ସମ୍ପାଦକୀୟ

ଏପଟ ନା ସେପଟ

ଭାରତର ଭୁଲ୍‌ ବୈଦେଶିକ ଓ ଅର୍ଥନୈତିକ ନୀତି ଯୋଗୁ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହେଉଥିବାର ଏକାଧିକ ପ୍ରମାଣ ମିଳିସାରିଲାଣି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ବେଳେ ଚାଇନା ସହ ଭାରତ ସ୍ବର ମିଳାଇ ପରୋକ୍ଷରେ ରୁଷିଆକୁ ସମର୍ଥନ କରିଥିଲା। ଯୁଦ୍ଧ...

ଏଇ ଭାରତରେ

ଛାତ୍ରମାନଙ୍କୁ ପଢ଼ାଇବା ପାଇଁ କେ.ଭି. ନାରାୟଣୀଙ୍କ କର୍ତ୍ତବ୍ୟ ପରାୟଣତା ସଭିଙ୍କ ପାଇଁ ଏକ ପ୍ରେରଣା। କେରଳର ଏହି ଶିକ୍ଷୟିତ୍ରୀଙ୍କ ବୟସ ୬୫। ଚିରୁଭାଥୁରରେ ସେ ସ୍ବାମୀଙ୍କ ସହ ଏକ ଭଡ଼ାଘରେ ରହୁଛନ୍ତି। ନାରାୟଣୀ ପିଲାମାନଙ୍କୁ ପଢ଼ାଇବା ଲାଗି ପ୍ରତିଦିନ ୨୫...

କୋହିନୁର-ଆଲୋକର ସ୍ତୂପ

ପ୍ରକାଶ ତ୍ରିପାଠୀ ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରଠାରୁ ଭାରତରେ ସୋସିଆଲ ମିଡିଆରେ କୋହିନୁର ହୀରାକୁ ନେଇ ଚର୍ଚ୍ଚା ପୁଣି ଜୋର ଧରିଛି। ବିଶ୍ବର ସବୁଠାରୁ ମୂଲ୍ୟବାନ୍‌ ଅର୍ଥାତ୍‌ ୫୯୧ ନିୟୁତ ଡଲାର ମୂଲ୍ୟର...

ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ବିଚାର

ସିଞ୍ଜୋ ଆବେ ଜାପାନର ସବୁଠୁ ବେଶି ଦିନ ପ୍ରଧାନମନ୍ତ୍ରୀ ରହିଥିବା ସିଞ୍ଜୋ ଆବେଙ୍କୁ ୮ ଜୁଲାଇ ୨୦୨୨ରେ ଗୁଳି କରି ହତ୍ୟା କରାଯାଇଥିଲା। ଏହା ପୂର୍ବର ମାସେ ଭିତରେ ସେ ତାଙ୍କ ଆଞ୍ଚଳିକଭିତ୍ତିକ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ତାଇଓ୍ବାନ ବିରୋଧରେ...

କଂଗ୍ରେସ ଅଧ୍ୟକ୍ଷ

ଏକ ସମୟ ଥିଲା ଯେତେବେଳେ ଜଣେ ଦକ୍ଷ କଂଗ୍ରେସ ନେତା ସର୍ବଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ଅଧ୍ୟକ୍ଷ ହେବା ପାଇଁ ସ୍ବପ୍ନ ଦେଖୁଥିଲେ। ସ୍ବାଧୀନତା ବେଳରୁ ଦେଖିଲେ ନେହେରୁ-ଗାନ୍ଧୀ ପରିବାରରୁ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ...

ନ୍ୟାୟ ଆଶା କ୍ଷୀଣ

ଉତ୍ତରାଖଣ୍ଡ ଋଷିକେଶର ଏକ ରିସର୍ଟରେ କାମ କରୁଥିବା ରିସେପ୍‌ସନିଷ୍ଟ ୧୯ ବର୍ଷୀୟା ଅଙ୍କିତା ଭଣ୍ଡାରୀଙ୍କ ମୃତଦେହ ଏକ ବ୍ୟାରେଜ ନିକଟରୁ ମିଳିବା ପରେ ପାଉରି ଗରଓ୍ବାଲ ଅଞ୍ଚଳରେ ଲୋକେ ଭୟଙ୍କର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ସମ୍ପୃକ୍ତ ଭାଜପାର ପୂର୍ବତନ...

ପ୍ରାଥମିକ ଶିକ୍ଷା ଓ ମଧ୍ୟାହ୍ନଭୋଜନ

ଶିକ୍ଷା ହେଉଛି ଦେଶର ମୂଳଦୁଆ। ଭାରତର ନବ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାଠାରୁ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ୧୯୯୦ ବିଶ୍ୱ ସମ୍ମିଳନୀରେ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା ଘୋଷଣା କରାଗଲା। ସରକାର ଏହାକୁ ଆଖି ଆଗରେ ରଖି ୧୯୯୫...

ପୁଞ୍ଜିପତିଙ୍କ ପଳାୟନ କାହିଁକି

ଚଳିତବର୍ଷ ଆଠ ହଜାରରୁ ଊର୍ଦ୍ଧ୍ୱ ପୁଞ୍ଜିପତି ଭାରତ ଛାଡ଼ି ଅନ୍ୟ ଦେଶରେ ବାସ କରିବେ ବୋଲି କୁହାଯାଉଛି। କେବଳ ଭାରତୀୟ ପୁଞ୍ଜିପତି ନୁହନ୍ତି, ଅନ୍ୟତ୍ର ବସତି ପାଇଁ ସାରାଦୁନିଆର ବିଭିନ୍ନ ପ୍ରାନ୍ତର ପୁଞ୍ଜିପତି ଆଜି ବିଦେଶମୁହଁା ହେଉଛନ୍ତି। ନିଜ ଦେଶର...

ଏଇ ଭାରତରେ

ଆଗ୍ରାର ଐତିହାସିକ ରାମଲୀଳାରେ ହିନ୍ଦୁ-ମୁସଲମାନ ଏକତାର ବାର୍ତ୍ତା ଉଦାହରଣ ସୃଷ୍ଟି କରୁଛି। ଆଗ୍ରାରେ ରାବଣ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ମୂର୍ତ୍ତିଗୁଡ଼ିକ ମଥୁରାର କୋସିକଳାର ମୁସଲମାନ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଏଥର ଆଗ୍ରା ଦୁର୍ଗ ନିକଟ ରାମଲୀଳା ମୈଦାନରେ...

ସିଭିଲ ସୋସାଇଟିର କ୍ଷତି

ଶୁକ୍ରବାର ଭାରତର ପ୍ରଧାନମନ୍ତ୍ରୀ ସର୍ଦ୍ଦାର ସରୋବର ନିର୍ମାଣରେ ବାଧା ସୃଷ୍ଟି କରୁଥିବା ଲୋକମାନଙ୍କ ପ୍ରତି ଅର୍ବାନ ନକ୍ସଲ ବା ସହରୀ ନକ୍ସଲ ଶବ୍ଦ ପ୍ରୟୋଗ କରିଥିଲେ। ଏମିତି ଆକ୍ରମଣାମତ୍କ ମନ୍ତବ୍ୟ ଦେବା ଏକ ସାଧାରଣ କଥା ହୋଇ ଆସିଛି। ତେବେ...

ସ୍ବୟଂସିଦ୍ଧା ଉଦ୍ୟୋଗୀ

ନେହା ନାର୍ଖେଡେ ଆଠ ବର୍ଷ ବୟସ ହୋଇଥିଲା ବେଳେ ପିତା ତାଙ୍କ ପାଇଁ ଏକ କମ୍ପ୍ୟୁଟର ଆଣି ଦେଇଥିଲେ। ଏହାକୁ ଦେଖି ପିଲାଟି ମନରେ କୌତୂହଳ ସୃଷ୍ଟି ହୋଇଥିଲା। ଫଳରେ ସେ ଟେକ୍ନୋଲୋଜି ସହ କାର୍ଯ୍ୟ କରିବାକୁ ସ୍ବପ୍ନ ଦେଖିଥିଲେ।...

ଋଣ ଖିଲାପକାରୀ ସନ୍ତାନ

ଅଧ୍ୟାପକ ନିରଞ୍ଜନ ପାଢ଼ୀ ୟେଋଣ ସେଇ ଋଣ ପରି ନୁହେଁ, ଯେମିତିକି ଗୃହ ଋଣ, କୃଷି ଋଣ ଅବା ପାଠପଢ଼ା ଋଣ, ଏ ଏମିତି ଏକ ଋଣ, ଯାହା ପାଇବା ଅବା ଶୁଝିବା ପାଇଁ କିଛି ଲିଖିତ ସନନ୍ଦପତ୍ର ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri