ଭ କରିଛନ୍ତି ଡ. ଦୟାରାମ। ସେ ସମସ୍ତିପୁରସ୍ଥ ଡ. ରାଜେନ୍ଦ୍ର ପ୍ରସାଦ ସେଣ୍ଟ୍ରାଲ ଏଗ୍ରିକଲ୍‌ଚର ୟୁନିଭର୍ସିଟିର ବୈଜ୍ଞାନକ ଭାବେ କାର୍ଯ୍ୟରତ। ଦୟାରାମ ବିଗତ ଦଶନ୍ଧିରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri