ସମ୍ପାଦକୀୟ

ଏଇ ଭାରତରେ

ସରକାରୀ ସ୍କୁଲର ବିକାଶ ସରକାର କରିବେ- ଏଭଳି ଧାରଣା ସମସ୍ତଙ୍କର ରହିଛି। ହେଲେ ବ୍ୟକ୍ତିଗତ ଅନୁଦାନରେ ଏଭଳି ବିକାଶ ସମ୍ଭବ ବୋଲି ପ୍ରମାଣ କରିଛନ୍ତି ଅରୁଣାଚଳପ୍ରଦେଶର ଟୁମଟୋ ଏଟେ। ସେ ଓ୍ବେଷ୍ଟ ସିଆଙ୍ଗ ଜିଲାର ପୋବଡ଼ି ସେକେଣ୍ଡାରୀ ସ୍କୁଲରେ ପଢୁଥିଲେ।...

ଇ-ରିକ୍ସା ପ୍ରବର୍ତ୍ତକ

-ଜିତେନ୍ଦ୍ର କୁମାର ନାୟକ ଗତାନୁଗତିକ ଧାରାଠାରୁ ଭିନ୍ନ ହେବାକୁ ଚାହୁଁଥିବା ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥାଆନ୍ତି। ନିକଟରେ ପଦ୍ମଶ୍ରୀ ମନୋନୀତ ଏଭଳି ଜଣେ ବ୍ୟକ୍ତି ହେଲେ ଡକ୍ଟର ଅନିଲ କୁମାର ରାଜବଂଶୀ। ଆମେରିକାରେ ଉଚ୍ଚଶିକ୍ଷା ଲାଭ କରିଥିଲେ ମଧ୍ୟ...

ଧର୍ମଭୀରୁ ନେତା ଓ ଧର୍ମଛଡ଼ା ଭୋଟର

ଅଧ୍ୟାପକ ନିରଞ୍ଜନ ପାଢ଼ୀ ଗତ କେଇ ସପ୍ତାହ ହେଲା ସମ୍ବାଦପତ୍ରଠୁ ଆରମ୍ଭ କରି ବିଭିନ୍ନ ଟିଭି ଚାନେଲ ଯାଏ, ସବୁଠି ଖାଲି ନିର୍ବାଚନର ଚର୍ଚ୍ଚା। ସେପଟେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଓ ଗୋଆ ଭଳି ଦେଶର ପ୍ରମୁଖ ପ୍ରଦେଶଗୁଡ଼ିକର ବିଧାନସଭା...

ନିର୍ଯାତନାର ଲମ୍ବା ତାଲିକା

ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଭାରତୀୟ ମିଡିଆ ଧ୍ୟାନ ଦେଉ ନାହଁି ବୋଲି ଏନ୍‌ଡିଟିଭି ଆଙ୍କର ରବିଶ କୁମାର ଯାହା କହିଛନ୍ତି ତାହା ଠିକ୍‌। ଏହିି କାରଣରୁ ଆମେ ଉକ୍ତ ବିଷୟଗୁଡ଼ିକ ଉପରେ ଗୁରୁତ୍ୱ ଦେବା ଜରୁରୀ। ସେସବୁ ସମ୍ପର୍କରେ କ’ଣ...

ଏଇ ଭାରତରେ

ବୟସ କମ୍‌ ହେଲେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ବଳରେ ସଫଳତା ପାଇବାରେ କିଛି ଅସୁବିଧା ନ ଥାଏ ବୋଲି ପ୍ରମାଣ କରିଛନ୍ତି ଜଣେ ସଫଳ କୁନି ପରିବେଶକର୍ମୀ ପ୍ରସିଦ୍ଧି ସିଂ। ପ୍ରସିଦ୍ଧି ରହୁଛନ୍ତି ଚେନ୍ନାଇର ମହିନ୍ଦ୍ରା ଓ୍ବାଲର୍‌ଡ ସିଟିରେ। ତାଙ୍କ...

ତିରିଶ ଓ ଦୁଇଟଙ୍କିଆ ଚାଉଳର ଖେଳ

ତୁଷାରକାନ୍ତ ୧୮୯୯ ଜାନୁୟାରୀ ୨୬ରେ ତତ୍କାଳୀନ କଟକ ତଥା ଅଧୁନା ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ବାଗଲପୁରର ଏକ ସ୍ବଚ୍ଛଳ ପରିବାରରେ ଜନ୍ମଗ୍ରହଣ କରିଥିବା ଗୌରାଙ୍ଗ ଚରଣ ଦାସ, ସ୍ବାଧୀନତା ଜରିଆରେ ଦେଶର ସମସ୍ତେ ସ୍ବଚ୍ଛଳରେ ଚଳିବାକୁ ସୁଯୋଗ ପାଇବା ଲକ୍ଷ୍ୟରେ...

ଚିନ୍ତାକରି ଲାଭ ନାହିଁ

ରଞ୍ଜନ କୁମାର ଦାସ ଡାକ୍ତରଖାନାକୁ ଯାଇଥିଲି ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ । କାନ୍ଦବୋବାଳି ଶୁଭିଲା। ଭାବିଲି ଇଏତ ଡାକ୍ତରଖାନାରେ ନିୟମିତ କଥା । ହୁଏତ କିଏ ମରି ଯାଇଥିବ। ତା’ର ସ୍ବଜନବର୍ଗ କାନ୍ଦୁଥିବେ। କିଛି ତରୁଣ ତରୁଣୀ...

ଗୁରୁଦାୟିତ୍ୱ

ଚଳିତ ଆର୍ଥିକବର୍ଷ ବଜେଟ ଉପସ୍ଥାପିତ ହୋଇଯାଇଛି। ବାସ୍ତବରେ ଏହାର ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଜଟିଳତା ଥିଲେ ମଧ୍ୟ ଏହା ଏବେ ଆରମ୍ଭ ହେଉଛି। ଦେଖିବାକୁ ଗଲେ ବିନିବେଶ କ୍ଷେତ୍ରରେ ବହୁ କିଛି କରିବାର ଆବଶ୍ୟକତା ରହିଛି। ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଭେଷ୍ଟମେଣ୍ଟ...

ଏଇ ଭାରତରେ

ଗୋଟିଏ ପଟେ ଶିକ୍ଷାଦାନ ଓ ଅନ୍ୟପଟେ ପରିବେଶ ସୁରକ୍ଷା ପାଇଁ ଚେଷ୍ଟିତ ଜଣେ ଶିକ୍ଷକଙ୍କ ଜୀବନ ଗାଥା ନିଶ୍ଚୟ ପ୍ରେରଣାଦାୟକ। ଏହି ଶିକ୍ଷକ ଜଣକ ହେଉଛନ୍ତି କେରଳର ରଫି ରାମନାଥ। ଆଲ୍‌ଫୁଜା ଜିଲା ବିଜ୍ଞାନ ବିଳାସିନୀ ହାୟର ସେକଣ୍ଡାରୀ ସ୍କୁଲ୍‌(...

ପଞ୍ଚାୟତିରାଜ ବ୍ୟବସ୍ଥା ଓ ସରପଞ୍ଚ

ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ହେଉଛି। ପର୍ଯ୍ୟାୟକ୍ରମେ ଏହା ଆଗକୁ ବଢ଼ିବ ଏବଂ ଚଳିତ ମାସ ଶେଷ ସୁଦ୍ଧା ନୂଆ ସରପଞ୍ଚଙ୍କୁ ଦେଖିବ ରାଜ୍ୟର ୬୨୩୪ ପଞ୍ଚାୟତ। ଗାଁର ଦେଶ ଭାରତ। ଗାଁ ଉପରେ ନିର୍ଭର...

ଚାଇନାର ଲାଭ

ବ୍ରହ୍ମ ଚେଲ୍ଲାନି ଆମେରିକା ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର। ଏଣୁ ଏହା ପ୍ରମୁଖ ବିଶ୍ୱଶକ୍ତି ହୋଇ ରହୁ ବୋଲି ବିଶ୍ୱର ସଂଖ୍ୟାଧିତ୍କ ଗଣତାନ୍ତ୍ରିକ ଦେଶ ଚାହଁିବା ସ୍ବାଭାବିକ। କିନ୍ତୁ ଅଧିକ ରଣନୀତିକ କାର୍ଯ୍ୟ କରିବା ପାଇଁ ଆମେରିକାର ପ୍ରତିବଦ୍ଧତା ସ୍ପଷ୍ଟ...

ଦିବ୍ୟସ୍ପର୍ଶ

ନିମାଇଁ ଚରଣ ଲେଙ୍କା ପୁରୀ ବଡ଼ଦାଣ୍ଡରେ ଡହ ଡ଼ହ ଖରାରେ ପିଲାଟିଏ ନିର୍ମାଲ୍ୟ ଓ ସଳିତା ବିକୁଥାଏ। ଲୋକେ ମୂଲଚାଲ କରୁଥାନ୍ତି। ଜଣେ ସହୃଦୟ ବ୍ୟକ୍ତିଙ୍କର ନଜର ପଡ଼ିଲା ପିଲାଟିର ପାଦ ଉପରେ। ଖରାରେ ବିଚରାର ପାଦଦୁଇଟି ଜଳିଯାଉଥିଲା। ମଝିରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri