ସମ୍ପାଦକୀୟ

ରୁଷିଆର ପରମାଣୁ ଆକ୍ରମଣ ସାମର୍ଥ୍ୟ

ଗତ ଫେବୃୟାରୀ ୨୪ଠାରୁ ରୁଷିଆ ୟୁକ୍ରେନ୍‌ ବିପକ୍ଷରେ ସାମରିକ ଅଭିଯାନ ଆରମ୍ଭ କରିଛି। ରୁଷିଆର କ୍ରମାଗତ କ୍ଷେପଣାସ୍ତ୍ର ଓ ବୋମା ମାଡ଼ରେ ୟୁକ୍ରେନ୍‌ର ବିଭିନ୍ନ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଏହି ଯୁଦ୍ଧରେ ପ୍ରତିଦିନ ଉଭୟ ରୁଷିଆ ଓ ୟୁକ୍ରେନ୍‌ ପକ୍ଷରୁ...

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀ ଜୀବିକା ଉପରେ ପ୍ରଭାବ ପକାଇଥିଲେ ବି ଅନେକଙ୍କୁ ନୂଆ ରାସ୍ତା ଦେଖାଇଛି। ଏମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଅମେଠିର ସୋମେଶ୍ୱର ସିଂ ଜଣେ। ସେ ଚାକିରି ଛାଡ଼ି ଅମୃତଭଣ୍ଡା ଚାଷରୁ ବର୍ଷକୁ ୧୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।...

ଏଇ ଭାରତରେ

ମନ୍ଦିରରେ ଦିଅଁସେବା ପରେ ଫିଙ୍ଗି ଦିଆଯାଉଥିବା ଫୁଲକୁ ସଂଗ୍ରହ କରି ତାହାର ପୁନଃ ଉପଯୋଗ କରୁଛନ୍ତି ସୁରଟର ୨୨ ବର୍ଷୀୟା ଇଞ୍ଜିନିୟର ମୈତ୍ରୀ ଜରିଓ୍ବାଲା। ସେ ଏହି ଫୁଲରୁ ୧୦ ପ୍ରକାର ଉତ୍ପାଦ ତିଆରି କରିବା ସହ ବର୍ଜ୍ୟ ସମସ୍ୟା...

ଛୋଟ କାନ୍ଧ, ବଡ଼ ବୋଝ

ସେଦିନ ଅଭ୍ୟାସ କାର୍ଯ୍ୟ କରି ନ ଥିବା ପ୍ରତ୍ୟେକ ପିଲାଙ୍କୁ ଶ୍ରେଣୀଗୃହରେ ଦଣ୍ଡ ସ୍ବରୂପ କାନ ଧରି ଛିଡ଼ାହେବାକୁ କହିଲି। ସମସ୍ତେ ନିଜ ନିଜର ସଫେଇ ଦେବାକୁ କିଛି କହିଲେ। କିନ୍ତୁ ନିଜ ସପକ୍ଷରେ ଏକା କହିପାରିଲାନି ମାଧବୀ। କହିଥାନ୍ତା...

ଯୁଦ୍ଧରେ ହାରନ୍ତି ଜନତା

ରୁଷିଆ ଆକ୍ରମଣରେ ୟୁକ୍ରେନ୍‌ ଆଜି ଛାର୍‌ଖାର୍‌। ଅନେକ ଲୋକ ମୃତାହତ ହେଲେଣି। କେବଳ ସାମରିକସ୍ଥଳୀ ନୁହେଁ, ଅନେକ ସର୍ବସାଧାରଣ ସ୍ଥାନରେ ରୁଷିଆ ବୋମାମାଡ଼ କରୁଥିବାର ସୂଚନା ମିଳୁଛି। ଆକ୍ରମଣ ଭୟରେ ୟୁକ୍ରେନ୍‌ର ରାଜଧାନୀ ସମେତ ଅନେକ ବଡ଼ ବଡ଼ ସହରରୁ...

ନିଯୁକ୍ତି ରହସ୍ୟ

ପ୍ରତିରକ୍ଷା ଉତ୍ପାଦନ ସଚିବ ରାଜ କୁମାରଙ୍କ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ତାଙ୍କ ମୂଳ ରାଜ୍ୟ କ୍ୟାଡର୍‌ ଗୁଜରାଟକୁ ପଠାଇ ଦିଆଯିବା ପରେ ତିନି ମାସରୁ ଊର୍ଦ୍ଧ୍ୱ ହେବ ସେହି ପଦବୀ ଖାଲି ରହିଛି। ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ...

ଏଇ ଭାରତରେ

ଭିନ୍ନ ଧାରାରେ କାର୍ଯ୍ୟ କରି ସଫଳ ହୋଇଥିବା ବ୍ୟକ୍ତି ହେଉଛନ୍ତି କେରଳର ଅବଦୁର ରଜାକ। ସେ ଅଗଣାରେ ପ୍ଲାଷ୍ଟିକ ଡ୍ରମ୍‌ରେ ୧୩୫ ଫଳଗଛ ଉତାରିଛନ୍ତି। ତିରୁର୍‌ ନିବାସୀ ରଜାକ ଦୁବାଇରେ କାମ କରୁଥିଲେ। ୨୦୧୮ରେ ଭାରତକୁ ଫେରିବା ପରେ ସେ...

କ୍ଷୁଦ୍ର ଭୂଖଣ୍ଡର ଆର୍ତ୍ତନାଦ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ପ୍ରଶାନ୍ତ ମହାସାଗରରେ ବିଷୁବରେଖା ପାଖାପାଖି ରିପବ୍ଲିକ ଅଫ୍‌ ଦା ମା ମାର୍ଶଲ ଆଇଲାଣ୍ଡ୍ସ ନାମକ ଏକ ସ୍ବାଧୀନ ରାଷ୍ଟ୍ର ଅଛି। ଏହି ରାଜ୍ୟର ଜନସଂଖ୍ୟା ମୋଟେ ୫୮,୪୧୩ (୨୦୧୮ ମସିହାର ବିଶ୍ୱବ୍ୟାଙ୍କ ଜନଗଣନା ଅନୁସାରେ)। ମୁଖ୍ୟତଃ...

କ୍ୟାନ୍‌ସର ଚିକିତ୍ସାରେ ଅସମାନତା

ରାଫେଲ୍‌ ମାରିଆନୋ ଗ୍ରୋସି ଉନ୍ନତ ତଥା ଆଧୁନିକ କ୍ୟାନ୍‌ସର ଚିକିତ୍ସା ବ୍ୟବସ୍ଥାରୁ ଏବେ ପର୍ଯ୍ୟାପ୍ତ ଲାଭ ମିଳୁଛି ଓ ଅନେକ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହେଉଛି। ଫଳରେ ୨୦୦୦ରୁ ୨୦୧୫ ମଧ୍ୟରେ ଧନୀଦେଶଗୁଡ଼ିକ କ୍ୟାନ୍‌ସର ରୋଗୀଙ୍କ ସମ୍ଭାବ୍ୟ ମୃତ୍ୟୁହାର...

ସାଧାରଣ ଜନତା ଓ ବିକାଶ

ଡ. କିଶୋର ମହାନ୍ତି ଅର୍ଥଶାସ୍ତ୍ରରେ ବିକାଶର ପରିଭାଷା ଯାହା ହେଉନା କାହିଁକି, ସାଧାରଣଙ୍କ ଆଖିରେ ବିକାଶ ଗୋଟାଏ ଭେଳିକି – ବିକାଶ ବୋଧେ ଗୋଟିଏ ଆପେକ୍ଷିକ ଶବ୍ଦ। ଆଜିର ଗଣତନ୍ତ୍ରରେ ବିକାଶକୁ ନେଇ ତର୍କ ବିତର୍କ, ଗବେଷଣା ଆଦି କେତେ...

ପୁଟିନ୍‌ଙ୍କ ଯୁଦ୍ଧ ଓ ବିଶ୍ୱ ଦୃଶ୍ୟପଟ

ବ୍ରହ୍ମ ଚେଲାନି ରୁଷିଆ ୟୁକ୍ରେନ୍‌ ଉପରେ ଭୀଷଣ ଆକ୍ରମଣ ଜାରି ରଖିଛି। ଏହି ସମୟରେ ପ୍ରକାଶ ପାଇଥିବା ପାଶ୍ଚାତ୍ୟ ଦେଶଗୁଡ଼ିକର ଅଭୂତପୂର୍ବ ପ୍ରତିକ୍ରିୟା ଅନ୍ତର୍ଜାତୀୟ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନକୁ ଦର୍ଶାଇଛି। ଏହା ଶୀତଳ ଯୁଦ୍ଧ ପରବର୍ତ୍ତୀ ଯୁଗର ଓପଚାରିକ...

ଯକ୍ଷ୍ମା ନିର୍ମୂଳ ପାଇଁ…

ଡା. ରାମଚନ୍ଦ୍ର ରାଉତ ମାର୍ଚ୍ଚ ୨୪ ତାରିଖକୁ ବିଶ୍ୱ ଯକ୍ଷ୍ମା(ଟିବି) ଦିବସ ରୂପେ ପାଳନ କରାଯାଇଆସୁଛି। ୧୮୮୨ ମସିହାର ଏହି ଦିନରେ ଡା. ରବର୍ଟ କକ୍‌ ଯକ୍ଷ୍ମାର ଜୀବାଣୁ ‘ମାଇକୋ ବ୍ୟାକ୍ଟେରିଅମ୍‌ ଟ୍ୟୁବରକ୍ୟୁଲୋସିସ୍‌’ ଆବିଷ୍କାର କରିଥିଲେ। ତେବେ ଚଳିତ ବର୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri