ସମ୍ପାଦକୀୟ

ଆଇନ ତା’ ବାଟରେ ଯାଉନାହିଁ

ନାରାୟଣ ମିଶ୍ର ସମ୍ବିଧାନର କୌଣସି ସ୍ଥାନରେ ଲେଖା ନାହିଁ ଯେ ସାଂସଦ ବା ବିଧାନସଭା ସଦସ୍ୟମାନଙ୍କର ସମ୍ପତ୍ତି ନିର୍ବାଚନ ବେଳେ ଦୁଇଲକ୍ଷ ଏବଂ ନିର୍ବାଚିତ ହେବାର ପାଞ୍ଚବର୍ଷ ପରେ ପାଞ୍ଚଶହ କୋଟି ବୋଲି ଘୋଷଣା କଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ...

କଲେରା, ପାଣି ଓ ଖଣି

ସହଦେବ ସାହୁ କାହାକୁ ‘ସ୍ମାର୍ଟ’ କହିଲା ବେଳେ ଆମ ମନ ଭିତରେ ଠକ ବୋଲି ଗୋଟିଏ ଧାରଣା ଆସେ। ଆମ ରାଜ୍ୟ ସରକାର ସବୁ କାମରେ ସ୍ମାର୍ଟ ବୋଲି କହିହେବା ମୂଳରେ ଏମିତି କିଛି ଗୋଟାଏ ଠକାମି ଥିଲାପରି ମନେହେଉଛି-ନିର୍ବାଚନ...

ଖବର ଚିନ୍ତା

ଉତ୍ତରପ୍ରଦେଶ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନବନୀତ୍‌ ସେହଗଲ ଏବେ ଜିଲା, ବ୍ଲକ୍‌, ତହସିଲ ସୂଚନା ଅଧିକାରୀମାନଙ୍କୁ ପ୍ରକ୍ରିୟାର ମୌଳିକ ସ୍ତରରେ ପ୍ରକାଶିତ ଖବରଗୁଡ଼ିକର ଯାଞ୍ଚ କରିବା ପାଇଁ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ...

ଏଇ ଭାରତରେ

ଶିକ୍ଷକତା ଛାଡ଼ି ବର୍ଷକୁ ଗୋପାଳନ ଓ ଜୈବିକ ଚାଷରୁ ୭୦ ଲକ୍ଷ ଟଙ୍କା ରୋଜଗାର କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶର ଶିକ୍ଷୟିତ୍ର ମିଲନ ଶର୍ମା। ଫରିଦାବାଦରରେ ରହନ୍ତି ମିଲନ। ସେ ପ୍ରଥମେ ଆମିଟି ଇଣ୍ଟର୍‌ନ୍ୟାଶନାଲ ସ୍କୁଲରେ ଜର୍ମାନୀ...

କାହାପାଇଁ ଅମୃତ ବେଳା

ଡ. ସନ୍ତୋଷ କୁମାର ମହାପାତ୍ର ଗତ ଅଗଷ୍ଟ ୧୫ରେ ୭୬ତମ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଅମୃତବେଳା କଥା କହିଛନ୍ତି। ଗତବର୍ଷ ମଧ୍ୟ ସ୍ବାଧୀନତା ଦିବସରେ କହିଥିଲେ। ଚଳିତ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଧ୍ୟ...

ଶେଷ କେଉଁଠି

ବ୍ରହ୍ମ ଚେଲାନି ଆମେରିକା ଲଜ୍ଜାଜନକ ଭାବେ ଆଫଗାନିସ୍ତାନ ଛାଡି ତାହାକୁ ତାଲିବାନ୍‌ଙ୍କ ହାତରେ ଟେକିଦେଲା। ଏହା ପରଠାରୁ ଆଫଗାନିସ୍ତାନ ନିମ୍ନଗାମୀ ହୋଇଛି । ସେଠାରେ ଏକ ମଧ୍ୟଯୁଗୀୟ ଶାସନ ଚାଲିଛି। ଜେହାଦୀ ଓ ସନ୍ତ୍ରାସବାଦୀଙ୍କ ଆଡ୍ଡାସ୍ଥଳୀ ପାଲଟିବ ବୋଲି ପର୍ଯ୍ୟବେକ୍ଷକମାନେ...

ବର୍ଷା ଓ ସାହିତ୍ୟ

ଅଲେଖ ଚନ୍ଦ୍ର ମିଶ୍ର ଋତୁ ବିନ୍ୟାସରେ ବର୍ଷା ସବୁଠାରୁ ସମ୍ବେଦନଶୀଳ। ପ୍ରଚଣ୍ଡ ରୌଦ୍ରତାପରେ ମୃତପ୍ରାୟ ଜୀବଜଗତକୁ ବର୍ଷା ଦିଏ ସଞ୍ଜୀବନୀର ସ୍ପର୍ଶ। ବର୍ଷା ଜୀବନର ସଙ୍କେତ ହେଲେ ଆଷାଢ଼ ତା’ର ଯୌବନ, ଶ୍ରାବଣ ତା’ର ସ୍ପନ୍ଦନ। ବିରହୀଙ୍କ ପାଇଁ ବର୍ଷା...

ଦେଖଣାହାରି ସାଜନାହିଁ

ମାର୍ଚ୍ଚ ୧୯୬୪ରେ ନ୍ୟୁୟର୍କ ଟାଇମ୍ସ ପ୍ରକାଶ କରିଥିଲା ଯେ, କିଟି ଜେନୋଭେସେ ନାମ୍ନୀ ଜଣେ ମହିଳାଙ୍କ ଉପରେ ଅତି ନୃଶଂସ ଓ ଘାତକ ଆକ୍ରମଣର ୩୮ ଜଣ ପ୍ରତ୍ୟକ୍ଷଦର୍ଶୀ ଥିଲେ। କିନ୍ତୁ ତାଙ୍କୁ ସାହାଯ୍ୟ କରିବା ଲାଗି କେହି କିଛି...

ଶ୍ରୀକୃଷ୍ଣାବତାର

ପ୍ରଭୁଙ୍କ ଲୀଳା ଅପାର। ମର୍ତ୍ତ୍ୟରେ ତାଙ୍କ ମାନବରୂପୀ ଆବିର୍ଭାବ ଶ୍ରୀକୃଷ୍ଣଙ୍କ ଜନ୍ମ ରହସ୍ୟରେ ଅତି ଚମତ୍କାର ଭାବରେ ପ୍ରଦର୍ଶିତ ହୋଇଛି। ଯେଉଁ ଅଦୃଶ୍ୟ ଶକ୍ତି ନିସ୍ତବ୍ଧ ରାତିରେ କାରାଗାରର ଶୃଙ୍ଖଳରୁ ମୁକ୍ତକରି କୃଷ୍ଣଙ୍କୁ ଗୋପପୁରରେ ନେଇ ବଢ଼ାଇଥିଲା, ତାଙ୍କରି ଲୀଳା...

ଦୁର୍ନୀତି ଓ ଦୁର୍ଗତି

“ଗୋଟେ ଦେଶକୁ ଧ୍ୱଂସ କରିବା ପାଇଁ ସର୍ବଦା ପରମାଣୁ ବୋମା ଜରୁରୀ ନୁହଁ। କାରଣ ଦେଶର ଭ୍ରଷ୍ଟ ରାଜନେତାମାନଙ୍କ ଦ୍ୱାରା ସେ କାମ ହୋଇଥାଏ।” ସତେଯେମିତି ଭାରତକୁ ଲକ୍ଷ୍ୟ ରଖି ଏକଥା ସେଦିନ କହିଥିଲେ ପ୍ରେରଣାଦାୟୀ ଲେଖକ ଇଶ୍ରାଏଲମର ଆଇଭର...

ଏଇ ଭାରତରେ

ମାଓବାଦୀଙ୍କ ସହିତ ଲଢ଼ିବାକୁ ଏବେ କିନ୍ନରମାନେ ପ୍ରସ୍ତୁତ। ଛତିଶଗଡ଼ର ମାଓବାଦୀ ପ୍ରଭାବିତ ବସ୍ତର ଜିଲାରେ ପୋଲିସର ନୂତନ ସ୍ବତନ୍ତ୍ର ୟୁନିଟ୍‌ ବସ୍ତର ଫାଇଟର୍ସରେ ୯ ଜଣ କିନ୍ନରଙ୍କୁ ପ୍ରଥମ ଥର ପାଇଁ ପୋଲିସ ବିଭାଗ ପକ୍ଷରୁ ନିଯୁକ୍ତ କରାଯାଇଛି। ନିଯୁକ୍ତ...

ଏଇ ଭାରତରେ

କେରଳର କନ୍ନୁର ଜିଲାର ପିନାରାଇ ପଞ୍ଚାୟତରେ ଅବିବାହିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଏହି ସମସ୍ୟା ଦୂର କରିବା ପାଇଁ ପଞ୍ଚାୟତ ପକ୍ଷରୁ ବିବାହ ଲାଗି ଏକ ୱେବ୍‌ସାଇଟ ଆରମ୍ଭ କରାଯାଇଛି। ଜିଲା ଯୋଜନା କମିଟି ପିନାରାଇ ପଞ୍ଚାୟତର ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri