ସମ୍ପାଦକୀୟ

ୟୁପିଏସ୍‌ସି ପରୀକ୍ଷାରେ ଓଡ଼ିଆଙ୍କ ଦୁର୍ବଳତା

ସହଦେବ ସାହୁ   ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ୩ୟ, ୫ମ, ୮ମ ଓ ୧୦ମ ଶ୍ରେଣୀ ପିଲାଙ୍କ ଉପରେ କରିଥିବା ଅନୁଶୀଳନମୂଳକ ପରୀକ୍ଷାର ଫଳରୁ ସମ୍ପ୍ରତି ଦେଖାଇଛନ୍ତି ଯେ ଓଡ଼ିଆ ପିଲାମାନେ ଓଡ଼ିଆରେ ଦୁର୍ବଳ।...

ଅଲୋଡ଼ା ମାତାପିତା

କେନ୍ଦ୍ର ସରକାର ଦେଶର ସବୁ ଜିଲାରେ ବୃଦ୍ଧାଶ୍ରମ ସ୍ଥାପନ କରିବା ପାଇଁ ଯୋଜନା କରୁଛନ୍ତି । ସ୍ଥାନୀୟ ଏନ୍‌ଜିଓଗୁଡ଼ିକ ସହଯୋଗରେ ଏହା ନିର୍ମାଣ କରିବା ଲାଗି ୨୫୦ ଜିଲାକୁ ଚିହ୍ନଟ କରାଯାଇଥିବା ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ...

ଭଲ ମଣିଷ ପାଗଳ

ସରକାରୀ ବ୍ୟବସ୍ଥା ଭିତରେ ରହି ବ୍ୟବସ୍ଥାକୁ ବିରୋଧ କରି ଦାଣ୍ଠ୍‌ରେ ରହିବା ବହୁ କଷ୍ଟକର। କାରଣ ଆଜିର ସମୟରେ ବଡ଼ବଡ଼ିଆଙ୍କ ବିରୋଧରେ ମୁହଁ ଖୋଲିଲେ ପରିଣତି କେତେ ଭୟଙ୍କର ହୋଇଥାଏ ସେହି ବିଷୟରେ ସମସ୍ତେ ଜାଣନ୍ତି। ବିଶେଷକରି ପୋଲିସ ପ୍ରଶାସନକୁ...

ଏଇ ଭାରତରେ

ଛତିଶଗଡର ମାଓବାଦୀ ପ୍ରଭାବିତ ବସ୍ତରରେ ରାସ୍ତା ନିର୍ମାଣ ଏକ ବଡ଼ ଆହ୍ବାନ। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଦୁର୍ଗମ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ରାସ୍ତା ନିର୍ମାଣ କରୁଛନ୍ତି। ମାଓବାଦୀ ପ୍ରବଣ ଅଞ୍ଚଳ ଭାବରେ ଜଣାଶୁଣା ସୁକମା ଜିଲାର କାରିଗୁଣ୍ଡମ ଅଞ୍ଚଳରେ...

ଅଶ୍ୱତ୍‌ଥମା ହତଃ

ଡ. ନିରଞ୍ଜନ ମିଶ୍ର ଗାଲୁଆଙ୍କ ବାରବାଟି ଚାଷ’- ଏମିତି ଏକ କଥା ଓଡ଼ିଆରେ ଅଛି। ମହାଭାରତରେ ବାସୁଦେବ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ‘ଅଶ୍ୱତ୍‌ଥମା ହତଃ’ ଉଚ୍ଚସ୍ବରରେ ଓ ‘ନରେ ବା କୁଞ୍ଜରେ’ କ୍ଷୀଣ ସ୍ବରରେ କହିବାକୁ ବାଧ୍ୟ କରିଥିଲେ। ସଦାବେଳେ...

ନୀତୀଶଙ୍କ ଅସ୍ତ୍ର ‘ଜାତି’

କେନ୍ଦ୍ରର ଭାଜପା ସରକାର ବିଦେଶରୁ ଯନ୍ତ୍ରପାତି ମଗାଇ ପ୍ରତ୍ୟେକ ନାଗରିକଙ୍କ ‘ଗୁଣସୂତ୍ରର ଶୁଦ୍ଧତା’ ଯାଞ୍ଚ ପାଇଁ ଡିଏନ୍‌ଏ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏହା ଆଧାର କାର୍ଡଠାରୁ ବହୁ ଆଗକୁ ଚାଲିଯାଇଛି। ଆଧାରରେ କେବଳ ଅନ୍ତରଙ୍ଗ ତଥ୍ୟ ଯୋଗାଡ଼...

ଇଲେକ୍ଟୋରାଲ ବଣ୍ଡ୍‌ର ଅସଲ କଥା

ଶ୍ରୀଗିରିଶ ଜଲିହାଲ, ପୁନମ୍‌ ଅଗ୍ରଓ୍ବାଲ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ କମ୍ପାନୀ ଏବଂ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଦତ୍ତ ଗୋପନୀୟ ରାଜନୈତିକ ପାଣ୍ଠି ଭାରତର ୨୮୦୦ ରାଜନୈତିକ ଦଳ ମଧ୍ୟରୁ ବାସ୍ତବରେ ୧୯ଟି ଦଳ ପାଇଛନ୍ତି। ହେଲେ ନିର୍ବାଚନ କମିଶନ(ଇସି)ଙ୍କ ତାଲିକାରେ ରହିଛନ୍ତି...

ଏଇ ଭାରତରେ

ଫାର୍ମ ହାଉସ ପାଲଟିଯାଇଛି ପ୍ରଣୀମାନଙ୍କ ପାଇଁ ସ୍ବର୍ଗ ଓ ସେମାନଙ୍କ ପାଇଁ ଦେବଦୂତ ଭାବେ ଉଭା ହୋଇଛନ୍ତି ଟେକ୍‌ନିସାନ କୁଲଦୀପ ଖତ୍ରି। ୩୦ ବର୍ଷୀୟ କୁଲଦୀପ ପ୍ରାଣୀମାନଙ୍କୁ ମାଗଣା ଚିକିତ୍ସା ଓ ରହିବା ଲାଗି ଯୋଧପୁରସ୍ଥିତ ତାଙ୍କ ଫାର୍ମ ହାଉସକୁ...

ଚିକ୍‌ଚିକ୍‌ କରୁ ନ ଥିବା ସୁନା

ଚିତ୍ର ଚରିତ୍ର କେଉଁ କାଳରୁ ଆମ ଲୋକମୁଖରେ କଥାଟିଏ ଗଡ଼ିଗଡ଼ି ଆସୁଛି- ”ସବୁ ଚିକ୍‌ଚିକ୍‌ କରୁଥିବା ଚିଜ ସୁନା ନୁହନ୍ତି।“ ଉପରକୁ ଯାହା ପ୍ରତୀୟମାନ ହେଉଥାଏ, ବାସ୍ତବରେ ତାହାର ବିପରୀତ ପ୍ରମାଣିତ ହେଲେ; ଯେମିତିକି ମୁହଁରେ ମଧୁର ବଚନ କହି...

କୂପମଣ୍ଡୁକ

ନୂପୁର ଶର୍ମା ଏବେ ଅନ୍ତର୍ଜାତୀୟ ସ୍ତରକୁ ଚାଲିଗଲେଣି। ହାତଗଣତି କେତେକ ନିର୍ବୁଦ୍ଧିଆଙ୍କ କାର୍ଯ୍ୟକଳାପ ଯୋଗୁ ଭାରତର ଭାବମୂର୍ତ୍ତି ବିଶ୍ୱସ୍ତରରେ କ୍ଷୁଣ୍ଣ ହେଉଛି। ବୋକାଙ୍କ ବୁଦ୍ଧିରେ କାର୍ଯ୍ୟ ପରିଚାଳିତ ହେଲେ ତାହାର ପ୍ରତିକ୍ରିୟା କେତେ ଭୟାନକ ହୁଏ, ତାହା ଫ୍ରାନ୍ସର ବ୍ୟଙ୍ଗଚିତ୍ର...

ଧର୍ମନିରପେକ୍ଷତାରୁ ଦୂରରେ

ପ୍ରଥମେ ବହୁ ବର୍ଷ ଧରି ମୁଁ ପାକିସ୍ତାନର ଖବରକାଗଜଗୁଡ଼ିକ ପାଇଁ ଆର୍ଟିକିଲ ଲେଖୁଥିଲି। ମୁଁ ବହୁଥର ପାକିସ୍ତାନ ଯାଇ ସେଠାରେ ବିଶ୍ୱବିଦ୍ୟାଳୟମାନଙ୍କରେ ବକ୍ତବ୍ୟ ଉପସ୍ଥାପନ କରିଛି। ବିଗତ ତିନି ଦଶନ୍ଧି ଧରି ଅଧ୍ୟୟନ ମାଧ୍ୟମରେ ମୁଁ ପାକିସ୍ତାନକୁ ଅତି ଭଲ...

ଆଶାୟୀଙ୍କ ପ୍ରେରଣାଦାୟିନୀ

ଦୁଇ ଦଶନ୍ଧି ପୂର୍ବରୁ ଇତିହାସ, ରାଜନୀତି ବିଜ୍ଞାନ, ସମାଜ ବିଜ୍ଞାନ ଭଳି ବିଷୟକୁ ସିଭିଲ୍‌ ସର୍ଭିସ ପରୀକ୍ଷାରେ ମୁଖ୍ୟ ବିଷୟ ଭାବେ ରଖି ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେଉଥିଲେ। କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ସ୍ତରର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri