ସମ୍ପାଦକୀୟ

ଓଡ଼ିଶାରେ ଶିଳ୍ପ ସଂଯୋଗୀକରଣ

କିଶୋର ସାମଲ ସତୁରି ଦଶକରେ ଏକ ଭାବଧାରା ଯୁକ୍ତି ଦର୍ଶାଇଥିଲା ଯେ ଭାରତରେ କୃଷିର ବିକାଶରେ ଗ୍ରାମୀଣ ଅଣକୃଷିକ୍ଷେତ୍ର ଓ କ୍ଷୁଦ୍ରଶିଳ୍ପକୁ କଞ୍ଚାମାଲ ଯୋଗାଇ ପ୍ରତ୍ୟକ୍ଷ ଭାବରେ ଏବଂ କ୍ଷୁଦ୍ର ଓ ଅତିକ୍ଷୁଦ୍ର ଶିଳ୍ପର ଉତ୍ପାଦିତ ଖାଉଟି ଦ୍ରବ୍ୟର ଚାହିଦାକୁ...

ଏଇ ଭାରତରେ

ଚିକିତ୍ସା କ୍ଷେତ୍ରରେ ଡ୍ରୋନ୍‌ ସେବା ଦିଗରେ ବିକ୍ରମ ସିଂଙ୍କ ଯୋଗଦାନ ନିଶ୍ଚିତ ଭାବେ ପ୍ରଶଂସନୀୟ। ସେ ଆଇଆଇଟି, କାନପୁରରୁ କେମିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ତୃତୀୟ ବର୍ଷ ଛାତ୍ର ଥିତ୍ବା ସମୟରେ ବିକ୍ରମ ୨୦୧୫ରେ ଗୁରୁଗ୍ରାମରେ ‘ଟେକ୍‌ଇଗଲ’ ଷ୍ଟାର୍ଟଅପ୍‌...

ଶ୍ରୀଲଙ୍କା ସଙ୍କଟ

୪ ଏପ୍ରିଲ ୨୦୨୨ରେ ଶ୍ରୀଲଙ୍କା କ୍ୟାବିନେଟ ବୈଠକ ବସିଥିଲା ଓ ସେଥିରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ସମ୍ପୂର୍ଣ୍ଣ ମନ୍ତ୍ରିମଣ୍ଡଳ ଏକକାଳୀନ ଇସ୍ତଫା ଦେଇଛନ୍ତି। ଦ୍ୱୀପ ଦେଶ ଶ୍ରୀଲଙ୍କାରେ ରାଜନୈତିକ ଖିଆଲି ନିଷ୍ପତ୍ତି ତା’ର ଅର୍ଥନୀତିକୁ ତଳିତଳାନ୍ତ କରିଦେଇଛି। ଅର୍ଥ, ଖାଦ୍ୟ ଓ...

ଏଇ ଭାରତରେ

ବିଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଲାଭ ପରେ ରୋଜଗାରକୁ ପଛ କରି ଶିଶୁମାନଙ୍କୁ ସଶକ୍ତ କରୁଛନ୍ତି ଈଶା ଡୋଗ୍ରା। ସେ ‘ଜୀବମ୍‌ ଫାଉଣ୍ଡେଶନ’ ଗଠନ କରି ତା’ମାଧ୍ୟମରେ ତାଙ୍କ ଗାଁରେ ୧୦୦ ପିଲାଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି। ଏଥିରେ ତାଙ୍କ ଭାଇ...

ଅଲୌକିକ ମେଟାଭର୍ସ

ଡ.ନରେନ୍ଦ୍ର ସେଠୀ   କିଛି ଦିନ ତଳେ ଫେସ୍‌ବୁକ ଯେପରି ତା’ର ଲୋକପ୍ରିୟ ନାମକୁ ପରିବର୍ତ୍ତନ କରି ମେଟା କରିଦେଲା, ତା’ର ଅସଲ କାରଣ ଅନେକ ଲୋକ ବୁଝି ପାରି ନ ଥିଲେ। ପ୍ରକୃତରେ ଏହା ନିକଟ ଭବିଷ୍ୟତରେ ଆସୁଥିବା...

ଓଃ: ବେରୋଜଗାରୀ ତଥ୍ୟ

ବିମଳ ପାଣ୍ଡିଆ   ଦେଶରେ ବେରୋଜଗାର ହାର ଯାହା ଓ ତାହା ଯେଉଁ ହାରରେ କମୁଛି ବୋଲି ଆମ ସରକାର କହୁଛନ୍ତି ତାହା ଯଦି ସତ, ତେବେ ଆଉ ବର୍ଷ କେଇଟାରେ ଭାରତରେ ବେରୋଜଗାର ହାର ଆମେରିକାଠାରୁ ମଧ୍ୟ କମ୍‌...

ଅରାଜକତାମୁହାଁ ପାକିସ୍ତାନ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଆସିବାକୁ ଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯିବା ପରେ ସେଠାକାର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି। ଏଭଳି ଅନାସ୍ଥା ଆସିବା ପଛରେ ବିଦେଶୀ ଷଡ଼ଯନ୍ତ୍ର ବିଶେଷକରି ଆମେରିକାର ହାତ ରହିଛି ବୋଲି...

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ଲାଗି ସ୍ବେରେଜ ଜଳ ଟ୍ରିଟ୍‌ମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଦିଲ୍ଲୀର ସ୍ମିତା ସିଂଘଲ ଏ କ୍ଷେତ୍ରରେ କେଇପାଦ ଆଗକୁ ବଢ଼ିଛନ୍ତି। ସେ ସ୍ବେରେଜ ଜଳକୁ ଶୁଦ୍ଧ ଜଳରେ ପରିଣତ କରୁଛନ୍ତି। ଏଥିଲାଗି ‘ଆବ୍‌ସଲ୍ୟୁଟ...

ଫେଡେକ୍ସ ଚିଫ୍‌

ରାଜ୍‌ ସୁବ୍ରମଣ୍ୟମ୍‌ କୋରିୟର ବିତରଣ ସେବା କ୍ଷେତ୍ରରେ ଅନ୍ତର୍ଜାତୀୟ ପ୍ରସିଦ୍ଧି ଅର୍ଜନ କରିଥିବା ଆମେରିକାର ବହୁରାଷ୍ଟ୍ରୀୟ କମ୍ପାନୀ ‘ଫେଡେକ୍ସ’ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଭାରତୀୟ ଆମେରିକୀୟ ରାଜ୍‌ ସୁବ୍ରମଣ୍ୟମଙ୍କ ନାମ ଘୋଷଣା କରାଯାଇଛି। ସେ ଆସନ୍ତା ଜୁନ୍‌ରେ...

ସମ୍ପ୍ରଦାୟ ଊର୍ଦ୍ଧ୍ୱରେ ବିବେକାନନ୍ଦ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ସ୍ବାମୀ ବିବେକାନନ୍ଦ ଆମେରିକାର ଚିକାଗୋରେ ଅନୁଷ୍ଠିତ ବିଶ୍ୱଧର୍ମ ସମ୍ମିଳନୀରେ ଯେଉଁ ବାର୍ତ୍ତା ଦେଇଥିଲେ ତାହା ଥିଲା ଅଦ୍ୱୈତବାଦ। ବେଦ, ବେଦାନ୍ତ, ଉପନିଷଦ ଆଦିରୁ ଅନେକ ଉଦ୍ଧୃତି ଦେଇ ସେ କହିଥିଲେ ଯେ ଆମତ୍ା ଓ ପରମାମତ୍ା...

ନିର୍ଯାତନା ଲାଗିରହିବ

ଶନିବାର ପୁଣି ତେଲ ଦର ବଢ଼ିଲା। ୧୨ ଦିନ ମଧ୍ୟରେ ୧୦ ଥର ବଢ଼ିଲାଣି। କିନ୍ତୁ ଗଣମାଧ୍ୟମରେ ଏହା ଅଧିକ ବିତର୍କର ବିଷୟ ହୋଇନାହିଁ। ବିରୋଧୀ ମୁଦ୍ରାସ୍ଫୀତି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଛନ୍ତି। ବେରୋଜଗାରୀ ସହ ମୁଦ୍ରାସ୍ଫୀତି ଭାରତୀୟମାନଙ୍କ ପାଇଁ...

ଏଇ ଭାରତରେ

ଆହତ ବୁଲା କୁକୁରଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ବେଙ୍ଗାଲୁରୁର ହରିଶ ଅଲୀ। ସେ ରାସ୍ତାକଡ଼ରୁ ଆହତ କୁକୁରଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କ ଚିକିତ୍ସା କରୁଛନ୍ତି ଓ ଆଶ୍ରୟ ଦେଉଛନ୍ତି। ଏବେ ସୁଦ୍ଧା ଅଲି ୨୦୦୦ରୁ ଊର୍ଦ୍ଧ୍ୱ କୁକୁର ଉଦ୍ଧାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri