ସମ୍ପାଦକୀୟ

ଜରୁରୀ ପ୍ରସଙ୍ଗକୁ ଅଣଦେଖା

ସୁପ୍ରିମ୍‌କୋର୍ଟରେ ଇଲେକ୍‌ଟୋରାଲ ବଣ୍ଡ୍‌କୁ ଚ୍ୟାଲେଞ୍ଜ କରାଯିବାର ପାଖାପାଖି ୫ ବର୍ଷ ବିତିଯାଇଥିଲେ ମଧ୍ୟ କୋର୍ଟ ଏହା ଉପରେ କିଛି ନିଷ୍ପତ୍ତି ନେଇନାହାନ୍ତି। ୨୦୧୭ର ବଜେଟରେ ଏହି ସ୍କିମ୍‌ ବା ଯୋଜନା ଏକ ‘ମନି ବିଲ’୍‌ ଭାବେ ଅଣାଯାଇଥିଲା, ଯାହା ଉପରେ...

ସାମାଜିକ ସଶକ୍ତୀକରଣର ପ୍ରତୀକ

ବିଶ୍ୱର ସର୍ବପୁରାତନ ଗଣତାନ୍ତ୍ରିକ ରାଷ୍ଟ୍ର ଆମେରିକା ଏ ଯାଏ ମହିଳା ରାଷ୍ଟ୍ରପତି ପାଇପାରି ନାହିଁ। ହେଲେ ବୃହତ୍‌ ସାଧାରଣତନ୍ତ୍ର ଭାବେ ପରିଚିତ ଭାରତ ତା’ର ସ୍ବାଧୀନତାର ୭୫ ବର୍ଷ ପାଳନ କରୁଥିବା ବେଳେ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବେ ଦ୍ରୌପଦୀ...

ବୋଲ ମାନୁ ନ ଥିବା ପୁଅ

ପ୍ରତ୍ୟେକ ହିରଣ୍ୟକଶିପୁ ଜାତୀୟ ପିତାମାନଙ୍କ ପାଇଁ ପ୍ରହ୍ଲାଦଙ୍କ ଭଳି ପୁଅମାନେ ଜଣେ ଜଣେ ବୋଲ ମାନୁ ନ ଥିବା ଅବାଧ୍ୟ ସନ୍ତାନ। ହରିନାମ ପ୍ରତି କାଳ କାଳ ଧରି ଅନ୍ତରରେ ଘୃଣା ପ୍ରକଟ କରିଆସୁଥିବା ହିରଣ୍ୟକଶିପୁଙ୍କ ପାଇଁ ପୁତ୍ର ପ୍ରହ୍ଲାଦର...

ଏଇ ଭାରତରେ

ପରିବେଶ ସୁରକ୍ଷା ପାଇଁ ଏକ ଗ୍ରୀନ୍‌ ବା ସବୁଜ ବିବାହ ସାମ୍ନାକୁ ଆସିଛି ଦିଲ୍ଲୀରେ। ମାଧୁରୀ ବାଲୋଦି ଏବଂ ଆଦିତ୍ୟ ଅଗ୍ରଓ୍ବାଲ ଏହି ଗ୍ରୀନ୍‌ ବିବାହ କରିଛନ୍ତି। ଏଥିରେ ବର ଇ-ବାଇକ୍‌ରେ ଯିବାବେଳେ ୩୦ରୁ ୩୫ ଜଣ ବରଯାତ୍ରୀ ସାଇକେଲରେ...

ଏଇ ଭାରତରେ

ପ୍ଲାଷ୍ଟିକ ବର୍ଜ୍ୟ କବଳରୁ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଯେଉଁ କେତେଜଣ ପ୍ଲାଷ୍ଟିକ ବର୍ଜ୍ୟର ଅପ୍‌ସାଇକିଲିଂ କରୁଛନ୍ତି ସେମାନଙ୍କ ମଧ୍ୟରେ ଦିଲ୍ଲୀର କନିକା ଆହୁଜା ଅନ୍ୟତମ। ସେ ପ୍ଲାଷ୍ଟିକ ବର୍ଜ୍ୟରୁ ସୌଖୀନ ବ୍ୟାଗ୍‌, ଲାପ୍‌ଟପ ଖୋଳ, ଓ୍ବାଲେଟ୍‌ ବ୍ୟାଗ୍‌ ଏବଂ...

ଆମ ଶିକ୍ଷା ସଂସ୍କାର

ହରିଶଙ୍କର ମିଶ୍ର ଆମ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ୩ୟ ଶ୍ରେଣୀର ଛାତ୍ର ୩କ ପଣିକିଆ କହି ନ ପାରିବା, ଶିକ୍ଷକମାନେ ବିଳମ୍ବରେ ସ୍କୁଲ ଆସିବାର ପ୍ରତ୍ୟକ୍ଷ ପ୍ରମାଣ ପାଇଛନ୍ତି। କିନ୍ତୁ ସରକାରୀ ବିଦ୍ୟାଳୟର ୧୦ମ...

ହାତୀ ମୃତ୍ୟୁ ମାମଲାର ବିଚାର

ଡ. ବିଜୟ କେତନ ପଟ୍ଟନାୟକ ସକାଳୁ ଖବରକାଗଜର ପୃଷ୍ଠା ଓଲଟେଇଲେ ବା ଟେଲିଭିଜନ ଖୋଲିଦେଲେ ହାତୀ ମୃତ୍ୟୁ ଖବର ପ୍ରାୟତଃ ନଜରକୁ ଆସିଥାଏ। ଗତ ମାସେ ଦୁଇ ମାସ ଭିତରେ ଏପ୍ରକାର ଦୁଃଖଦ ଖବରର ପୌନଃପୁନିକତା ବଢ଼ି ବଢ଼ି ଚାଲିଛି।...

ଧିମାନ ଜିତିଲେ

ହିମାଚଳପ୍ରଦେଶରେ ଆଗକୁ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଉକ୍ତ ରାଜ୍ୟ ରାମ ଦାସ ଧିମାନଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ପାଇଛି। ୧୯୮୮ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଧିମାନ ମୁଖ୍ୟ ସଚିବ ଭାବେ ପଦସ୍ଥ ରାମ ସୁଭଗ...

ଏବକାର ମହାସଙ୍କଟ

ନିକଟରେ ଜି୭, ନାଟୋ ସଦସ୍ୟ ଓ ଜି୨୦ ବୈଦେଶିକ ମନ୍ତ୍ରୀମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତେ ଜାଣିଲେ ଯେ, ପୃଥିବୀ ଅନେକ ସଙ୍କଟଜନକ ସ୍ଥିତିକୁ ଏକାଠି ସାମ୍ନା କରୁଛି। ଖାଦ୍ୟ ଓ ଶକ୍ତି ଅସୁରକ୍ଷା, ମୁଦ୍ରା ମୂଲ୍ୟହ୍ରାସ, ଜଳବାୟୁ...

ଅପରାଧର ପେଟେଣ୍ଟ ମେଡିସିନ

ଗାଁଠୁ ସହର, ଦେଶଠୁ ବିଦେଶ, ସବୁଠି ଦିନକୁ ଦିନ ବଢ଼ିଚାଲିଛି ଅପରାଧ, ଦୁର୍ନୀତି, କଳାବଜାର। ସରକାର ଯେତେ ବି କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ଅପରାଧ କମିବା ବଦଳରେ ଦ୍ରୁତ ଗତିରେ ବଢ଼ିଚାଲିଛି। ଘର ବାହାରେ ହେଉ କି ଭିତରେ ସବୁଠି...

ଓଲଟା ପାଦ

ହାଭାରତ ସମୟରେ ନିୟୋଗ ପ୍ରଥାର ପ୍ରଚଳନ ଥିଲା। ଧୃତରାଷ୍ଟ୍ର, ପଣ୍ଡୁ ଓ ବିଦୁର ଏ ତିନିଜଣ ନିୟୋଗ ପ୍ରଥାର ଉତ୍ପଜ ଥିଲେ। ସେମିତି ଅନେକ ଦିନ ଧରି ସତୀଦାହ ପ୍ରଥା ପ୍ରଚଳିତ ଥିଲା। ବିକଶିତ ଦେଶ ଓ ପୃଥିବୀର ବିଭିନ୍ନ...

ଏଇ ଭାରତରେ

ବର୍ଷାଦିନରେ ଜାମୁକୋଳି ଚାହିଦା କାହିଁରେ କ’ଣ। କିନ୍ତୁ ବର୍ଷାଋତୁ ପରେ ଏହି କୋଳି ପାଇବା ସାତସପନ ହୋଇଯାଏ । ହେଲେ ରାଜସ୍ଥାନର ଏକ ଦମ୍ପତି ବର୍ଷସାରା ଜାମୁ ଉପାଦ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ପାଲି ଜିଲାର ରାଜେଶ ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri