ସମ୍ପାଦକୀୟ

ସାହିତ୍ୟର ପ୍ରଭାବ ବନାମ ପ୍ରଚାର

ଡ. ମନୋରଞ୍ଜନ ବିଷୋୟୀ ଆମର ଅନେକ ବର୍ଷର ଅନେକ ଭାଷା, ଅନେକ ସାହିତ୍ୟ ଥିଲେ ହେଁ ଉତ୍ସ ପ୍ରାୟ ସମାନ ା ଏବେ ଆଧୁନିକ ସାହିତ୍ୟ ପାଶ୍ଚାତ୍ୟ ସାହିତ୍ୟ ଭୂମିରୁ ଉତ୍ସାହ ଖୋଜିଛି, କିନ୍ତୁ ପରମ୍ପରାରୁ କେବେ କେଉଁଠି ସମ୍ପୂର୍ଣ୍ଣ...

ଜି୭ର ଶକ୍ତି ଜାଗରଣ

ଥରେ ନୋବେଲ ବିଜେତା ରାସାୟନଶାସ୍ତ୍ରବିତ୍‌ ରିଚାର୍ଡ ସ୍ମଲେଙ୍କୁ ଜରୁରୀଭିତ୍ତିରେ ବୈଶ୍ୱିକ ଆହ୍ବାନଗୁଡ଼ିକୁ ତାଲିକାଭୁକ୍ତ କରିବାକୁ କୁହାଯାଇଥିଲା। ଦାରିଦ୍ର୍ୟ, କ୍ଷୁଧା, ସଂଘର୍ଷ ଏବଂ ସଂସାଧନ ଉପଲବ୍ଧତାର ଚିରାଚରିତ ପ୍ରସଙ୍ଗକୁ ଦର୍ଶାଇବାବେଳେ ସେ ଶକ୍ତି ସୁରକ୍ଷାକୁ ତାଙ୍କ ତାଲିକାର ଶୀର୍ଷରେ ରଖିଥିଲେ। ସ୍ମଲେ...

ଭାଷା ହିଁ ଜାତିର ଭବିଷ୍ୟତ

କଟକସ୍ଥ ସିଡିଏ-୮ରେ ରୁହନ୍ତି ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ସେବାନିବୃତ୍ତ ଅଧିକାରୀ। ଏକଦା ପାଞ୍ଚଜଣିଆ ଯୁବାଦଳଟି ଆସି ପହଞ୍ଚତ୍ଲା ତାଙ୍କ ଘରେ। ହାତରେ ଥାଏ ‘ପୂଜା’ ରସିଦ। ଆଜ୍ଞାଙ୍କୁ ଦେଖି ସେମାନେ ବଢ଼େଇଦେଲେ ଦୁଇଶହ ଟଙ୍କାର ରସିଦ୍‌ଟିଏ। ‘ରାଡାର’ ବିଶେଷଜ୍ଞ ଜଣଙ୍କ...

ବେସାହାରା ବାର୍ଦ୍ଧକ୍ୟ

ଜଣେ ଭାରତୀୟ ପ୍ରଶାସନିକ ସେବାର ଉଚ୍ଚପଦସ୍ଥ କର୍ମଚାରୀ ଯାହାଙ୍କର ଶହୀଦ ନଗରରେ ତିନିତାଲା ବିଶିଷ୍ଟ ପ୍ରାସାଦ। ଯଥେଷ୍ଟ ବ୍ୟାଙ୍କ ବାଲାନ୍ସ ଓ ମାସିକ ପେନ୍‌ସନ ୮୦ ହଜାରରୁ ଊର୍ଦ୍ଧ୍ୱ ସେ ଯେ ଘୋର ସନ୍ତାପ ମଧ୍ୟରେ ନିଜର ପତ୍ନୀଙ୍କ ସହିତ...

ଏଇ ଭାରତରେ

କପଡ଼ା କମ୍ପାନୀର ଅନେକ ହଜାର କେ.ଜି. ଅଦରକାରୀ କପଡ଼ା ଠୁଳ ହୋଇ ରହେ। ବହୁମସୟରେ ଏହାକୁ ବାହାରେ ଫିଙ୍ଗି ଦିଆଯାଏ, ଯାହା ପରିବେଶ ଲାଗି ବିପଦ । ଏହାର ଗମ୍ଭୀରତାକୁ ଚିନ୍ତା କରି ବର୍ଜ୍ୟ ବା ଅଦରକାରୀ କପଡ଼ାର ଅପସାଇକିଲିଂ...

ଏଇ ଭାରତରେ

ଚା ଦୋକାନରୁ ଘିକୁଆଁରୀ ଉତ୍ପାଦ ଯାଏ ଏକ ଦୀର୍ଘ ଯାତ୍ରାର କାହାଣୀ ଯୋଡ଼ି ହୋଇଛି ରାଜସ୍ଥାନର ଅଜୟ ସ୍ବାମୀଙ୍କ ଜୀବନରେ। ହନୁମାନଗଡ଼ ଜିଲା ପରଲିକା ଗାଁର ୩୧ ବର୍ଷୀୟ ଅଜୟ ଅଷ୍ଟମ ପାସ୍‌ କରିବା ପରେ ପରିବାର ଚଳାଇବା ଲାଗି...

ତାଳଗଛରେ ପତି

ଡ. କୁଳାଙ୍ଗାର   ସିଏ ବଜାରରୁ ଫେରିଲା ବେଳକୁ ତା’ ପତ୍ନୀଦେବୀ ହାତରେ ଖବରକାଗଜଟାକୁ ଧରି ଆକାଶକୁ ଅନେଇ ବସିଛି! ଏହା ଦେଖି ଆଗୁଆ ସତର୍କ ହୋଇଗଲା। ଏମିତିରେ ତ ଅନ୍ୟପତ୍ନୀମାନଙ୍କ ପରି ତା’ ପତ୍ନୀ ମଧ୍ୟ ଊର୍ଦ୍ଧ୍ୱମୁଖୀ। ବାରମ୍ବାର...

ପ୍ରାଚୀନ ବିଜ୍ଞାନର ନୂଆ ସ୍ବରୂପ

ସୌଭାଗ୍ୟ ସୁନ୍ଦରରାୟ   ପୁରାତନ ବିଜ୍ଞାନ ଓ ଆଧୁନିକ ବିଜ୍ଞାନ ମଧ୍ୟରେ ପ୍ରଭେଦ ଅନେକ। ପୁରାଣ ଯୁଗର ତଥ୍ୟକୁ ଆଧୁନିକ ବିଜ୍ଞାନ ଏତେଟା ବିଶ୍ୱାସ କରି ନ ଥାଏ। ପ୍ରାଚୀନ ବିଜ୍ଞାନକୁ ଅନ୍ଧବିଶ୍ୱାସ ବୋଲି ମଧ୍ୟ ଆଧୁନିକ ବିଜ୍ଞାନ ଅଭିହିତ...

ମୁଦ୍ରାସ୍ଫୀତି କରୁଛି ଦାସତ୍ୱ

ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ ଗତ ଅଗଷ୍ଟରେ ୭ ପ୍ରତିଶତରେ ପହଞ୍ଚତ୍ଥିବା ରିପୋର୍ଟ ଏବେ ପ୍ରକାଶ ପାଇଛି। ଏହା ଜୁଲାଇରେ ୬.୭୧ ପ୍ରତିଶତ ଥିଲା। ଅର୍ଥାତ୍‌ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ଊର୍ଦ୍ଧ୍ୱଗାମୀ ହେବାର ମୂଳରେ...

ଦୌଡ଼ିଲେ ଡାକ୍ତର

ବେଙ୍ଗାଲୁରୁରେ ଟ୍ରାଫିକ୍‌ ଜାମ୍‌ ସମସ୍ତଙ୍କୁ ହନ୍ତସନ୍ତ କରୁଛି। ପ୍ରବଳ ବର୍ଷା ଯୋଗୁ ପାଣି ଜମିଯିବା ଫଳରେ ସେଠାରେ ଗାଡ଼ି ଚଳପ୍ରଚଳ ବାଧାପ୍ରାପ୍ତ ହେଉଛି। ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡାକ୍ତର ଗୋବିନ୍ଦ ନନ୍ଦକୁମାର ଭିଡ଼ ଭିତରେ ଅଟକି ଯିବାରୁ ଗାଡ଼ିରୁ...

ଏଇ ଭାରତରେ

କ୍ଷତିକାରକ ପ୍ଲାଷ୍ଟିକ୍‌ ପ୍ୟାକେଜିଂ ଦ୍ରବ୍ୟର ବ୍ୟବହାର ରୋକିବା ପାଇଁ ମୁମ୍ବାଇର ନେହା ଜୈନ ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେ ଗୁଗଲରୁ ଚାକିରି ଛାଡ଼ି ସାମୁଦ୍ରିକ ଶୈବାଳରୁ ପ୍ୟାକେଜିଂ ପାଇଁ ବିଘଟନ ଓ ଦ୍ରବଣୀୟ ଯୋଗ୍ୟ ଦ୍ରବ୍ୟ ଉପତ୍ାଦନ କରୁଛନ୍ତି।...

ବିକାଶର ବିକଳ ଚିତ୍ର

ସୁପ୍ରଭା ବେହେରା ଆମେ ସମସ୍ତେ ବିଦ୍ୟାଳୟ ସ୍ତରରେ ଗଣିତ ସମାଧାନ କଲାବେଳେ ‘କାର୍ଯ୍ୟ ଓ ସମୟ’ ଗଣିତ ସମାଧାନ କରିଛନ୍ତି। ‘କ’ ଓ ‘ଖ’ ମିଶି ଗୋଟିଏ କାର୍ଯ୍ୟକୁ ୧୦ଦିନରେ କରନ୍ତି, କାମ ଆରମ୍ଭ କରିବାର ୨ ଦିନ ପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri