ବିଂଶ ଶତାବ୍ଦୀର ତୃତୀୟ-ଚତୁର୍ଥ ଦଶକରେ ଓଡ଼ିଶାରେ ଗଢ଼ି ଉଠିଥିଲା ରାଜନୀତି ଓ ସାହିତ୍ୟର ଏପରି ଏକ ଯୁଗ, ଯାହା ଓଡ଼ିଶୀ ବା ଭାରତୀ-ଭାବନାର ହୋଇ ବି ଦୃଷ୍ଟିକୋଣରେ ଥିଲା ଆନ୍ତର୍ଜାତିକବାଦୀ। ବିଶ୍ୱର ନାନା ଦେଶରେ ଘଟୁଥିବା ଘଟଣାବଳୀ ପ୍ରତି ଆଖି...
ନିକଟରେ ଉତ୍ତରପ୍ରଦେଶ ନଏଡାର ବେଆଇନ ନିର୍ମିତ ଟ୍ବିନ୍ ଟାଓ୍ବାର ଧ୍ୱଂସ ଲାଗି ନିର୍ଦ୍ଦେଶ ଦେଇଥିବା ସୁପ୍ରିମକୋର୍ଟ ଦ୍ୱାରା ଗଠିତ ପୀଠର ମୁଖ୍ୟ ଥିଲେ ଜଷ୍ଟିସ୍ ଡି. ଓ୍ବାଇ. ଚନ୍ଦ୍ରଚୂଡ଼। ସେ ରାଇଟ୍ ଟୁ ପ୍ରିଭେସି ବା ଅନ୍ତରଙ୍ଗ ତଥ୍ୟ ସୁରକ୍ଷା...
ସଡ଼କ ଦୁର୍ଘଟଣାରେ ସାଙ୍ଗଙ୍କ ମୃତ୍ୟୁ ପରେ ନିଲୟ ଅଗ୍ରଓ୍ବାଲଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆସିଛି। ନିଲୟଙ୍କ ସାଥୀ ବିଶାଲାକ୍ଷୀଙ୍କର ୨୦୧୮ରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ମୃତିରେ ସେ ବିିଶାଲାକ୍ଷୀ ଫାଉଣ୍ଡେଶନ ଗଠନ କରି ଗରିବ ଲୋକମାନଙ୍କ ସେବା...
Archives
Model This Week
ପିଲାଙ୍କ ଧରିତ୍ରୀ