ସମ୍ପାଦକୀୟ

ଏଇ ଭାରତରେ

ଅସହାୟ ବୟସ୍କଙ୍କ ସାହାରା ପାଲଟିଛନ୍ତି ତାମିଲନାଡୁର ଏକ ଦମ୍ପତି ରାଜେଶ୍ୱରୀ ଏବଂ ଏନ. ରାମମୂର୍ତ୍ତି। ଗହଣା ବିକି ସେହି ଅର୍ଥରେ ଆଶ୍ରୟଗୃହ ଖୋଲି ମାଗଣାରେ ବୟସ୍କମାନଙ୍କ ସେବା କରୁଛନ୍ତି। ସେମାନେ କୁଷ୍ଠରୋଗୀଙ୍କ ପାଇଁ ମଧ୍ୟ ରହିବାର ବ୍ୟବସ୍ଥା କରିଛନ୍ତି। ତାମିଲନାଡୁ...

ନିକଟରେ, ତଥାପି ଦୂର

ପ୍ରକାଶ ତ୍ରିପାଠୀ ନିଃସନ୍ଦେହରେ କୁହାଯାଇ ପାରେ ଯେ ବିଗତ କିଛି ଦଶନ୍ଧି ମଧ୍ୟରେ ବିଶ୍ବ ବ୍ୟାପୀ ଅନେକ ସାମାଜିକ ପରିବର୍ତ୍ତନ ଘଟି ସାରିଛି। ବିଜ୍ଞାନ ଓ ଉନ୍ନତ କାରିଗରି କୌଶଳ ସାମାଜିକ ଜୀବନକୁ ବଦଳାଇ ଦେଇଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ...

ପାଶ୍ଚାତ୍ୟ ପାଇଁ ଅସଲି ପରୀକ୍ଷା

ଡାରୋନ୍‌ ଆକ୍‌ମୋଗ୍ଲୁ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ସମ୍ଭବତଃ ଯୋଜନା ଅନୁସାରେ ଯାଇପାରୁନାହିଁ ଓ ଉକ୍ତ ଯୁଦ୍ଧର ସବୁଠୁ ଖରାପ ପରିଣାମ ଆସିବାକୁ ବାକି ରହିଛି। ରୁଷିଆର ବିଭିନ୍ନ ସଂସ୍ଥା ଏବଂ ଗୋଷ୍ଠୀତନ୍ତ୍ର ସରକାରର ମୁଷ୍ଟିମେୟ ବ୍ୟକ୍ତିମାନଙ୍କ ବିରୋଧରେ ପାଶ୍ଚାତ୍ୟ ବ୍ୟାପକ...

ବିଲୁପ୍ତାଭିମୁଖୀ ଭାଷା ଓ ଓଡ଼ିଆ

ବାଦଲ ଭୂୟାଁ ପୃଥିବୀରୁ ବହୁ ଭାଷା ଲୋପ ପାଇଯାଉଛି। ଏହାକୁ ନେଇ ଭାଷାତତ୍ତ୍ୱବିତ୍‌ମାନେ ବାରମ୍ବାର ଚିନ୍ତାପ୍ରକଟ କରିଆସିଛନ୍ତି। ୟୁନେସ୍କୋ ଅନୁସାରେ ପୃଥିବୀର ପ୍ରାୟ ୬,୫୦୦ ଭାଷା ମଧ୍ୟରୁ ଅଧା ଲୁପ୍ତ ହେବା ଅବସ୍ଥାରେ। ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଅନେକଙ୍କର...

ଶିକ୍ଷାରେ କ୍ଷତି

କୋଭିଡ୍‌-୧୯ ମହାମାରୀରେ ସ୍କୁଲ୍‌ ବନ୍ଦ ରହିବା ଯୋଗୁ ଶିକ୍ଷାରେ ବ୍ୟାପକ କ୍ଷତି ହୋଇଛି। ବିଶ୍ୱରେ ସ୍କୁଲଗୁଡ଼ିକରେ ସୃଷ୍ଟି ହୋଇଥିବା ଉକ୍ତ ସଙ୍କଟ ଦୂର କରି କିପରି ଏକ ସନ୍ତୁଳନ ସ୍ଥିତି ଅଣାଯାଇପାରିବ ତାହା ନିର୍ଦ୍ଧାରଣ କରିବା ବାସ୍ତବରେ ଅତ୍ୟନ୍ତ କଠିନ।...

ଶିଶୁ ଅନୁକୂଳ ପୋଲିସ ଷ୍ଟେଶନ

ଥାନା ଏବଂ କୋର୍ଟର ନଁା ଶୁଣିଲେ କିଏ ନ ଡରେ। ଶିଶୁମାନଙ୍କ କଥା ଛାଡ଼, ବଡ଼ ଲୋକଙ୍କୁ ବି ଥାନା ଏବଂ କୋର୍ଟକୁ ଟିକେ କେହି ଯିବା ପାଇଁ ଡାକିଲେ କୁଣ୍ଠା ପ୍ରକାଶ କରନ୍ତି। ଏହା ଭିତରେ ଓଡ଼ିଶା ସରକାରଙ୍କ...

ପରିବେଶ ସୁରକ୍ଷା ଆଜିର ଆହ୍ବାନ

ଆଜିର ଅତ୍ୟାଧୁନିକ ଯୁଗରେ ମଣିଷ-କୃତ ପ୍ରଦୂଷଣ ପ୍ରଭାବରେ ବାୟୁମଣ୍ଡଳରେ ଅମ୍ଳଜାନ ପରିବର୍ତ୍ତେ ଅଙ୍ଗାରକାମ୍ଳ ଗ୍ୟାସ ପରିମାଣ ବଢ଼ିବାରେ ଲାଗିଛି। ଏହାର ପରିମାଣ ଅଧିକ ହେବା ଯୋଗୁ ଭୂପୃଷ୍ଠର ତାପମାତ୍ରା ବୃଦ୍ଧି ପାଉଛି, ଫଳରେ ସମୁଦ୍ରର ଜଳସ୍ତର ବଢ଼ିବାରେ ଲାଗିଛି। ଏଥିପାଇଁ...

ଏଇ ଭାରତରେ

ପ୍ରଦୂଷଣ ରୋକିବାରେ କେରଳର ଗୋଟିଏ ଦମ୍ପତିଙ୍କ ଅଭିନବ ଉପାୟ ଏକ ଉଦାହରଣ ସୃଷ୍ଟି କରିଛି। ବିନୟ କୁମାର ବାଲ୍‌କ୍ରିଷ୍ଣନ ଏବଂ ତାଙ୍କ ସ୍ତ୍ରୀ ଇନ୍ଦିରା ଗହମ ଓ ଧାନ କୁଣ୍ଡାରୁ ଏଡିବଲ ଟେବୁଲଓ୍ବେର୍‌ ବା ଖାଇବାଯୋଗ୍ୟ ଚାମଚ, କଣ୍ଟାଚାମଚ, କପ୍‌,...

ଚାଇନା ଦେଖୁଛି

ଯୁକ୍ରେନ୍‌ ଉପରେ ରୁଷର ଆକ୍ରମଣ ୧୩ ଦିନ ଅତିକ୍ରମ କରିଗଲାଣି। ତଥାପି ଉଭୟ ଦେଶ ପଛଘୁଞ୍ଚା ଦେଉନାହାନ୍ତି। ଏହାଦ୍ୱାରା ଭୂରାଜନୈତିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ସବୁ ରାଷ୍ଟ୍ରର କୂଟନୈତିକ ନୀତି କ’ଣ ରହୁଛି ତାହା ଉପରେ ବିଶ୍ୱ ସମୁଦାୟ ନଜର...

ବୃହତ୍‌ ସ୍ବାସ୍ଥ୍ୟଗତ ବିପଦ

୧୯୮୪ରୁ ପ୍ରତି ବର୍ଷ ମାର୍ଚ୍ଚ ଦ୍ୱିତୀୟ ବୁଧବାର ଦିନ ବିଶ୍ୱସ୍ତରରେ ପାଳିତ ହେଉଛି ଧୂମପାନ ନିଷେଧ ଦିବସ। ଧୂମପାନର ଭୟାବହତା ସମ୍ପର୍କରେ ସବୁ ସ୍ତରରେ ଜନସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ଲକ୍ଷ୍ୟ। ଏଠାରେ ଧୂମପାନ କହିଲେ ମୁଖ୍ୟତଃ...

ଏଇ ଭାରତରେ

୪ ଦଶନ୍ଧି ଧରି ମ୍ୟାନଗ୍ରୋଭ ସଂରକ୍ଷଣରେ ଲାଗିଛନ୍ତି କେରଳର କନ୍ଦଲ ରଞ୍ଜନ। କନ୍ଦଲ ହେଉଛି ତାଙ୍କ ଡାକ ନାମ, ଯାହାର ଅର୍ଥ ହେଉଛିି ମ୍ୟାନଗ୍ରୋଭ। ସେ କନ୍ନୁର ଜିଲାର ପାଝାୟାଣ୍ଡି ନଦୀଅବବାହିକାରେ ଥିବା ମ୍ୟାନଗ୍ରୋଭର ସଂରକ୍ଷଣ କରିବା ସହ ଘରେ...

ଶ୍ରେଣୀ ଶିକ୍ଷକର ବିଡ଼ମ୍ବନା

ଓଡ଼ିଶାରେ କାର୍ଯ୍ୟରତ ସବୁ ଶିକ୍ଷକ ଶ୍ରେଣୀ ଶିକ୍ଷକ ନୁହନ୍ତି। ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ବିଭିନ୍ନ କିସମର ଶିକ୍ଷକ ଅଛନ୍ତି-ଯେମିତି ପ୍ରଶାସକ ଶିକ୍ଷକ, ସଂଗଠକ ଶିକ୍ଷକ, ନେତା ଶିକ୍ଷକ, ଗବେଷଣା ଶିକ୍ଷକ, ଗବେଷକ ଶିକ୍ଷକ, ପରୀକ୍ଷା ଶିକ୍ଷକ ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri