ସମ୍ପାଦକୀୟ

ପଡ଼ୋଶୀ ଦେଶରୁ ଶିକ୍ଷା

ରଶ୍ମିରଞ୍ଜନ ରାଉତ ଭାରତର ୩ଟି ନିକଟତମ ପଡ଼ୋଶୀ ଦେଶ ଶ୍ରୀଲଙ୍କା, ପାକିସ୍ତାନ ଓ ନେପାଳରେ ଆର୍ଥତ୍କ ସଙ୍କଟ ଏବେ ଚରମ ସୀମାରେ। ଏହା ମଧ୍ୟରେ ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିସାରିଥିବାବେଳେ ପାକିସ୍ତାନର ନେତୃତ୍ୱରେ ପରିବର୍ତ୍ତନ ଘଟିସାରିଛି। ଏହା ସହ...

ଭୂତଳ ନୁହେଁ, ଭୂପୃଷ୍ଠ

ପୃଥିବୀକୁ ନୀଳ ଗ୍ରହର ଆଖ୍ୟା ଦିଆଯାଇଛି। କାରଣ ଭୂପୃଷ୍ଠରେ ନୀଳ ସାଗର ବହିବା ସହ ଏହା ୭୧ ପ୍ରତିଶତ ଜଳଧାରଣ କରିଛି। ଅନ୍ୟପକ୍ଷରେ ଦିନକୁ ଦିନ ଏହାର ଗ୍ରାଉଣ୍ଡ୍‌ ଓ୍ବାଟର ବା ଭୂତଳ ଜଳସ୍ତର ବିଭିନ୍ନ କାରଣରୁ କମିକମି ଯାଉଛି।...

ଅନ୍ଧାର କୋଣ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏବେ ପୁଣି ଚର୍ଚ୍ଚାକୁ ଆସିଛି। ଏହାର ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଇତିହାସ ଏବଂ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ (ଏନ୍‌ଏଏମ୍‌), ଆଫ୍ରିକୀୟ-ଏସୀୟ ଅଞ୍ଚଳର ଇସ୍‌ଲାମୀୟ ସାମ୍ରାଜ୍ୟ, ଶୀତଳ ଯୁଦ୍ଧ...

ପିଲାଙ୍କ ବ୍ରେନ୍‌ ପାୱାର

ଡା. ସମ୍ରାଟ କର କରୋନା ପ୍ରକୋପ ପାଇଁ ପାଖାପାଖି ଦୁଇବର୍ଷ ପିଲାମାନେ ଘରେ ରହି ଅନ୍‌ଲାଇନରେ ପରୀକ୍ଷା ଦେଲେ। ତେବେ ଚଳିତ ବର୍ଷଠାରୁ ଅଫ୍‌ଲାଇନ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ପିଲାମାନଙ୍କ ବ୍ରେନ ପାୱାର...

ମୃତ୍ତିକାର ଆର୍ତ୍ତନାଦ

ଡ. ସୁବାସ ଚନ୍ଦ୍ର ପାତ୍ର ଦୁର୍ଗତି ପ୍ରଗତିର ବୋଧହୁଏ ସବୁଠୁ ବିଶ୍ୱସ୍ତ ସହଚର। ଯେଉଁ ମାଟି ମା’ ଦିନେ ମଣିଷର ଭରସାର ମୂଳପିଣ୍ଡ ଥିଲା, ଯାହା ଉପରେ ମଣିଷ ପାଦ ଥାପୁଥିଲା ଏହି ବିଶ୍ୱାସ ନେଇ ଯେ ତା’ର ପାଦତଳ...

ଏଇ ଭାରତରେ

ଜୈବ ଇନ୍ଧନ ବ୍ୟବହାର କମ୍‌ କରିବା ସହ ପରିବେଶ ପ୍ରଦୂଷଣ ରୋକିବା ଲାଗି ଏବେ ବୈଦ୍ୟୁତିକ ଦୁଇଚକିଆ ଯାନ(ଇଭି ଟୁହ୍ବିଲର) ନିର୍ମାଣରେ ଲାଗିଛନ୍ତି ବହୁ ନାମୀଦାମୀ କମ୍ପାନୀ। ଗତବର୍ଷ ତୁଳନାରେ ଏହାର ବିକ୍ରି ମଧ୍ୟ ୧୩୨ ପ୍ରତିଶତ ବୃଦ୍ଧି ପାଇଛି।...

ଆଘାତଦାୟକ ସମୟ

ଆକାର ପଟେଲ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ୧୯୨୫ରେ ପ୍ରତିଷ୍ଠା ହୋଇଥିଲା। ଆଉ ତିନି ବର୍ଷରେ ଏହା ୧୦୦ରେ ପଦାର୍ପଣ କରିବ। ବିଶେଷକରି ୨୦୧୯ରୁ ଘଟିଥିବା ଘଟଣାଗୁଡ଼ିକ ପରେ କେତେକେ ଅନୁଭବ କରିଛନ୍ତି ଯେ, ୨୦୨୫ ଭାରତ ହିନ୍ଦୁ ରାଷ୍ଟ୍ରକୁ...

ନିର୍ଲିପ୍ତ ନିର୍ଲଜ୍ଜତା

କେଇ ଦିନ ପୂର୍ବରୁ ଯାଇଛି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଜନ୍ମ ଜାତକର ତିଥି ‘ଉତ୍କଳ ଦିବସ’। ଏହି ଅମୃତ ଲଗ୍ନର ଉତ୍ସବକୁ ସରକାରୀ ଓ ବେସରକାରୀ ସ୍ତରରେ ଯିଏ ଯାହାମତେ ପାଳନ କରିଥିବା ବେଳେ ରାଜ୍ୟର ଏକ ଆଞ୍ଚଳିକ ଟିଭି...

ନୀତି ଉପାଧ୍ୟକ୍ଷ

ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ସରକାର ୨୦୧୪ରେ କେନ୍ଦ୍ରରେ କ୍ଷମତାସୀନ ହେବା ପରେ ଯୋଜନା ଆୟୋଗକୁ ଅଚଳ କରିଦେଇ ତା’ ପରିବର୍ତ୍ତେ ୧ ଜାନୁୟାରୀ ୨୦୧୫ରେ ନୀତି (ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ) ଆୟୋଗ ଗଠନ କରିଥିଲା।...

ଏଇ ଭାରତରେ

ଉଚ୍ଚ ଶିକ୍ଷା ପରେ ଚାକିରି ନ କରି ଚାଷରୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ଚାଷୀମାନଙ୍କ ଜୀବନର ମୋଡ଼ ବଦଳାଇବାରେ ଲାଗିଛନ୍ତି ରାଜସ୍ଥାନ ଜୟପୁରର ଇନ୍ଦ୍ର ରାଜ ଜାଠ ଏବଂ ସୀମା ସାଇନି। ସେମାନେ ୨୦୧୮ରେ ଗ୍ରୀନ୍‌ ଓ୍ବାଲର୍‌ଡ...

ଏଇ ଭାରତରେ

ଘରେ ଜାଗା ନ ଥିଲେ ବି ବାହାରେ ରାସ୍ତା କଡ଼ରେ ଉଦ୍ୟାନ କରିପାରିବେ ଓ ଏଥିପାଇଁ ବାଟ ଦେଖାଇଛନ୍ତି ରାଞ୍ଚିର ମନୋଜ ରଞ୍ଜନ। ରାଞ୍ଚି ହରମୁ ହାଉସିଂ କଲୋନୀରେ ରହନ୍ତି ରଞ୍ଜନ। ସେ ପେସାରେ ଜଣେ ଶିକ୍ଷକ, କିନ୍ତୁ ଉଦ୍ୟାନ...

ହଜିଯାଇଥିବା ସ୍ମୃତି

ଇବ୍ରାର ଖାଁ ସଭ୍ୟତା ସହିତ ତାଳ ଦେଇ ଗ୍ରାମ୍ୟ କଳେବର ଆଜି ବଦଳିଯାଇଛି। ଗାଁ ରେ ନୁଆଁଣିଆ ଚାଳଘର ପରିବର୍ତ୍ତେ ଏବେ କୋଠାଘରସବୁ ଗଢ଼ି ଉଠି ଛୋଟକାଟିଆ ସହରର ଭ୍ରମ ସୃଷ୍ଟି କରୁଛି। ଗାଁ ଦାଣ୍ଡ ଏବେ କଂକ୍ରିଟ୍‌ ରାସ୍ତାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri