ସମ୍ପାଦକୀୟ

ମାଟି ଓ ମେଘର ମହାମିଳନ

ବିମଳ ପ୍ରସନ୍ନ ଦାସ ଓଡ଼ିଶାର ରଜପର୍ବ ତା’ର ନିଜସ୍ବ ସଂସ୍କୃତି ଓ ପରମ୍ପରାର ଅଲିଭା ଆଲେଖ୍ୟ। ମାଟି ଆଉ ମେଘର ହୁଏ ମହାମିଳନ। ଓଡ଼ିଶାର ଉପକୂଳବର୍ତ୍ତୀ ଗାଁ ଗହଳିରେ ମୁଖରିତ ହୁଏ କିଶୋରୀମାନଙ୍କର ମନମତାଣିଆ ସଙ୍ଗୀତର ଝଙ୍କାର। ”ବନସ୍ତେ ଡାକିଲା...

ନୀରବତା

ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ନୂପୁର ଶର୍ମା ଓ ତାହାକୁ ସମର୍ଥନ କରିଥିବା ନବୀନ କୁମାର ଜିନ୍ଦଲ ଅଦ୍ୟାବଧି ଗିରଫ ହୋଇ ନ ଥିବାରୁ ବିବାଦ ଥମୁ ନାହିଁ। ଗତ ଶୁକ୍ରବାର ପ୍ରାର୍ଥନା ପରେ ମୁସଲମାନମାନେ ନୂପୁରଙ୍କ...

ସମାଧାନ ନୁହେଁ ଫର୍ଟିଫାଏଡ ଚାଉଳ

ପୁଷ୍ଟି ସୁରକ୍ଷା ପାଇଁ ଖାଦ୍ୟ ବିବିଧତାର ଭୂମିକା ରହିଛି। ଖାଦ୍ୟରେ ବିବିଧତାର ଅଭାବ ଯୋଗୁ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଅପପୁଷ୍ଟି ଯଥା ବୟସ ଅନୁସାରେ ଓଜନ କମ୍‌, ଉଚ୍ଚତା କମ୍‌, ଉଚ୍ଚତା ଅନୁସାରେ ଓଜନ କମ ଓ ମହିଳାଙ୍କ...

ଜୀବନକୁ ବୁଝି ନ ଥିବା ମଣିଷ

ସେ ଜଣେ କୁକୁଡ଼ାକଟାଳି। ସେଥିପାଇଁ ଜିଅନ୍ତା କୁକୁଡ଼ାର ବେକ ମୋଡ଼େ। ଛଟପଟ ହେଉଥିବା କୁକୁଡ଼ାକୁ ଗରମ ପାଣିରେ ଭରିଦିଏ। ତା’ପରେ ପର ଛେଲି ଶରୀରକୁ ଟିକିଟିକି ମାଂସରେ ପରିଣତ କରିଦିଏ। ମାଂସକଟାଳି ଭାବେ କଲ୍ୟାଣସିଂହପୁରର ଶେଖ୍‌ ମହମ୍ମଦ କାସିମ ଚାଚାଙ୍କୁ...

ଏଇ ଭାରତରେ

ପରିବେଶକୁ ରକ୍ଷା ଲାଗି ଏବେ ତାପଜ ବିଦ୍ୟୁତ୍‌ ପରିବର୍ତ୍ତେ ସୌର ଶକ୍ତି ଉତ୍ପାଦନକୁ ପ୍ରାଧାନ୍ୟ ଦିଆଯାଉଛି। ଏହି କ୍ରମରେ ସୋଲାର ପାଓ୍ବାର ଷ୍ଟେଶନ ସଂଖ୍ୟା ବୃଦ୍ଧି ପାଉଛି ଓ ସେହି ଅନୁପାତରେ ସୌର ପ୍ୟାନେଲ ବର୍ଜ୍ୟ ବଢ଼ିବାରେ ଲାଗିଛି। ୨୦୩୦...

ଏଇ ଭାରତରେ

ଛତୁରୁ ପ୍ରସ୍ତୁତ ବିସ୍କୁଟ, ଆଚାର ଆଦି ଖାଇଛନ୍ତି କି? ଏଭଳି ଆଇଟମ୍‌ ପ୍ରସ୍ତୁତ କରୁଛନ୍ତି ତେହରି ଗଡ୍‌ଓ୍ବାଲର କୁଲଦୀପ ବିଷ୍ଟ ଏବଂ ତାଙ୍କ ସାଥୀ ପ୍ରମୋଦ ଜୁୟାଲ। ଭୌମକୋଟି ଗାଁର ଏହି ଦୁଇଜଣ ଯୁବକ ଚାକିରି ଛାଡ଼ି ଛତୁଚାଷ କରୁଛନ୍ତି...

ଆର୍ମିର ଉଡ଼ନ୍ତା ରାଣୀ

– ଜିତେନ୍ଦ୍ର କୁମାର ନାୟକ ଇଣ୍ଡିଆନ୍‌ ଆର୍ମିର ଲଢ଼ୁଆ ହେଲିକପ୍ଟରର ପ୍ରଥମ ମହିଳା ପାଇଲଟ କ୍ୟାପଟେନ୍‌ ଅଭିଳାଷା ବାରାକ୍‌ଙ୍କର ପିଲାବେଳେ ସାମରିକ କ୍ଷେତ୍ରରେ ସେବା କରିବାର ଅଭିଳାଷ ନ ଥିଲା। କିନ୍ତୁ ପିତା କଲୋନେଲ୍‌ ଏସ୍‌. ଓମ୍‌ ସିଂ ୨୦୧୧ରେ...

ଧର୍ମୀୟ ଭାବାବେଗ ଓ ରାଜନୀତି

ଡ. ଛାୟାକାନ୍ତ ଷଡ଼ଙ୍ଗୀ ୧୯୫୦ ମସିହାରେ ଯେତେବେଳେ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେଲା, ସେତେବେଳେ ଏହାର ମୁଖବନ୍ଧରେ ‘ସେକ୍ୟୁଲାର’ ଶବ୍ଦଟି ନ ଥିଲା। ୧୯୭୬ରେ ୪୨ତମ ସମ୍ବିଧାନ ସଂଶୋଧନରେ ଏହି ଶବ୍ଦଟି ଯୋଡ଼ି ଦିଆଗଲା। ସମ୍ବିଧାନର ଧାରା ୨୫ରେ ଭାରତୀୟ...

ବାହାରେ ପ୍ରଭାବ ନାହିଁ

ନାଗରିକ ତଥା ଆଭ୍ୟନ୍ତରୀଣ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଲାଗି ସାର୍ବଭୌମ ରାଷ୍ଟ୍ରଗୁଡ଼ିକର ପୂର୍ଣ୍ଣ କ୍ଷମତା ବା ଅଧିକାର ରହିଛି। ସେମାନେ ଯାହା ନ କରିବା ପାଇଁ ଚାହାନ୍ତି, ସେଥିରେ ସେମାନଙ୍କୁ ବାଧ୍ୟ କରାଯାଇପାରିବ ନାହିଁ। କିନ୍ତୁ ବହୁ ସମୟରେ ଏଥିରେ...

ଏଇ ଭାରତରେ

ସେପ୍ଟିକ ଟାଙ୍କି ସଫା କରିବାର ଆଉ ଟେନ୍‌ସନ ରହିବ ନାହିଁ, କାରଣ ଆଇଆଇଟି ମାଡ୍ରାସର ଗବେଷକମାନେ ଏବେ ବିକାଶ କରିଛନ୍ତି ଏକ ନୂତନ ରୋବୋ ଯାହା କମ୍‌ ସମୟରେ ସେପ୍ଟିକ ଟାଙ୍କି ସଫା କରିଦେଉଛି। ଏହାକୁ ନିକଟରେ ପରୀକ୍ଷା କରାଯାଇଛି।...

ଗର୍ବର ବିଷୟ

ଉପେନ୍ଦ୍ର ବିଶ୍ୱାଳ କେନିଆର ପୂର୍ବ ପ୍ରଧାନମନ୍ତ୍ରୀ ରାଇଲା ଓଡିଙ୍ଗାଙ୍କ କନ୍ୟା ହେଉଛନ୍ତି ୪୪ ବର୍ଷୀୟା ରୋଜମାରୀ। ମସ୍ତିଷ୍କରେ ଟ୍ୟୁମରଜନିତ ଜଟିଳ ସମସ୍ୟା ଯୋଗୁ ଅସ୍ତ୍ରୋପଚାର କରିବାକୁ ବାଧ୍ୟ ହେଲେ ସେ। ମାତ୍ର ଦୁର୍ଭାଗ୍ୟ ବଶତଃ ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣଭାବେ ହରେଇବସିଲେ...

ଅପରିପକ୍ୱ ନିଷ୍ପତ୍ତିର ପରିଣାମ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ଇନ୍ଦିରା ପାର୍କରେ ପ୍ରାତଃଭ୍ରମଣ ସାରି ସିମେଣ୍ଟ ବେଞ୍ଚରେ ବସିଥିଲି। ମୋ ପାଖ ବେଞ୍ଚରେ ଦି’ଜଣ ବୟସ୍କ ବ୍ୟକ୍ତି କଥାବାର୍ତ୍ତା ହେଉଥିଲେ। ସେମାନଙ୍କ କଥାବାର୍ତ୍ତାରୁ ଜାଣିଲି, ଜଣେ ହେଉଛନ୍ତି ନରେଶବାବୁ ଏବଂ ଅନ୍ୟ ଜଣେ ନିତ୍ୟାନନ୍ଦବାବୁ। ଦୁହେଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri