ସମ୍ପାଦକୀୟ

ଅଛଡ଼ା-ଦୂରୁଛଡ଼ା

ଶ୍ରୀମାନ୍‌ ସର୍ବଗିଳା ପ୍ରାୟ ଅଠର-କୋଡ଼ିଏ ବର୍ଷ ତଳେ ମୁଁ ଜଣେ ବନ୍ଧୁଙ୍କ ଘରେ ପଶିଲାବେଳକୁ ବନ୍ଧୁ ବନ୍ଧୁପତ୍ନୀ ମଧ୍ୟରେ ଚାଲିଥିଲା ଘମାଘୋଟିଆ ମଧୁର ଝଗଡ଼ା। ଆପଣ କହିବେ, ଝଗଡ଼ା ତ ଝଗଡ଼ା, ପୁଣି ମଧୁର ଝଗଡ଼ା କ’ଣ ? ଆଜ୍ଞା!...

ଦେବାରେ ଆନନ୍ଦ

ପ୍ରକାଶ ତ୍ରିପାଠୀ ସନ୍ଥ କବିରଙ୍କ ଭାଷାରେ ଯଦି ଘରକୁ ଅଧିକ ଟଙ୍କା ଓ ଡଙ୍ଗାଭିତରକୁ ଅଧିକ ପାଣି ଆସେ ତେବେ ତାହାକୁ ଦୁଇ ହାତରେ ତୁରନ୍ତ ବାହାରକୁ କାଢ଼ନ୍ତୁ। ସନ୍ଥ କବିରଙ୍କ ଏପରି କହିବାର ତାତ୍ପର୍ଯ୍ୟ ହେଲା ନିଜ ରୋଜଗାରରୁ...

ଜମ୍ମୁ କଶ୍ମୀର ଆସନ

ଜମ୍ମୁ ଓ କଶ୍ମୀର ପୁନଃ ନିର୍ଦ୍ଧାରଣ କମିଶନ ଜମ୍ମୁ ସକାଶେ ଅଧିକ ୬ ଓ କଶ୍ମୀର ପାଇଁ ଗୋଟିଏ ନିର୍ବାଚନମଣ୍ଡଳୀ ଗଠନ ପ୍ରସ୍ତାବ ଦେବା ପରେ ସେଠାରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଞ୍ଚଳିକ ଦଳଗୁଡ଼ିକ ଏହାକୁ ବିରୋଧ କରିବା...

ଏଇ ଭାରତରେ

ବୟସର ଅପରାହ୍ନରେ ଥିବା ବହୁ ଜୀବନ ପାରିବାରିକ ଅବହେଳାରୁ ଛଟପଟ ହେଉଛନ୍ତି। ପାଳିପୋଷିି ବଡ଼ କରିଥିବା ପିଲାମାନେ ପ୍ରତିପୋଷଣର ବୋଝ ବୋହିବା ଲାଗି ଅମଙ୍ଗ ହେବା ଯୋଗୁ ଅନେକ ବୟସ୍କ ମାତାପିତା ରାସ୍ତାରେ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି। ଏଭଳି...

ଆପଣା ହସ୍ତେ ଜିହ୍ବା ଛେଦି

ଇବ୍ରାର ଖାଁ   ପର ଆପ୍ତବାକ୍ୟଟି କାହିଁ କେଉଁକାଳୁ ଆମ ସମାଜରେ ପ୍ରଚଳିତ ହୋଇଆସୁଛି। ଆଜିର ସାମାଜିକ ସ୍ଥିତାବସ୍ଥାକୁ ଅନୁଶୀଳନ କଲେ ଏହି ଉକ୍ତିର ପ୍ରାସଙ୍ଗିକତା ରହିଥିବାର ହୃଦ୍‌ବୋଧ ହୁଏ। ନିଜକୁ ସଭ୍ୟ, ଶିକ୍ଷିତ ବୋଲାଉଥିବା ଆଜିର ମଣିଷ ସ୍ବାର୍ଥ...

ଚାଲ ପୁରୀକୁ ଖୋଜିବା

ପ୍ରସନ୍ନ କୁମାର ମିଶ୍ର   ଶ୍ରୀମନ୍ଦିରକୁ ଘେରି ରହିଥିଲା ଧର୍ମ, ସଂସ୍କୃତି ଓ ଶିକ୍ଷା ପ୍ରସାରଣର ଅନେକ ପବିତ୍ର ଅନୁଷ୍ଠାନ- ଶହ ଶହ ମଠ ଓ ମନ୍ଦିର। ପ୍ରତିଦିନ ପ୍ରତ୍ୟୁଷରୁ ବିବିଧ ଘଣ୍ଟଘଣ୍ଟା ଓ ଭଜନ କୀର୍ତ୍ତନର ଦିବ୍ୟ ଧ୍ୱନି...

ରାଜନୀତି ପଶାପାଲିରେ ପାଇକ ବିଦ୍ରୋହ

ଡ. ପ୍ରଫୁଲ୍ଲ କୁମାର ସାହୁ   ଓଡ଼ିଆ ବୀରତ୍ୱ ଓ ସ୍ୱାଭିମାନର ପ୍ରତୀକ ପାଇକ ବିଦ୍ରୋହ। ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସର ଏକ ଗୌରବମୟ ଅଧ୍ୟାୟ। ଏହି ସୁସଂଗଠିତ ଓ ସୁଦୂରପ୍ରସାରୀ ବିଦ୍ରୋହର ଅଗ୍ନିବର୍ଷୀ ପ୍ରେରଣା ଯୋଗୁ ତ୍ୱରାନ୍ବିତ ହୋଇଥିଲା...

‘ଶାନ୍ତି’ର ମାନହାନି

ପଞ୍ଜାବର ଅମୃତସରସ୍ଥିତ ସ୍ଵର୍ଣ୍ଣମନ୍ଦିରରେ ଉତ୍ତ୍ୟକ୍ତ ଲୋକେ ଜଣଙ୍କୁ ପିଟି ମାରିଦେବାର ୨୪ ଘଣ୍ଟା ନ ପୂରୁଣୁ କପୁରଥାଲା ଜିଲାରେ ଅନ୍ୟ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ଡିସେମ୍ବର ୧୮ରେ ସ୍ଵର୍ଣ୍ଣମନ୍ଦିରରେ ସନ୍ଧ୍ୟା ପ୍ରାର୍ଥନା ଚାଲିଥିବା ବେଳେ ଜଣେ ଅଣ...

ଉଚ୍ଚସ୍ଥାନରୁ ଚିତ୍କାର

ଚଳିତ ମାସ ୧୫ ତାରିଖରେ କେନ୍ଦ୍ର କ୍ୟାବିନେଟ ଝିଅମାନଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ଲାଗି ଅନୁମୋଦନ କରିବା ପରେ ଦେଶବ୍ୟାପୀ ଏହାର ସପକ୍ଷ ଓ ବିପକ୍ଷରେ ବହୁ ମତ ପ୍ରକାଶ ପାଉଛି। ସରକାର କହୁଛନ୍ତି, ଏହି...

ଗଣତନ୍ତ୍ର ବଦଳିଗଲାଣି

ସହଦେବ ସାହୁ ସ୍ଵଚ୍ଛତା ଓ ଦାୟିତ୍ୱବୋଧ ଗଣତନ୍ତ୍ରର ଦୁଇଟି ଉର୍ବରକ;- କଞ୍ଚା ଓଡ଼ିଆରେ କହିଲେ ଶାସନରେ ଖୋଲାପଣିଆ ଚାଲୁରଖିବା ଓ ଶାସନ ଚଳାଉଥିବା ଲୋକେ ସେମାନଙ୍କ ପ୍ରତ୍ୟେକ କାମ ପାଇଁ ଉତ୍ତରଦାୟୀ ହେବା- ଏ ଦୁଇଟି ଗଣତନ୍ତ୍ର ବୃକ୍ଷର ସବୁଜ...

ଧାର୍ମିକ ଭିନ୍ନତା ମଧ୍ୟରେ ଏକତା

ବୈକୁଣ୍ଠନାଥ ମିଶ୍ର ମୃତ୍ୟୁ ଏକ ରହସ୍ୟମୟ ଚିନ୍ତନ। କେବଳ ମୃତ୍ୟୁ ନୁହେଁ, ମୃତ୍ୟୁ ପରବର୍ତ୍ତୀ କାଳରେ ଆତ୍ମାର ଗତି, ସ୍ଥିତି ମଧ୍ୟ ଅନୁରୂପ ଭାବେ ରହସ୍ୟମୟ। ମୃତ୍ୟୁକୁ କେହି କେହି ଜୀବନର ଅନ୍ତିମ ପରିଣତି ବୋଲି ଅଭିହିତ କରୁଥିବାବେଳେ ଅନ୍ୟ...

ଏଇ ଭାରତରେ

ଛତିଶଗଡ଼ର ବସ୍ତର ଅଞ୍ଚଳ ନାଁ ଶୁଣିଲେ ମାଓବାଦୀ ଭୟ ଆସେ, କିନ୍ତୁ ଜଣେ ସାମାଜିକ କର୍ମୀଙ୍କ ହାତତିଆରି ବାଉଁଶ ସାଇକେଲ ସେଠାକାର ଲୁକ୍କାୟିତ ହସ୍ତକଳା ପରିଚୟକୁ ସାମ୍ନାକୁ ଆଣିଛି। ୩୦ ବର୍ଷୀୟ ଆସିଫ୍‌ ଖାନ୍‌ଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri